ବର୍ଷା ସହ କୁଆପଥର ମାଡ଼

ଆସିକା,୧୮ା୪: ଗଞ୍ଜାମ ଜିଲା ଆସିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ବର୍ଷା ସହ କୁଆପଥର ମାଡ ହୋଇଥିଲା। ଗତ ୪ଦିନ ହେଲା ଅଞ୍ଚଳରେ ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁ ଲୋକେ ଅସ୍ତବ୍ୟସ୍ତ ହେଉଥିବା ବେଳେ ବର୍ଷା ଜନସାଧାରଣଙ୍କୁ ଆଶ୍ୱସ୍ତି କରିଛି। ସେହିପରି ଗାଙ୍ଗପୁର ଅଞ୍ଚଳରେ ମଧ୍ୟ ବର୍ଷା ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରିଜ୍‌ରେ ମଦ ନ ରଖିବାରୁ ଦୋକାନୀଙ୍କୁ ମାଡ଼

ଭୁବନେଶ୍ୱର,୬।୬ (ବ୍ୟୁରୋ): ଫ୍ରିଜ୍‌ରେ ମଦ ପେଟି ରଖିବାକୁ ମନା କରିବାରୁ ଦୋକାନୀଙ୍କୁ ମାଡ। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନିଳାଦ୍ରି ବିହାର ଅଞ୍ଚଳରେ ଏହି ଘଟଣା ଘଟିଥିବାବେଳେ...

ସିକ୍ୟୁରିଟି କରୁଛନ୍ତି ରୋଗୀସେବା

ଉଦଳା,୨୫।୪: (ଡି.ଏନ.ଏ.) ମୟୂରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡର ମୁଖ୍ୟ ଡାକ୍ତରଖାନା ଉଦଳା ଡାକ୍ତରଖାନାରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇଛି। ଡାକ୍ତର ନିଶାଶକ୍ତ ଅବସ୍ଥାରେ ରହୁଥିବା ବେଳେ...

ସ୍ବତନ୍ତ୍ର ପରୀକ୍ଷାର୍ଥୀଙ୍କୁ ମିଳିବ ଯୁକ୍ତ ୩ ନାମଲେଖା ସୁଯୋଗ

ଭୁବନେଶ୍ୱର, ୪।୯(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ସ୍ବତନ୍ତ୍ର ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ରଙ୍କ ପାଇଁ ଯୁକ୍ତ ୩ ନାମଲେଖା ନିମନ୍ତେ ଆଉ...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୬.୮ ଡିଗ୍ରୀ

ଜି.ଉଦୟଗିରି,୧୯ା୧୨(ଡି.ଏନ୍‌.ଏ.): ତିନିଦିନ ଧରି ପାରଦ ତଳମୁହାଁ ହେବାରେ ଲାଗିଛି। ଜି. ଉଦୟଗିରି ସହରରେ ଶନିବାର ଓ ରବିବାର ଦୁଇଦିନ ଧରି ପାରଦ ୬.୮ ଡିଗ୍ରୀ ସେଲ୍‌ସିୟସ...

ଓଭରବ୍ରିଜ୍‌କୁ ବିପଦ ଗଛ

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଅନେକ ସ୍ଥାନର ଉନ୍ନତୀକରଣ ପାଇଁ ବଡ଼ ବଡ଼ ଗଛ କାଟି ପଦା କରିଦିଆଯାଉଛି। ହେଲେ ଯେଉଁ ସ୍ଥାନରେ ଗଛ ନ ଉଠିବା...

ନାଳରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

କେନ୍ଦ୍ରାପଡା ଅଫିସ,୨୯।୯: କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ହଜାରୀବଗିଚାର ଏକ ନାଳରୁ ନବଜାତ ଶିଶୁକନ୍ୟାର ମୃତଦେହ ରବିବାର ସକାଳେ ଉଦ୍ଧାର ହୋଇଛି। ସକାଳେ ମୃତଦେହ ନାଳରେ...

କାଳୀମନ୍ଦିର ଚୋରି ଘଟଣା: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ରାୟଗଡ଼ା,୩୧ା୫(ସ୍ବ.ପ୍ର.): ରାୟଗଡ଼ା ସହରସ୍ଥିତ ଏସ୍‌ପିଙ୍କ ବାସଭବନ ନିକଟରେ ଥିବା କାଳୀ ମନ୍ଦିରରୁ ହୋଇଥିବା ଚୋରିର ପର୍ଦ୍ଦାଫାଶ କରିଛି ପୋଲିସ। ଏନେଇ ବୁଧବାର ସନ୍ଧ୍ୟାରେ ଏକ ଖବରଦାତା...

ରାସ୍ତା କଡ଼ରେ ଶିଶୁକନ୍ୟା ଜନ୍ମ ଦେଲେ ମହିଳା

ଦଶମନ୍ତପୁର,୨୨ା୯(ଡି.ଏନ.ଏ.): ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପୂର୍ବରୁ ଜଣେ ମହିଳା ରାସ୍ତା କଡରେ ଏକ ଶିଶୁକନ୍ୟା ଜନ୍ମ ଦେଇଛନ୍ତି। ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲା...

Advertisement
Archives

Model This Week