ମୃତଦେହ ସତ୍କାର ପାଇଁ ଯାଇଥିଲେ ପରିବାର ଲୋକେ, ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ସିମୁଳିଆ,୫ା୧୧(ଡି.ଏନ୍‌.ଏ.): ପରିବାର ଲୋକେ ମୃତଦେହ ସତ୍କାର ପାଇଁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଘରେ କଳାକନା ବୁଲାଇବା ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲା ସିମୁଳିଆ ବ୍ଲକର ମାର୍କୋଣା ଅଞ୍ଚଳରେ।
ସୂଚନାଯୋଗ୍ୟ, ମାର୍କଣା ଷ୍ଟେଶନ ରୋଡ୍‌ ପାର୍ଶ୍ୱରେ ଘର କରି ରହୁଥିବା ପ୍ରଭାବତୀ ଓ ଭାଗିରଥୀ ମିଶ୍ର ଗତ ଶୁକ୍ରବାର ସକାଳେ ପ୍ରଭାବତୀଙ୍କ ବାପା ଶୀତଳଙ୍କ ମୃତଦେହ ସତ୍କାର ପାଇଁ ପରିବାର ଲୋକମାନଙ୍କ ସହିତ ଉଭୟ ପୁରୀ ସ୍ବର୍ଗଦ୍ୱାର ଯାଇଥିଲେ। ପରେ ବିଲମ୍ବିତ ରାତିରେ ସେମାନେ ଘର ପାଖରେ ପହଞ୍ଚିବାରୁ ସେମାନଙ୍କୁ ଦେଖି ଚୋରମାନେ ଫେରାର ହୋଇଯାଇଥିଲେ। ଚୋରମାନେ ନଗଦ ୨୪ହଜାର ଟଙ୍କା ସମେତ ପ୍ରାୟ ୪ଲକ୍ଷ ଟଙ୍କାର ସୁନା ଅଳଙ୍କାର ନେଇଯାଇଥିବା ଥାନାରେ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭସାଣିରେ ସିନ୍ଦୂର ଖେଳ

ବାରିପଦା ଅଫିସ,୨୬ା୯: ଦୁଇ ବର୍ଷର ଉତ୍କଣ୍ଠା ଓ ପ୍ରତୀକ୍ଷାର ଅନ୍ତ ପରେ ଚଳିତ ବର୍ଷ ଜଗତଜନନୀ ମା’ ଦୁର୍ଗାଙ୍କ ପୂଜା ଉତ୍ସବ ଧୂମ୍‌ଧାମରେ ପାଳନ ପାଇଁ...

ସ୍ମାର୍ଟ ଲାଇବ୍ରେରି ସ୍ବପ୍ନ

ଢେଙ୍କାନାଳ ଅଫିସ, ୧୮।୯: ସ୍ମାର୍ଟ ହେବ ପାଠାଗାର। କମ୍ପ୍ୟୁଟର, ସ୍କାନର, ଫର୍ନିଚରଠାରୁ ଆରମ୍ଭ କରି ପାନୀୟଜଳ, ଅଗ୍ନି ନିରାପତ୍ତା ଯାଏ ସମସ୍ତ ବ୍ୟବସ୍ଥା ରହିବ ଏଠାରେ। ଏକ...

୪ ଦଫା ଦାବି ନେଇ ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ସୁନ୍ଦରଗଡ଼ ବନ୍ଦ ପାଳନ

ସୁନ୍ଦରଗଡ଼,୧୭ା୯(ଡି.ଏନ୍‌.ଏ.): ୪ ଦଫା ଦାବି ନେଇ ଗୁରୁବାର ବନ୍ଦ ଡାକରା ଦେଇଥିବା ସୁନ୍ଦରଗଡ଼ ଟ୍ରକ ମାଲିକ ସଂଘ ଶୁକ୍ରବାର ସୁନ୍ଦରଗଡ଼ ସହରକୁ ପ୍ରବେଶ କରୁଥିବା ସମସ୍ତ...

ତାତିରେ ଡହଳବିକଳ ହାତୀ

ଢେଙ୍କାନାଳ ଅଫିସ, ୨୪।୪: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଡହଳବିକଳ ହେଉଛି ସାରା ଓଡ଼ିଶା। ଝାଞ୍ଜି ସାଙ୍ଗକୁ ତତଲା ପବନ ଅଣନିଃଶ୍ୱାସୀ କରୁଛି। ରାଜ୍ୟରେ ପାରଦ ୪୫ ଟପିଲାଣି। ଆଗକୁ...

ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ

ଭୁବନେଶ୍ୱର,୨୬।୯ (ବ୍ୟୁରୋ): ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଜଣେ ଯୁବକଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ସେଠାରୁ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ...

ଆକ୍ସନ ମୁଡ୍‌ରେ ଗଞ୍ଜାମ ଜିଲାପାଳ: ସାଇକେଲରେ ବୁଲି ତଦାରଖ କରୁଛନ୍ତି ସଫେଇ କାର୍ଯ୍ୟ, ବାହାରେ ପ୍ଲାଷ୍ଟିକ୍‌ ପକାଇଥିବାରୁ ମଦଦୋକାନକୁ ୧ ଲକ୍ଷ ଜରିମାନା

ବ୍ରହ୍ମପୁର ଅଫିସ,୧୨ା୩-ବ୍ରହ୍ମପୁର ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବାକୁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଜିରୋ ସ୍ବିପିଂ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମାର୍ଚ୍ଚ ୧ରୁ...

୧୨୭୧ ସ୍ବାବ୍‌ ନମୁନା ରିପୋର୍ଟ ନେଗେଟିଭ୍‌

ବରଗଡ଼ ଅଫିସ୍‌,୧୬।୫: ବରଗଡ଼ ଜିଲାକୁ ବର୍ତ୍ତମାନ ସୁଦ୍ଧା କରୋନା(କୋଭିଡ୍‌-୧୯) ଭୂତାଣୁ ମାଡ଼ି ପାରି ନାହିଁ। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସୁଦ୍ଧା ୧୪୩୮ଜଣଙ୍କ...

ବଡ ଡୁମ୍ବୁଳାଗାଁରେ ପଶିଲା ଝରଣା ପାଣି : ୨ ଶହ ପରିବାର ଜଳବନ୍ଦୀ

ଦିଗପହଣ୍ଡି,୨୬ା୧୦(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗାଁରେ ସୀତାଦେଈ ପାହାଡର ଝରଣା ପାଣି ପଶିଯିବାରୁ ପ୍ରାୟ ୨ ଶହ ପରିବାର ଜଳବନ୍ଦୀ ଅଛନ୍ତି। ବିଡିଓ ହଳଧର ଶବର, ବ୍ଲକ...

Advertisement
Archives

Model This Week