ଏହି ୪ ରାଶିର ଯୁବତୀ ହୋଇଥାନ୍ତି ବେଶ୍‌ ରୋମାଣ୍ଟିକ୍‌; ଜୀବନସାଥୀଙ୍କୁ ରଖିଥାନ୍ତି ଖୁସିରେ…

କିଛି ଲୋକଙ୍କ ପାଇଁ ପ୍ରେମର ସମ୍ପର୍କ ବହୁତ ଗୁରୁତ୍ୱ ରଖିଥାଏ। ଏମାନେ ନିଜ ପାର୍ଟନରଙ୍କୁ ବେଶ ଭଲପାଇଥାନ୍ତି। ତାଙ୍କର ଛୋଟବଡ଼ କଥା ପ୍ରତି ଯତ୍ନବାନ ହୋଇଥାନ୍ତି। ଜ୍ୟୋତିଷ ଶାସ୍ତ୍ରରେ କିଛି ସେଭଳି ରାଶି ରହିଛି ଯେଉଁଥିରେ ଜନ୍ମିତ ଯୁବତୀମାନେ ବେଶ୍‌ ରୋମାଣ୍ଟିକ୍‌ ହୋଇଥାନ୍ତି। ଭଲପାଇବା ଦେଇ ଏମାନେ ସାଥୀଙ୍କୁ ଖୁସି କରିବାର ସମସ୍ତ ପ୍ରଚେଷ୍ଟା କରିଥାନ୍ତି। ଏଣୁ ସେମାନଙ୍କ ଜୀବନସାଥୀଙ୍କୁ ଭାଗ୍ୟବାନ ବୋଲି କୁହାଯାଇଥାଏ।

କର୍କଟ: ଏହି ରାଶିରେ ଜନ୍ମିତ ଯୁବତୀମାନେ ଯତ୍ନବାନ ହୋଇଥାନ୍ତି। ସେମାନେ ନିଜର ଜୀବନସାଥିଙ୍କୁ ବହୁତ ଭଲ ପାଇଥାନ୍ତି। ତାଙ୍କର ସମସ୍ତ ଆବଶ୍ୟକତାକୁ ପୂରଣ କରିଥାନ୍ତି। ନିଜର ସମ୍ପର୍କକୁ ନେଇ ଏମାନେ ବହୁତ ସଚ୍ଚୋଟ, ଭାବପ୍ରବଣ ହୋଇଥାନ୍ତି। ବିଶେଷକରି ଏମାନଙ୍କର ରୋମାଣ୍ଟିକ୍‌ ସ୍ବଭାବ ପ୍ରେମ ସମ୍ପର୍କକୁ ସବୁଦିନ ତାଜା ରଖିଥାଏ।

ତୁଳା: ତୁଳା ରାଶିର ଯୁବତୀମାନେ ବେଶ୍‌ ରୋମାଣ୍ଟିକ୍‌ ହେବା ସହ ସମସ୍ତଙ୍କର ଯତ୍ନ ନେଇଥାନ୍ତି। ସାଥୀଙ୍କୁ କିଭଳି ଖୁସି ରଖିବେ ତାଙ୍କୁ ଭଲ ଭାବେ ଜଣାଥାଏ। ସୁଖ ହେଉ ଅବା ଦୁଃଖ ସେ ସର୍ବଦା ଜୀବନସାଥୀଙ୍କ ସହ ଛିଡ଼ା ହୋଇଥାନ୍ତି। ଜୀବନସାଥୀଙ୍କ ସୁଖ ହିଁ ତାଙ୍କର ପ୍ରାଥମିକତା ହୋଇଥାଏ।

କୁମ୍ଭ: ଏହି ରାଶିର ଯୁବତୀମାନେ ଜୀବନସାଥୀଙ୍କ ସବୁ କଥାକୁ ଶୁଣିଥାନ୍ତି। ସେମାନଙ୍କ ସ୍ବଭାବ ସ୍ନେହୀ ହୋଇଥାଏ। ଏମାନେ ପାର୍ଟନରଙ୍କୁ ସବୁବେଳେ ଖୁସିରେ ରଖିଥାନ୍ତି। ଏମାନେ ବେଷ୍ଟ ଓ୍ବାଇଫ୍‌ ମଧ୍ୟ ହୋଇଥାନ୍ତି। ତାଙ୍କ ପାଇଁ ପରିବାରରେ ସର୍ବଦା ସୁଖ ଶାନ୍ତି ଭରି ହୋଇ ରହିଥାଏ।

ମୀନ: ମୀନ ରାଶିର ଯୁବତୀମାନେ ବେଶ୍‌ ସମ୍ବେଦନଶୀଳ। ଏମାନେ ପାର୍ଟନରଙ୍କୁ ଖୁସି କରିବାର ସମସ୍ତ ପ୍ରଚେଷ୍ଟା କରିଥାନ୍ତି। ସେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ଜୀବନସାଥୀଙ୍କ ଉପରେ କୌଣସି ପ୍ରକାର ବିପଦ ଆସିବାକୁ ଦେଇ ନ ଥାନ୍ତି। ଏମାନଙ୍କ ସ୍ବେହୀ ଏବଂ ରୋମାଣ୍ଟିକ୍‌ ସ୍ବଭାବ ଯୋଗୁ ସମ୍ପର୍କ ମଜଭୂତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ, ଝୁଲିଝୁଲି ଧାଡ଼ି ପହଣ୍ଡିରେ ଆସୁଛନ୍ତି ମହାବାହୁ

ପୁରୀ,୧୬ା୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଅର୍ଥାତ୍‌ ଗୁରୁବାର ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ ରହିଥିବା ବେଳେ…

ପ୍ରତିବର୍ଷ ମାଡ଼ି ଆସୁଛି ମହାବିପତ୍ତି, ସତ ହେବ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ!

ଜଳବାୟୁ ପରିବର୍ତ୍ତନ ଉପରେ ଚାରି ଦଶନ୍ଧିର ବୈଜ୍ଞାନିକ ଗବେଷଣା ଏପରି ନିଷ୍କର୍ଷ ପ୍ରକାଶ କରିଛି ଯାହା ପୃଥିବୀର ଭବିଷ୍ୟତ ବିଷୟରେ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି ।…

ଯୁଦ୍ଧ ମଧ୍ୟରେ ଇରାନକୁ ପ୍ରଶଂସା କଲେ ଡୋନାଲ୍ଡ ଟମ୍ପ: ଜାଣନ୍ତୁ କାହିଁକି

ଓ୍ବାଶିଂଟନ୍‌,୧୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସଦିଚ୍ଛା(Goodwill) ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ଟ୍ରମ୍ପଙ୍କ ପ୍ରଶଂସା ଇରାନ ଜଣେ ଆମେରିକୀୟ ମହିଳାଙ୍କୁ ମୁକ୍ତ କରିବା ପରେ କରିଥିଲେ।…

ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଲେ ହାଇକୋର୍ଟ: ପ୍ରତିଟି ଜୀବନର ମୂଲ୍ୟ ଅଛି, ଯଦି…

ନୂଆଦିଲ୍ଲୀ,୧୬।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ଅର୍ନିଦ୍ଦିଷ୍ଟ କାଳ ପାଇଁ ଭୋକ ଉପବାସରେ ବସିଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଦିଲ୍ଲୀ ହାଇକୋର୍ଟ ଗଭୀର ଚିନ୍ତା ପ୍ରକଟ…

ରଥଯାତ୍ରା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମହାପ୍ରଭୁଙ୍କ ଦିବ୍ୟ ସାନିଧ୍ୟ ସହ…

ପୁରୀ,୧୬ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସର୍ବଶ୍ରେଷ୍ଠ ମହାପର୍ବ ରଥଯାତ୍ରା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ପ୍ରସ୍ତୁତ।…

ଭାଜପାକୁ ମମତାଙ୍କ ଖୋଲା ଚ୍ୟାଲେଞ୍ଜ, ‘ଅନ୍ତ ଦେଖିବା ଯାଏ ବଞ୍ଚିବି’

କୋଲକାତା,୧୬।୭: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ପୁଣି ଥରେ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ତାଙ୍କ…

ପ୍ରବଳ ବର୍ଷାରେ ଭାରସାମ୍ୟ ହରାଇ ରାସ୍ତାକଡକୁ ଖସିପଡିଲା ସରକାରୀ ବସ୍‌, ଭିତରେ ବସିଥିଲେ ଯାତ୍ରୀ

କେସିଙ୍ଗା, ୧୬।୭(ତୁମେଶ୍ୱର ସାହୁ): ଭୁବନେଶ୍ୱରରୁ କେସିଙ୍ଗା ଦେଇ ଭବାନୀପାଟଣା ଅଭିମୁଖେ ଯାଉଥିବା ସରକାରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ସକାଳେ ବସ୍‌ଟି ପ୍ରବଳ ବର୍ଷାରେ ଭାରସାମ୍ୟ ହରାଇ…

ରାସ୍ତାରେ ଫୋନ୍‌ରେ ଗପି ଗପି ଯାଉଥିଲେ ଭାଜପା ଜିଲାଧ୍ୟକ୍ଷ, ହଠାତ୍‌ ଆସିଲା ହୃଦ୍‌ଘାତ: ଆଉ ତା’ପରେ…

ଭୋପାଳ,୧୬।୭: ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲା ସଭାପତି ଲୋକେଶ ଦେହାରିଆଙ୍କ ହୃଦଘାତ ଯୋଗୁ ଆକସ୍ମିକ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି। ଛିନ୍ଦୱାଡା ସହରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri