Posted inଜାତୀୟ

ଭବାନୀପୁରରେ ନିରପେକ୍ଷ ମତଦାନ ସମ୍ଭବ ନୁହେଁ

କୋଲାକାତା,୨୭।୯: ଭବାନୀପୁରରେ ଏବେ ଯେଉଁ ଭଳି ସ୍ଥିତି, ସେଠାରେ ନିରପେକ୍ଷ ମତଦାନ ସମ୍ଭବ ନୁହେଁ। ଏଣୁ ଭବାନୀପୁର ଉପ ନିର୍ବାଚନକୁ ବାତିଲ କରାଯାଉ। ନିର୍ବାଚନ କମିଶନ(ଇସି)ଙ୍କ ନିକଟରେ ଏଭଳି ଦାବି ରଖିଛନ୍ତି ପଶ୍ଚିମବଙ୍ଗର ଭାଜପା ନେତା ଦୀଲିପ ଘୋଷ। ଆସନ୍ତା ୩୦ ତାରିଖରେ ହେବାକୁ ଯାଉଛି ଭବାନୀପୁର ଉପ ନିର୍ବାଚନ। ଏହି ଆସନରେ ନିର୍ବାଚନ ଲଢ଼ୁଛନ୍ତି ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ।

”ମୋତେ ଓ ମୋ ଦଳୀୟ କର୍ମୀଙ୍କୁ ପ୍ରଚାର ବେଳେ ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିଛି। ମୁଁ ଭବାନୀପୁରରେ ଲିଫଲେଟ୍‌ ବାଣ୍ଟୁଥିବା ବେଳେ ମୋ ବିରୋଧରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ ଟିଏମ୍‌ସି କର୍ମୀ। ଚାରି ଆଡ଼ୁ ଘେରି ନେବା ପରେ ସେମାନେ ମୋତେ ଓ କର୍ମୀଙ୍କୁ ଆକ୍ରମଣ କରିଥିଲେ। ମୋ ଜୀବନ ପ୍ରତି ବିପଦ ଦେଖିବା ପରେ ବାଧ୍ୟ ହୋଇ ସୁରକ୍ଷା କର୍ମୀମାନେ ସର୍ଭିସ ରିଭଲଭର ଦେଖାଇଥିଲେ। ନିର୍ବାଚନ କମିଶନ ସୁରକ୍ଷା ଉପରେ ଉଚିତ ପଦକ୍ଷେପ ନେବା କଥା। କିନ୍ତୁ ଆମେ ତାହା ଦେଖିପାରିଲୁ ନାହିଁ। ଏହା ପ୍ରତି ଦିନ ଘଟୁଛି। ଆମେ ପୋଲିସକୁ ଯୋଗାଯୋଗ କରିଥିଲୁ। ହେଲେ ସେମାନେ ଆମକୁ ସହାୟତା ଦେଲେ ନାହିଁ। ଏପରି କି ସାଧା ପୋଷାକରେ ଥିବା ଜଣେ ପୋଲିସ ଅଧିକାରୀ ଆମକୁ ସୁରକ୍ଷା ଦେବାକୁ ଯାଇ ଆକ୍ରମଣର ଶୀକାର ହୋଇଛନ୍ତି। ଏଭଳି ପରିସ୍ଥିତିରେ ନିରପେକ୍ଷ ମତଦାନ ସମ୍ଭବ ନୁହେଁ। ଏଣୁ ଭବାନୀପୁର ଉପ ନିର୍ବାଚନକୁ ବାତିଲ କରାଯାଉ“ ବୋଲି ସୋମବାର ଆୟୋଜିତ ଏକ ଖବରଦାତ ସମ୍ମିଳନୀରେ ଭାଜପାର ଜାତୀୟ ଉପ ସଭାପତି ଦୀଲିପ ଘୋଷ କହିଛନ୍ତି। ଉଲ୍ଲେଯୋଗ୍ୟ, ସମାନ ଘଟଣା ଭାଜପାର ଏମ୍‌ପି ଅର୍ଜୁନ ସିଂଙ୍କ ସହ ଘଟିଥିଲା।

ନିର୍ବାଚନ କମିଶନକୁ ସୂଚନା ଦିଆଯାଇଥିଲା। କିନ୍ତୁ ଇସି ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ। ଭାଜପା ପ୍ରତିନିଧି ଦଳ ଇସି ଅଧିକାରୀଙ୍କୁ ଭେଟି ଦାବି ସମ୍ପର୍କରେ ଜଣାଇଥିବା ଘୋଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଭାସିଗଲେ ବାଳକ, ଅଗ୍ନିଶମ ବିଭାଗର ଖୋଜାଖୋଜି ଜାରି

କଟକ ସଦର, ୨୬।୫ (ସୁଶାନ୍ତ କୁମାର ଜେନା): କନ୍ଦରପୁର ଥାନା ଅନ୍ତର୍ଗତ ଦାମୋଦରପୁର ନିକଟରେ ମହାନଦୀରେ ଗାଧୋଇବା ବେଳେ ମଙ୍ଗଳବାର ଅପରାହ୍ନରେ ଜଣେ ବାଳକ ପାଣିର ପ୍ରବଳ…

ଏଡିଏମଙ୍କ କ୍ୟାମ୍ପ କୋର୍ଟ ପୁଣି ଆରମ୍ଭ: ଲୋକଙ୍କୁ ତ୍ୱରିତ ସେବା ଦେବାକୁ ନିର୍ଦ୍ଦେଶ

ଭଞ୍ଜନଗର, ୨୬।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଏଡିଏମ ଦେବଦତ୍ତ ପଣ୍ତା ମଙ୍ଗଳବାର ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କ୍ୟାମ୍ପ କୋର୍ଟ ଆୟୋଜନ କରିଥିଲେ। ଏହି ସମୟରେ ସେ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

IPL ପରେ MI ଛାଡି ଏହି ଟିମ୍‌କୁ ଯିବେ ପାଣ୍ଡ୍ୟା! ଏହି ଖେଳାଳିଙ୍କ ବଡ଼ ସଙ୍କେତ ପରେ କ୍ରିକେଟଜଗତରେ ହଇଚଇ

ନୂଆଦିଲ୍ଲୀ, ୨୬।୫: ଆଇପିଏଲ (IPL) ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଭଲ ରହିନାହିଁ ଏବଂ ଏହା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ…

ଏହି ବଡ଼ ସହରରେ ଆଜିଠୁ ୧୪ ଦିନିଆ ‘କର୍ଫ୍ୟୁ’: କଣ ଖୋଲା, କଣ ବନ୍ଦ? ଲାଗିଲା କଡ଼ା କଟକଣା

ନୂଆଦିଲ୍ଲୀ,୨୬।୫: ମହାରାଷ୍ଟ୍ରର ପୁଣେ ସହରରେ ୧୪ ଦିନ ପାଇଁ କର୍ଫ୍ୟୁ ଲାଗୁ କରାଯାଉଛି। ଏହି ସମୟ ମଧ୍ୟରେ ଅନେକ କଟକଣା ବଳବତ୍ତର ରହିବ। ମେ ୨୬ ତାରିଖ…

କ୍ୱାଲିଫାୟର-୧: ହୋଇପାରେ ହାଇସ୍କୋରିଂ ମ୍ୟାଚ୍‌

ଧର୍ମଶାଳା,୨୬ା୫; ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ ଧର୍ମଶାଳାରେ ମଙ୍ଗଳବାର କ୍ୱାଲିଫାୟର-୧ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ମାତ୍ର ୫ ଟଙ୍କାରେ ମିଳିବ ମାଛ-ଭାତ, ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ଘୋଷଣା

କୋଲକାତା,୨୬।୫: ପଶ୍ଚିମବଙ୍ଗର ସାଧାରଣ ଜନତା ଏବଂ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏକ ବଡ଼ ଖୁସି ଖବର। ରାଜ୍ୟ ସରକାର ଜନସାଧାରଣଙ୍କୁ ଶସ୍ତାରେ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା…

ଗୋଟିଏ ଦିନରେ କେତେ ତେଲ ବିକ୍ରି କରିପାରିବ ପେଟ୍ରୋଲ ପମ୍ପ? ଜାଣନ୍ତୁ କଣ ରହିଛି କୋଟା ଓ ସରକାରୀ ନିୟମ

ନୂଆଦିଲ୍ଲୀ,୨୬।୫: ଦେଶରେ ପେଟ୍ରୋଲ ଓ ଡିଜେଲର ବଢୁଥିବା ଦର ମଧ୍ୟରେ ପେଟ୍ରୋଲ ପମ୍ପଗୁଡ଼ିକର ବିକ୍ରି କ୍ଷମତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତୁ ଜାଣିବା ଜଣେ ପେଟ୍ରୋଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri