ହୃଦରୋଗ ଦୂରେଇବା ପାଇଁ ସକାଳୁ ପିଅନ୍ତୁ…

ଆଧୁନିକ ଜୀବନଶୈଳୀ ଏବେ ଅଧିକାଂଶ ବ୍ୟକ୍ତିଙ୍କୁ ରୋଗାକ୍ରାନ୍ତ କରି ପକାଇଛି। ଖାଦ୍ୟ ପାନୀୟରେ ଅନିୟମିତତାହିଁ ଏବେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି କରିଛି। ଶରୀରରେ କୋଲେଷ୍ଟ୍ରଲ, କ୍ୟାଲୋରୀ, ସୋଡିୟମ ଆଦିର ମାତ୍ରା ଠିକ୍‌ ରଖିଲେ ହୃଦରୋଗକୁ ସହଜରେ ଦୂରେଇ ଦେଇ ହେବ। ଏଥିପାଇଁ ଖାଦ୍ୟର ଏକ ତାଲିକା ପ୍ରସ୍ତୁତ କରିବା ଆବଶ୍ୟକ।
-ହୃଦରୋଗୀମାନେ ପ୍ରତିଦିନ ସକାଳୁ ଏକଗ୍ଲାସ ବିନା ସର ବାଲା କ୍ଷୀର ପିଅନ୍ତୁ। ଏହାସହ ଭିଜା ଯାଇଥିବା ୩-୪ଟି ଚଣା ଅବା ବାଦାମ ଖାଆନ୍ତୁ।
-ସକାଳୁ ୯ଟା ଭିତରେ ଏକ କପ୍‌ ଅଙ୍କୁରିତ ମଞ୍ଜି ଓ କିଛି ସାଲାଡ୍‌ ଖାଇଲେ ହୃଦରୋଗ ଦୂରେଇ ଯାଇଥାଏ।
-ମଧ୍ୟାହ୍ନ ଭୋଜନରେ ୨ଟି ରୁଟି, ଗୋଟିଏ ଗିନା ଡାଲି, ଅଧା ଗିନା ଭାତ, ଏକ ଗିନା ପରିବା ସିଝା ଓ ଏକ ଗିନା ଦହି ନିଶ୍ଚୟ ଖାଆନ୍ତୁ।
-ସନ୍ଧ୍ୟା ସମୟରେ ଏକ କପ୍‌ ଚା ସହ ୨ ଖଣ୍ଡ ବିସ୍କୁଟ ଅବା କିଛି ଫଳ ଖାଆନ୍ତୁ।
-ରାତି ୮ଟା ପରେ କିଛି ଖାଆନ୍ତୁ ନାହିଁ। ୮ଟା ପୂର୍ବରୁ ରାତ୍ରି ଭୋଜନ କରିବା ହୃଦରୋଗୀଙ୍କ ପାଇଁ ଭଲ। ଶୋଇବାର ଘଣ୍ଟାକ ପୂର୍ବରୁ ଏକ ଗ୍ଲାସ କ୍ଷୀର ନିଶ୍ଚୟ ପିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପୂର୍ବରୁ ଜାଣି ନିଅନ୍ତୁ ଏସବୁ, ନଚେତ୍‌…

ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ସ୍ତ୍ରୀ-ସ୍ବାମୀ ମଧ୍ୟରେ ସମନ୍ବୟ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରୀରେ ଜୀବନସାଥୀଙ୍କ ଅନେକ ଗୁଣ ବିଷୟରେ ଉଲ୍ଲେଖ...

ଆଜ୍‌ମାରୁ ଦୂରେଇ ରହିବା ପାଇଁ ସକାଳେ ୧୫ ମିନିଟ୍‌ ଏପରି କରନ୍ତୁ…

ଆଜ୍‌ମା ସମସ୍ୟାରୁ ଦୂରେଇ ରହିବା ପାଇଁ ପ୍ରତିଦିନ ସକାଳେ ୧୫ ମିନିଟ୍‌ କଅଁଳ ଖରାରେ ବସିଲେ ସୁଫଳ ମିଳିଥାଏ। ଏଥିରେ ଭିଟାମିନ୍‌-ଡି ରହିଥାଏ। ଭିଟାମିନ୍‌-ଡି’ ଅନେକ...

ଭୁଲରେ ବି ଭାଇଙ୍କୁ ବାନ୍ଧନ୍ତୁ ନାହିଁ ଏଭଳି ରାକ୍ଷୀ, ହୋଇଥାଏ ଅଶୁଭ

ଆସୁଛି ରାକ୍ଷୀପୂର୍ଣ୍ଣିମା। ଭାଇ-ଭଉଣୀଙ୍କ ଏହି ସ୍ବତନ୍ତ୍ର ଦିନକୁ ଅଧିକ ଖାସ କରିବା ପାଇଁ ବଜାରରେ ଭଳିକି ଭଳି ରାକ୍ଷୀ ଉପଲବ୍ଧ ହୋଇଥାଏ। ହେଲେ ଦେଖିବାକୁ ସୁନ୍ଦର...

ଟ୍ରାଇବାଲ୍‌ ପ୍ରିଣ୍ଟ

ଖରାଦିନେ ଟ୍ରାଇବାଲ୍‌ ପ୍ରିଣ୍ଟ୍‌ର ରହିଛି ଡିମାଣ୍ଡ। ସ୍କର୍ଟ, ଟପ୍ସ୍‌, ବ୍ଲାଉଜ୍‌, ଶର୍ଟସରେ ବି ଏହି ପ୍ରିଣ୍ଟକୁ ଆପଣାଇପାରିବେ.. – ଜ୍ୟୋମେଟ୍ରିକ୍‌ ସେପ୍ସ ଏବଂ ଆବ୍‌ଷ୍ଟ୍ରାକ୍ଟସ୍‌ ଲାଇନ୍ସର...

ଏହି ୨ ଅକ୍ଷର ନାମଧାରୀ ମହିଳା ସର୍ବଦା ରହିଥାନ୍ତି ଚିନ୍ତାରେ

ରାଶି ଏବଂ ନାମର ପ୍ରଥମ ଅକ୍ଷରରୁ ଝିଅ ତଥା ମହିଳାଙ୍କ ସ୍ବଭାବ ବିଷୟରେ ଜଣାପଡ଼ିଥାଏ। ତେବେ ଏହି ୨ ଅକ୍ଷର ନାମଧାରୀ ମହିଳାମାନେ ସବୁବେଳେ ଚିନ୍ତାରେ...

କରୋନା ଟିକା ନେଇଛନ୍ତି କି, ନିଶ୍ଚିତ ପଢ଼ନ୍ତୁ…

ନୂଆଦିଲ୍ଳୀ,୧୦।୪: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଅଣାୟତ୍ତ ହେବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ...

କରୋନା: କିପରି ରହିବେ ସଜାଗ

ଏବେ ପୁଣି କରୋନା ତାହାର କାୟା ବିସ୍ତାର କଲାଣି। ଯଦିଓ ଆମ ଦେଶରେ ଏଥିରୁ ରକ୍ଷା ପାଇବା ପାଇଁ ଟିକାଦାନ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ତଥାପି...

ବଦଳିଗଲା ପେସା

ପାଠ ପଢ଼ା ସମୟରେ ସମସ୍ତେ କିଛି ନା କିଛି ଲକ୍ଷ୍ୟ ରଖତ୍ ସେହି ଅନୁଯାୟୀ ନିଜକୁ ପ୍ରସ୍ତୁତ କରିଥାନ୍ତି ା କେତେଜଣ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଥାନ୍ତି...

Advertisement
Archives

Model This Week