Posted inVideo

Football is my passion: Shubham Sarangi | ଫୁଟବଲ ମୋ ପ୍ୟାଶନ- ଶୁଭମ୍ ଷଡ଼ଙ୍ଗୀ

Featured Video Play Icon

ଧରିତ୍ରୀ ଲାଇଭକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି ଓଡ଼ିଆ ଫୁଟବଲ୍ ଖେଳାଳୀ ଶୁଭମ୍ ଷଡ଼ଙ୍ଗୀ । ୨୦୧୩ରୁ ପ୍ରଥମେ ଖେଳରେ କ୍ୟାରିଅର ଆରମ୍ଭ କରିଥିବା ଶୁଭମ୍ ଏବେ ୨୦୧୭-୨୦ ସିଜନ ପାଇଁ ଓଡ଼ିଶା ଏଫସି ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି । ତେବେ ତାଙ୍କ ବିଷୟରେ ଅଧିକ କିଛି ଜାଣିବା ଏହି ଭିଡ଼ିଓରେ …


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ବିବାହ ପରେ କଣ କହିଲେ ସବ୍ୟସାଚୀ

ସିନେ ଝଲକର ଏହି ଏପିସୋଡରେ ଆମେ ଦେଖିବା: ତାପସୀ ଓ ଅନୁରାଗଙ୍କ ଘରେ ଆୟକର ଚଢାଉ, ରାତିସାରା ଜେରା, ଜାଣନ୍ତୁ ବିବାହ ପରେ କଣ କହିଲେ...

Featured Video Play Icon

ବାଇକରେ ଭୁବନେଶ୍ୱରରୁ କୋଟିଆ – ଗ୍ରାଉଣ୍ଡ ରିପୋର୍ଟ

କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ସରକାର ମୁହାଁମୁହିଁ ହୋଇଛନ୍ତି। ତେବେ କୋଟିଆରେ କିଭଳି ରହୁଛନ୍ତି ଲୋକେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିବାକୁ ପହଞ୍ଚିଥିଲା ଧରିତ୍ରୀ...

Featured Video Play Icon

Fun with Public– Part VI | ଫନ ୱିଥ୍ ପବ୍ଲିକ୍ – ଏପିସୋଡ୍ ୬

In this fresh episode of Fun with Public, we reached out to the public to ask them two questions....

Featured Video Play Icon

ସିନେ ଝଲକ: କାହିଁକି ପୁଣି ଚର୍ଚ୍ଚାରେ ସୋନୁ ସୁଦ୍ !

ସିନେ ଝଲକର ଏହି ଏପିସୋଡରେ ଆମେ ଦେଖିବା… * କାହିଁକି ପୁଣି ଚର୍ଚ୍ଚାରେ ସୋନୁ ସୁଦ୍‌ * ଫିଲ୍ମ ଷ୍ଟାଇଲରେ ପ୍ରମୋଶନ କଲେ ସଚିନ *...

Featured Video Play Icon

The Sky Is Pink – Preview of the film। ‘ଦ ସ୍କାଏ ଇଜ୍ ପିଙ୍କ୍’ – ପ୍ରିଭିୟୁ ଅଫ୍ ଦ ଫିଲ୍ମ

Shonali Bose directorial venture ‘The Sky Is Pink’ will hit the screens this October. It stars Priyanka Chopra, Farhan...

Featured Video Play Icon

ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି

ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣମୀ ବା ଦେବସ୍ନାନ ପୂର୍ଣ୍ଣିମୀ । ଆଜିର ଦିନରେ ରତ୍ନ ସିଂହାସନକୁ ଛାଡି ସ୍ନାନମଣ୍ଡପକୁ ଓହ୍ଲାଇ ଆସିଛନ୍ତି ଦାରୁଦିଅଁ । ସେଥିପାଇଁ...

Featured Video Play Icon

୧୧ଜିଲାକୁ ରେଡ୍ ଓ ୯ଟି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୧ଜିଲାକୁ ରେଡ୍ ଓ...

Featured Video Play Icon

ଭୂତାଣୁକୁ ପୁରିଲା ବର୍ଷେ

ଆଜି ଓଡିଶାରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟକୁ ବର୍ଷେ ପୁରିଲା । ଗତ ବର୍ଷ ଠିକ୍ ଆଜିର ଦିନରେ ଚିହ୍ନଟ ହୋଇଥିଲେ ରାଜ୍ୟରେ ପ୍ରଥମ କରୋନା...

Advertisement


Archives

Model This Week