Posted inଖେଳ

ଫିଫା ବିଶ୍ୱକପ୍‌: ଫ୍ରାନ୍ସକୁ ୬-୪ରେ ହରାଇଲା ଇଂଲଣ୍ଡ

ମାୟାମି ଗାର୍ଡେନ୍ସ,୧୯ା୭: ବୁକାୟୋ ସାକାଙ୍କ ହ୍ୟାଟ୍ରିକ ଗୋଲ ବଳରେ ରବିବାର ଚଳିତ ଫିଫା ବିଶ୍ୱକପ୍‌ରେ ଅନୁଷ୍ଠିତ ପ୍ଲେ-ଅଫ୍‌ ମ୍ୟାଚ୍‌ରେ ଇଂଲଣ୍ଡ ୬-୪ ଗୋଲରେ ଫ୍ରାନ୍ସକୁ ପରାସ୍ତ କରି ବ୍ରୋଞ୍ଜ ମେଡାଲ ଜିତିଛି।

୧୯୮୨ ସଂସ୍କରଣରେ ହଙ୍ଗେରୀ ୧୦-୧ ଗୋଲରେ ଏଲ ସାଲଭାଡରକୁ ପରାସ୍ତ କରିବା ପରଠାରୁ ଏହା ବିଶ୍ୱକପ୍‌ର ସବୁଠୁ ହାଇସ୍କୋରିଂ ମ୍ୟାଚ୍‌ ଥିଲା। ଏପର୍ଯ୍ୟନ୍ତ ବିଶ୍ୱକପ୍‌ରେ ତୃତୀୟ ସ୍ଥାନ ଲାଗି ଖେଳାଯାଇଥିବା ମ୍ୟାଚ୍‌ରେ କଦାପି ୧୦ ଗୋଲ ହୋଇ ନ ଥିଲା। ତେବେ ୧୯୫୪ ସଂସ୍କରଣରେ ଅଷ୍ଟ୍ରିଆ ୭-୫ ଗୋଲରେ ସୁଇଜରଲାଣ୍ଡକୁ ହରାଇଥିଲା, ଯାହାକି ବିଶ୍ୱକପ୍‌ ଇତିହାସର ସର୍ବାଧିକ ସ୍କୋର। ୧୯୬୬ରେ ଏକମାତ୍ର ବିଶ୍ୱକପ୍‌ ଟ୍ରଫି ଜିତିଥିବା ଇଂଲଣ୍ଡ ଲାଗି ଏହା ଦ୍ୱିତୀୟ ଶ୍ରେଷ୍ଠ ପ୍ରଦର୍ଶନ। ମ୍ୟାଚ୍‌ରେ କିଲିଆନ ଏମ୍‌ବାପେ ଡବଲ ଗୋଲ କରିବା ସହ ଚଳିତ ବିଶ୍ୱକପ୍‌ରେ ତାଙ୍କ ଗୋଲ ସଂଖ୍ୟାକୁ ୧୦ରେ ପହଞ୍ଚାଇଛନ୍ତି। ଏଥିସହିତ ସେ ୨୨ ବିଶ୍ୱକପ୍‌ ମ୍ୟାଚ୍‌ରେ ୨୨ଟି ଗୋଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ମୁଖ୍ୟାଳୟରୁ ଡିଜିପିଙ୍କ ମୃତଦେହ ଉଦ୍ଧାର, କାରଣ ଜାଣିଲେ….

ଅଗରତାଲା,୨୦।୭: ରାଜ୍ୟ ପୋଲିସ ମୁଖ୍ୟାଳୟରୁ ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏହି ଖବର ପୋଲିସ…

ଧୂଷୁରୀ ଅଞ୍ଚଳରେ ରହସ୍ୟମୟ ମୃତ୍ୟୁ: ନାଳରେ ଭାସୁଛି ଅଜଣା ମୃତଦେହ

ଧାମନଗର,୨୦ା୭(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ଥାନା ଅଧୀନ ବୟାଙ୍ଗଡିହି ପଞ୍ଚାୟତର ନୂଆଗାଁ ବଜାର ନିକଟସ୍ଥ ଏକ ନାଳରୁ ସୋମବାର ସକାଳେ ଜଣେ…

ମେସିଙ୍କ ସ୍ବତନ୍ତ୍ର ବିଶ୍ୱକପ୍‌ ରେକର୍ଡ

ନ୍ୟୁୟର୍କ, ୨୦।୭: ଆର୍ଜେଣ୍ଟିନାର ଲିଓନେଲ ମେସି ସ୍ପେନ ବିପକ୍ଷ ଫାଇନାଲରେ ଦୁଇଟି ସ୍ବତନ୍ତ୍ର ବିଶ୍ୱକପ୍‌ ରେଡର୍କର ଅଧିକାରୀ ହୋଇଛନ୍ତି। ବିଶ୍ୱକପ୍‌ ବେଳେ ୩୯ ବର୍ଷରେ ପଦାର୍ପଣ କରିଥିବା…

ଅବସର ଗୁଜବକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, ଲର୍ଡସ ମ୍ୟାଚ ପରେ ସେ କହିଲେ…

ନୂଆଦିଲ୍ଲୀ,୨୦।୭: ଗତ କିଛି ଦିନ ଧରି ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆ ପରେ ରୋହିତ ଶର୍ମାଙ୍କୁ ବାଦ ଦିଆଯିବ ବୋଲି କଳ୍ପନାଜଳ୍ପନା ମୁଖ୍ୟ ସ୍ଥାନ ପାଇଛି। ବିସିସିଆଇ…

ପ୍ରେମିକଙ୍କୁ ନିର୍ମମ ହତ୍ୟା: ଶବକୁ ପଚାଇବା ପାଇଁ ୨୪ ଘଣ୍ଟା ପାଣିରେ ବୁଡ଼ାଇ ରଖିଲେ ପ୍ରେମିକା, ତାପରେ…

ମୁମ୍ବାଇ,୨୦।୭: ମହାରାଷ୍ଟ୍ରର ଥାଣେରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ତାଙ୍କ ପ୍ରେମିକଙ୍କୁ ନିର୍ମମ ଭାବରେ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।…

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

FIFA World Cup 2026 Prize Money: ଦ୍ୱିତୀୟ ଥର ବିଶ୍ୱ ଚାମ୍ପିଅନ ହେବା ପରେ କେତେ ପୁରସ୍କାର ରାଶି ପାଇଲା ସ୍ପେନ? ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନ୍ୟୁୟର୍କ,୨୦।୭: ସ୍ପେନ ଅତିରିକ୍ତ ସମୟରେ ଏକ ଗୋଲ ଦେଇ ଆର୍ଜେଣ୍ଟିନାକୁ ପରାସ୍ତ କରି ଫିଫା ବିଶ୍ୱକପ 2026 ଟାଇଟଲ ହାସଲ କଲା। ଏହି ବିଜୟ ସହିତ, ସ୍ପେନ…

ମେଟଲାଇଫରେ ପୁଣି ଭାଙ୍ଗିଲା ମେସିଙ୍କ ମନ: ମନେପଡିଲା ୨୦୧୬, ଶେଷ ହେଲା ଦ୍ୱିତୀୟ ବିଶ୍ୱକପ ଟାଇଟଲର ସ୍ବପ୍ନ

ନ୍ୟୁୟର୍କ,୨୦।୭: ନ୍ୟୁ ଜର୍ସିର ମେଟଲାଇଫ ଷ୍ଟାଡିୟମ ପୁଣି ଥରେ ଲିଓନେଲ ମେସିଙ୍କ କ୍ୟାରିୟରର ସବୁଠାରୁ ଭାବପ୍ରବଣ ଅଧ୍ୟାୟ ପାଇଁ ସ୍ଥାନ ପାଇଲା। ଦଶ ବର୍ଷ ପୂର୍ବେ, ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri