ମର୍ମନ୍ତୁଦ ସଡକ ଦୁର୍ଘଟଣା: ଚାଲିଗଲା ୧୬ ଜୀବନ, ୨୪ ଆହତ

କାଠମାଣ୍ଡୁ,୬।୧୦: ନେପାଳର ବାରା ଜିଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏହି ସଡକ ଦୁର୍ଘଟଣା ବାରା ଜିଲାର ମାଡେଶ ପ୍ରଦେଶରେ ଘଟିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।
ତେବେ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଚିହ୍ନଟ କରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି। ଆହତ ହୋଇଥିବା ୨୪ ଜଣଙ୍କ ଚିକିତ୍ସା ଚାଲିଛି। ଏହି ବସଟି ଚିତୱାନର ନାରାୟଣଗଡରୁ ବାରାର ପାଥଲୈୟାକୁ ଯାଉଥିଲା। ଏହା ପୂର୍ବ ପଶ୍ଚିମ ରାଜପଥରେ ଏକ ଦୁର୍ଘଟଣାର ଶିକାର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନରେ ମହିଳା ସମେତ ୧୨ କଏଦୀଙ୍କୁ ସାମୁହିକ ଫାଶୀ

ଦୁଜାପ,୯ ।୬: ଇରାନର ଅଧିକାରୀମାନେ ସୋମବାର ଅର୍ଥାତ୍ ଜୁନ ୬ ସକାଳେ ଜାହେଦାନ ସ୍ଥିତ ଦୁଜାପ କେନ୍ଦ୍ରୀୟ ଜେଲରେ ଜଣେ ମହିଳା ସମେତ ୧୨ ଜଣ...

୧୫ ତାଲିବାନ ଆତଙ୍କବାଦୀ ନିହତ

କନ୍ଧାହାର, ୪।୨: ଆଫଗାନିସ୍ତାନରେ ସୈନ୍ୟବାହିନୀଙ୍କ ପାଲଟା ଆକ୍ରମଣରେ ୧୫ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। କନ୍ଧାହାରର ଦକ୍ଷିଣ ଅଞ୍ଚଳରେ ଏଭଳି ଘଟିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ...

ପ୍ରଧାନମନ୍ତ୍ରୀ ହେଲେ ସପ୍ତାହକରେ ଶକ୍ତି ସଙ୍କଟର ସମାଧାନ

ଡାଉନିଂ ଷ୍ଟ୍ରିଟ୍‌ ଦୌଡ଼ରେ ଆଗୁଆ ଥିବା ୪୭ ବର୍ଷୀୟା ଲିଜ୍‌ ଟ୍ରସ୍‌ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ସପ୍ତାହକ ମଧ୍ୟରେ ଶକ୍ତିସଙ୍କଟର ସମାଧାନ...

ଅଶାନ୍ତ କାବୁଲ ବିମାନ ବନ୍ଦର: ୭ ଆଫଗାନୀ ମୃତ

କାବୁଲ,୨୨ ।୮: ଆଫଗାନୀସ୍ତାନ ଉପରେ ତାଲିବାନ କବଜା କରିବା ପରଠାରୁ ସେଠାରେ ପରିସ୍ଥିତି ଅଶାନ୍ତ ହୋଇ ପଡିଛି । ସବୁଠି ଭୟ ଆଉ ଭୟ ।...

ସଦନର ନିମ୍ନ ଗୃହରେ ବିରୋଧୀ ରିପବ୍ଲିକାନ୍‌କୁ ବହୁମତ, ମିଳିମିଶି କାମ କରିବାକୁ କହିଲେ ବାଇଡେନ…

ଓ୍ବାଶିଂଟନ,୧୭।୧୧ : ଆମେରିକାରେ ସାମ୍ପ୍ରତିକ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ଏକ ସପ୍ତାହ ପରେ ବିରୋଧୀ ରିପବ୍ଲିକାନ ପାର୍ଟି ସଦନର ନିମ୍ନ ଗୃହରେ ବହୁମତ ହାସଲ କରିଛି। ଏଥିରେ...

ହକ୍କାନି ନେଟ୍‌ଓ୍ବାର୍କ କମାଣ୍ଡରଙ୍କୁ ହତ୍ୟା, ପାକିସ୍ତାନ-ତାଲିବାନ୍‌କୁ ଝଟ୍‌କା…

କାବୁଲ,୩।୧୧: ଆଫଗାନିସ୍ତାନରେ ତାଲିବାନ ଶାସନ କ୍ଷମତା ଦଖଲ କରିବା ପରେ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ମଙ୍ଗଳବାର ଏକ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣରେ ପାକିସ୍ତାନ...

ନାଟୋ ସଦସ୍ୟତା ପାଇଁ ଆବେଦନ କରିବେ ଫିନ୍‌ଲାଣ୍ଡ, ସୁଇଡେନ

ବ୍ରସେଲ୍ସ, ୨୬ା୪: ରୁଷିଆର ଧମକ ସତ୍ତ୍ୱେ ଫିନ୍‌ଲାଣ୍ଡ ଏବଂ ସୁଇଡେନ୍‌ ଆସନ୍ତା ମେ’ରେ ନାଟୋ ସଦସ୍ୟତା ପାଇଁ ଆବେଦନ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।...

ଷଡ଼ଯନ୍ତ୍ର ନା ବାଧ୍ୟବାଧ୍ୟକତା: ରୁଷିଆ ଅସ୍ତ୍ରଶସ୍ତ୍ରର ବିିକଳ୍ପ ପାଇଁ ଭାରତର ସହାୟତା ଲୋଡୁଛିି ଆମେରିକା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୮।୧ : ୟୁକ୍ରେନ ଉପରେ ଲଗାତାର ରୁଷିଆ ଆକ୍ରମଣରେ ଅସୁବିଧା ଭୋଗୁଥିବା ଆମେରିକା ଏବେ ଆଶା ସହିତ ଭାରତ ଆଡକୁ ଚାହିଁଛି। ଯଦିଓ ଏହି ଆଶାରେ...

Advertisement
Archives

Model This Week