Posted inଜାତୀୟ

‘ଅଣ୍ଡରଓ୍ବାଲର୍‌ଡ ଲିଙ୍କ୍‌ରେ ଅଛନ୍ତି ନଓ୍ବାବ ମଲିକ’

ମୁମ୍ବାଇ,୧।୧୧: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ବରିଷ୍ଠ ନେତା ତଥା ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନଓ୍ବାବ ମଲିକ ଅଣ୍ଡରଓ୍ବାଲର୍‌ଡ ସହ ଲିଙ୍କ୍‌ରେ ଅଛନ୍ତି। ଦୀପାବଳି ପରେ ପ୍ରମାଣ ସହ ସବୁ ପଦାରେ ପକାଇବି ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ। ଏଥି ପୂର୍ବରୁ ସାମ୍ନାକୁ ଆସିଥିବା ଏକ ମ୍ୟୁଜିକ ଭିଡିଓରେ ଫଡ଼ନାଭିସଙ୍କ ସ୍ତ୍ରୀ ଅମୃତାଙ୍କ କଣ୍ଠଦାନକୁ ଟାର୍ଗେଟ କରିଥିଲେ ନଓ୍ବାବ। ସେହି ଭିଡିଓର ନିର୍ମାଣ ଲାଗି ଟଙ୍କା ଲଗାଇଥିଲେ ଜଣେ ଡ୍ରଗ୍ସ ବେପାରୀ, ଯିଏକି ଏବେ ଜେଲରେ ଅଛନ୍ତି। ନଓ୍ବାବ ମଲିକଙ୍କ ଏଭଳି ଅଭିଯୋଗକୁ ହାସ୍ୟସ୍ପଦ କହିଛନ୍ତି ଫଡ଼ନାଭିସ।

”ଯେଉଁମାନେ ଅଣ୍ଡରଓ୍ବାଲର୍‌ଡ ସହ ଜଡ଼ିତ, ସେମାନେ ମୋ ବିଷୟରେ କିଛି କହିବା ଉଚିତ ନୁହେଁ। ଅଣ୍ଡରଓ୍ବାଲର୍‌ଡ ସହ ନଓ୍ବାବଙ୍କ ସମ୍ପର୍କରେ ଥିବା ମୋ ପାଖରେ ପ୍ରମାଣ ଅଛି। ମୁଁ କେବଳ ଦୀପାବଳିକୁ ଅପେକ୍ଷା କରିଛି। ପାର୍ବଣ ପରେ ମୁଁ ବଡ଼ ବୋମା ପକାଇବି“ ବୋଲି ସୋମବାର ଖବରଦାତା ସମ୍ମିଳନୀରେ ଫଡନାଭିସ କହିଛନ୍ତି। ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବରଙ୍କୁ ମଧ୍ୟ ପ୍ରମାଣ ପଠାଇବି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରର କ୍ୟାବିନେଟ୍‌ ମନ୍ତ୍ରୀଙ୍କ ଜ୍ୱାଇଁ ସମୀର ଖାନଙ୍କୁ ଚଳିତ ବର୍ଷ ଏକ ଡ୍ରଗ୍ସ ମାମଲାରେ ଏନ୍‌ସିବି ଗିରଫ କରିଥିଲା। ସେ ଏବେ ଜାମିନରେ ବାହାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଗୁଜୁରାଟ ଯିବେ ମୋଦି

ଗାନ୍ଧିନଗର,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୁଜରାଟ ଗସ୍ତରେ ଯିବେ। ଏହି ଅବସରରେ ପୂର୍ବାହ୍ନ ୧୦ ଟାରେ ପ୍ରଧାନମନ୍ତ୍ରୀ ରାଜକୋଟର ଆଟକୋଟସ୍ଥିତ ନବନିର୍ମିତ ମାତୁଶ୍ରୀ କେଡିପି...

ଗୋଟିଏ ଜୁଇରେ ଦମ୍ପତିଙ୍କ ଅନ୍ତିମ ସଂସ୍କାର…

ଇନ୍ଦୋର,୧୯।୫: ଗୋଟିଏ ଦିନରେ ଗୋଟେ ଘଣ୍ଟା ବ୍ୟବଧାନରେ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିବା ଏବଂ ଅନ୍ତିମ ସଂସ୍କାର ଗୋଟିଏ ଜୁଇରେ ହେବା ଘଟଣା ସାଧାରଣତଃ ଫିଲ୍ମରେ ଦେଖିବାକୁ...

କରୋନା ମୁକାବିଲାରେ ଜନଭାଗିଦାରୀକୁ ଗୁରୁତ୍ୱ

ନୂଆଦିଲ୍ଲୀ, ୧୫।୪: ଦେଶରେ ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସ୍ଥିତି ଏବଂ ଟିକାକରଣ ସମ୍ପର୍କରେ ବୁଧବାର ସମସ୍ତ...

ଶିକ୍ଷକଙ୍କୁ ମାଡ ମାରିବା ଅଭିଯୋଗରେ ୨ ଛାତ୍ରୀଙ୍କ ନାଁରେ ମାମଲା ରୁଜୁ

ଜମ୍ମୁ,୭ ।୪: ଜମ୍ମୁ-କଶ୍ମୀର ଖଦୁରିୟାନ ପଞ୍ଚାୟତ ଦ୍ରାମନ ମିଡିଲ ସ୍କୁଲରେ ଶିକ୍ଷକଙ୍କୁ ପିଟିବଳର ଅଭିଯୋଗରେ ୨ ଛାତ୍ରୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଶିକ୍ଷକ...

ମିଡିଆକୁ ସାକ୍ଷାତ୍‌କାର ଦେଇପାରିବେନି ବିଚାରପତି

ନୂଆଦିଲ୍ଲୀ,୨୫ା୪: ବିଚାରାଧୀନ ମାମଲା ଉପରେ ବିଚାରପତିମାନେ ସାକ୍ଷାତ୍‌କାର ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର ଟିପ୍ପଣୀ ଦେଇଛନ୍ତି। ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଲାଞ୍ଚ କାରବାର ମାମଲା...

ପାଖେଇ ଆସିଲା ମମତାଙ୍କ ଏକ୍ସପାଏରି ଡେଟ୍‌: ବାବୁଲ ସୁପ୍ରିୟୋ

ନୂଆଦିଲ୍ଲୀ,୫।୬: କେନ୍ଦୀୟ ମନ୍ତ୍ରୀ ଓ ଭାଜପା ନେତା ବାବୁଲ ସୁପ୍ରିୟୋ ଟିଏମ୍‌ସି ମୁଖ୍ୟ ତଥା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ଟିମ୍‌ସିର...

ଅଗଷ୍ଟ ୧ରୁ ସଂଯୁକ୍ତ କିଷାନ ମୋର୍ଚ୍ଚାର ଦେଶବ୍ୟାପୀ ବିକ୍ଷୋଭ

ନୂଆଦିଲ୍ଲୀ,୩୦ା୪: ଚାଷୀଙ୍କୁ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି), ପେନ୍‌ସନ ଏବଂ ବିସ୍ତୃତ ଫସଲ ବୀମା ଯୋଜନା ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ...

ହସ୍ପିଟାଲରେ ଲାଲୁଙ୍କୁ ଭେଟିଲେ ନୀତିଶ

ପାଟନା,୬।୭: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ପାଟନାର ପାରସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।...

Advertisement
Archives

Model This Week