Posted inଜାତୀୟ

ଗୌତମ ଘୋଷଙ୍କ ଘରୁ ଇଭିଏମ୍‌-ଭିଭିପାଟ୍‌ ଜବତ

କୋଲକାତା,୬।୪: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ମଙ୍ଗଳବାର ଜାରି ରହିଛି ରାଜ୍ୟର ୩୧ ଜିଲାରେ ମତଦାନ କରାଯାଉଛି। ଉଲୁବେରିଆ ଅଞ୍ଚଳରେ ତୃଣମୂଳ କଂଗ୍ରେସ ନେତା ଗୌତମ ଘୋଷଙ୍କ ଘରୁ ଇଭିଏମ୍‌ ମେସିନ୍‌ ଏବଂ ଭିଭିପାଟ୍‌ ଜବତ କରାଯାଇଛି। ଏହି ମାମଲାରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସେକ୍ଟର ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନ କହିଛନ୍ତି। ଏହି ଘଟଣା ପରେ ଭାଜପା ପକ୍ଷରୁ ତୃଣମୂଳ କଂଗ୍ରେସକୁ ଘେରିବା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚନିଙ୍କ ଦୀପାବଳି ଭେଟି: କମିଲା ବିଜୁଳି ଦର

ଚଣ୍ଡିଗଡ଼,୧ ।୧୧: ପଞ୍ଜାବ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଚନି ସରକାର ସୋମବାର ଏକ ବଡ ଘୋଷଣା କରିଛନ୍ତି । କ୍ୟାବିନେଟ ବୈଠକ ପରେ...

ସାଇକେଲରେ ପାର୍ଲାମେଣ୍ଟ ପହଞ୍ଚିଲେ ରାହୁଲ

ନୂଆଦିଲ୍ଲୀ,୩।୮: ପାର୍ଲାମେଣ୍ଟରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନରୁ ପେଗାସସ୍‌ ଗୁପ୍ତଚର ବିବାଦ, କୃଷି ଆଇନ ଓ ମହଙ୍ଗା ଦର ପ୍ରସଙ୍ଗକୁ ନେଇ ଉତ୍ତେଜନା ଜାରି...

କାହିଁକି ଆତ୍ମହତ୍ୟା କରିବାକୁ ଚାହୁଁଥିଲେ କନିକା

ଲକ୍ଷ୍ନୌ,୨୩।୩: ବଲିଉଡ୍‌ ଗାୟିକା କନିକା କପୁର ଏବେ କରୋନା ଭାଇରସରେ ପୀଡ଼ିତ ଥିବା ବେଳେ ତାଙ୍କର କାର୍ଯ୍ୟକଳାପକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। ନିକଟରେ ସେ ଲଣ୍ଡନରୁ...

ଅସୁସ୍ଥ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ

ମୁମ୍ବାଇ,୨୬।୧: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ ଅସୁସ୍ଥ ଥିବା ସୂଚନା ମିଳିଛି। ନିର୍ଦ୍ଦେଶକ ଜଗନ ଶକ୍ତି ମୁମ୍ବାଇରେ ତାଙ୍କ...

ପିଇବା ପାଣି ପାଲଟିଲା ବରଫ, ମରୁଭୂମିରେ ତୁଷାରପାତ…

ନୂଆଦିଲ୍ଲୀ, ୨୧।୧୨: ସମଗ୍ର ଉତ୍ତର ଭାରତ ପ୍ରବଳ ଥଣ୍ଡାରେ ଥରୁଛି। ପାହାଡ଼ିଆ ଅଞ୍ଚଳରେ ପର୍ବତ ଉପରେ ତୁଷାରପାତ ଆରମ୍ଭ ହୋଇଛି। ରାଜସ୍ଥାନର ବହୁ ସ୍ଥାନରେ ତାପମାତ୍ରା...

ଏହି ଦେଶର ମିସ୍‌ ୱାର୍ଲଡ ମୁକୁଟ ପିନ୍ଧିଲେ…

ନୂଆଦିଲ୍ଲୀ: ମିସ୍‌ ୱାର୍ଲଡ ଆମେରିକା -୨୦୨୧ର ମୁକୁଟ ପାଇଁ ଜଣେ ଭାରତୀୟ-ଆମେରିକୀୟ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ହେଲେ  ଶ୍ରୀସାଇନି।  ଭାରତରେ ଜନ୍ମ ହୋଇଥିଲେ ମଧ୍ୟ ...

ସିଡବ୍ଲ୍ୟୁସି ବୈଠକରେ ମୋଦି, ଶାହାଙ୍କୁ ସୋନିଆଙ୍କ ଟାର୍ଗେଟ: ଏନ୍‌ପିଆର୍‌ ଏକ ଛଦ୍ମବେଶୀ ଏନ୍‌ଆର୍‌ସି

ନୂଆଦିଲ୍ଲୀ,୧୨ା୧(ପି.ଟି.): ଲୋକଙ୍କୁ ଧର୍ମ ଆଧାରରେ ବିଭାଜନ ପାଇଁ ଉଦ୍ଦିଷ୍ଟ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ପ୍ରତ୍ୟାହାର କରି ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)କୁ କେନ୍ଦ୍ର ସରକାର...

ଆସନ୍ତା ବିଧାନସଭା ନିର୍ବାଚନ ଏକାକି ଲଢିବ ସମାଜବାଦୀ ପାର୍ଟି: ଅଖିଳେଶ

ଲକ୍ଷ୍ନୌ,୧୦।୯: ଆସନ୍ତା ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି(ଏସ୍‌ପି) ଏକାକି ଲଢିବ ବୋଲି କହିଛନ୍ତି ଦଳର ଅଧ୍ୟକ୍ଷ ଅଖିଳେଶ ଯାଦବ। ସେ କହିଛନ୍ତି,...

Advertisement


Archives

Model This Week