ଟୁଇଟର ସହ ୪୪ ବିଲିୟନ ଡଲାରର ଚୁକ୍ତି ବନ୍ଦ ପାଇଁ ଚିଠି ଲେଖିଲେ ଏଲନ ମସ୍କ

ୱାଶିଂଟନ,୯ ।୭: ଅରବପତି ତଥା ଟେଲସା କମ୍ପାନୀର ମୁଖ୍ୟ ଏଲନ ମସ୍କଙ୍କ ଟିମ ଟୁଇଟରକୁ ଏକ ପତ୍ର ଲେଖିଛନ୍ତି । ଏଥିରେ ଟୁଇଟର ଇଙ୍କର ଅଧିଗ୍ରହଣକୁ ବ୍ୟକ୍ତିଗତ ଭାବେ ଗ୍ରହଣ କରିବାକୁ ହୋଇଥିବା ୪୪ ଡଲାରର ଚୁକ୍ତିକୁ ବନ୍ଦ କରିବା କଥା ଉଲ୍ଲେଖ କରିଛନ୍ତି । ଏହାସହ କ୍ରୟ ଚୁକ୍ତିର ଅନେକ ଉଲ୍ଲଂଘନ ଏହି ଚିଠିରେ ଦର୍ଶାଯାଇଛି । ମସ୍କ ଟୁଇଟରକୁ କିଛି ତଥ୍ୟ ମାଗିଥିବା ବେଳେ ଟୁଇଟର ଏହା ଦେଇ ନ ଥିବା ମସ୍କ ଉଲ୍ଲେଖ କରିଛନ୍ତି ।
ଏପଟେ ଚୁକ୍ତି ବନ୍ଦକୁ ନେଇ ଟୁଇଟର କୋର୍ଟକୁ ଯିବ ବୋଲି କହିଛି । ବୋର୍ଡର ଅଧ୍ୟକ୍ଷ ବ୍ରେଟ ଟେଲର ଏକ ଟୁଇଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, କିଛିଦିନ ତଳେ ଟୁଇଟରର କିଛି ଅଂଶ କ୍ରମ କରିବାକୁ ମସ୍କ ୪୪ ବିଲିୟନ ଡଲାର ଦେବାକୁ ଚୁକ୍ତି କରିଥିବା କୁହାଯାଉଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ପୃଥିବୀ ସଦୃଶ ଗ୍ରହ ଚିହ୍ନଟକଲା ନାସା

ଓ୍ବାଶିଂଟନ୍‌,୧୨।୧: ମହାକାଶର ଗ୍ରହ, ଉପଗ୍ରହ ଓ ତାରକା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା ଲାଗି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ବୈଜ୍ଞାନିକଙ୍କ ଅନୁସନ୍ଧାନ...

କରତାରପୁର କରିଡର: ଭାରତର ପ୍ରସ୍ତାବକୁ ମାନିଲା ପାକିସ୍ତାନ

ନୂଆଦିଲ୍ଲୀ,୧୪।୭: କରତାରପୁର କରିଡରକୁ ନେଇ ରବିବାର ପାକିସ୍ତାନର ଓ୍ବାଘା ସୀମାରେ ଚାଲିଥିବା ବୈଠକ ଶେଷ ହୋଇଛି। ଏହି ବୈଠକରେ ଭାରତ ଯେଉଁ ପ୍ରସ୍ତାବ ରଖିଥିଲା ତାହାକୁ...

ସିଙ୍ଗାପୁର ଗବେଷକଙ୍କ ପୂର୍ବାନୁମାନ: କରୋନାର ବିଦାୟ ତାରିଖ ଜଣାଇଲା ଅଧ୍ୟୟନ

ଓ୍ବାଶିଂଟନ,୨୫।୫: କରୋନା ସଂକ୍ରମଣରେ ସାରା ବିଶ୍ୱରେ ପ୍ରାୟ ୫୫ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବାବେଳେ ପାଖାପାଖି ସାଢ଼େ ୩ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଲାଣି। ଏଥିରେ...

ଆଣ୍ଟାର୍କଟିକାରେ ପହଞ୍ଚିଲା କରୋନା: ୩୬ ଗବେଷକ ଆକ୍ରାନ୍ତ

ଓ୍ବାଶିଂଟନ,୨୩।୧୨: ଏବେ ପୃଥିବୀର ସମସ୍ତ ସ୍ଥାନରେ କରୋନା ସଂକ୍ରମଣ ପହଞ୍ଚି ସାରିଛି। କୌଣସି ଅଞ୍ଚଳ କରୋନା ସଂକ୍ରମଣରୁ ମୁକ୍ତ ରହିବାକୁ ସକ୍ଷମ ହୋଇନାହିଁ। ଶେଷରେ ଅଣ୍ଟାର୍କଟିକାରେ...

ପ୍ରତି ୧୧ ମିନିଟ୍‌ରେ ଜଣେ ମହିଳାଙ୍କୁ ହତ୍ୟା କରୁଛନ୍ତି ସମ୍ପର୍କୀୟ: ଗୁଟେରସ୍‌

ଓ୍ବାଶିଂଟନ୍‌, ୨୩।୧୧: ବିଶ୍ୱରେ ପ୍ରତି ୧୧ ମିନିଟ୍‌ରେ ଜଣେ ମହିଳା ନିଜ ପରିଚିତ ବା ସମ୍ପର୍କୀୟଙ୍କ ଦ୍ୱାରା ହତ୍ୟାର ଶିକାର ହେଉଛନ୍ତି। ମହିଳାଙ୍କ ପ୍ରତି ବଢ଼ୁଥିବା...

୬୩ ଦେଶରେ ପହଞ୍ଚିଲା ଓମିକ୍ରନ୍‌…

ଜେନେଭା, ୧୩।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରିଆଣ୍ଟ୍‌ ଇତିମଧ୍ୟରେ ପୃଥିବୀର ୬୩ ଦେଶରେ ପହଞ୍ଚିଛି। ଏନେଇ ସମ୍ପୃକ୍ତ ଦେଶରେ ଆତଙ୍କ...

ବନ୍ୟା ପରେ ମହଙ୍ଗା ମାଡ଼: ପାକିସ୍ତାନରେ ଟମାଟୋ ୫୦୦, ପିଆଜ ୪୦୦ ଟଙ୍କା…

ଇସଲାମାବାଦ, ୨୯।୮ : ପାକିସ୍ତାନର ଲାହୋର ଏବଂ ପଞ୍ଜାବ ସମେତ କେତେକ ପ୍ରଦେଶରେ ବନ୍ୟା ପରିସ୍ଥିତି ଏପରି ଭୟଙ୍କର ରୂପ ନେଇଛି ଯେ ଲୋକମାନେ ଦିନକୁ...

ନୂଆବର୍ଷ ପାଳନ ସମୟରେ ୧୮ ଜଣଙ୍କ ମୃତ୍ୟୁ

ତିଗୁସିଗାଲପା,୨ ।୧: ହଣ୍ଡୁରାସ ପୋଲିସର ସୂଚନା ଅନୁଯାୟୀ, ନୂଆବର୍ଷ ପାଳନ ସମୟରେ ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାରେ ପାଖାପାଖି ୧୮ ଜଣଙ୍କ ମୃତ୍ୟୁ ହୋଇଛି ।...

Advertisement
Archives

Model This Week