ସ୍ବପ୍ନରେ ଦେଖୁଛନ୍ତି କି ଏସବୁ : ମିଳିଥାଏ ଶୁଭ…

ସ୍ବପ୍ନଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଜିନିଷ ଅଥବା ଘଟଣା ରହିଛି; ଯାହାକୁ ସ୍ବପ୍ନରେ ଦେଖିଲେ ଶୁଭ ପରିଣାମର ସୂଚନା ମିଳିଥାଏ…

* ସ୍ବପ୍ନଶାସ୍ତ୍ର ଅନୁଯାୟୀ, ଭଗବାନଙ୍କୁ ସ୍ବପ୍ନରେ ଦେଖିଲେ, ମନୋସ୍କାମନା ପୂରଣ ହେବାର ସୂଚନା ମିଳେ।
* ସ୍ବପ୍ନରେ ମନ୍ଦିର ଦେଖିବା ଅବା ମନ୍ଦିରର ପୂଜାରୀଙ୍କଠାରୁ ନଡ଼ିଆ, ମିଠା ଆଦି ପ୍ରସାଦ ସ୍ବରୂପ ଗ୍ରହଣ କରୁଥିବାର ଦୃଶ୍ୟ ଦେଖିବା ବି ଶୁଭଙ୍କର। ଏହା କୌଣସି ଶୁଭଖବର ପ୍ରାପ୍ତି ଅବା ଉନ୍ନତିର ସୂଚନା ଦେଇଥାଏ।
* ସ୍ବପ୍ନରେ ଝରଣା ଅଥବା ନଦୀ କୂଳରେ ବସି ପାଣି ପିଉଥିବାର ଦୃଶ୍ୟ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏଭଳି ସ୍ବପ୍ନ ଦେଖୁଥିବା ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାନ୍ତି। ତାଙ୍କ ଜୀବନରେ କିଛି ଗୋଟେ ଭଲ ପରିବର୍ତ୍ତନ ହେବାର ଏହା ସଙ୍କେତ ଦେଇଥାଏ।
* ସ୍ବପ୍ନରେ ଗୋଲାପ ଫୁଲ ଦେଖିଲେ, ଅଟକି ରହିଥିବା କାମ ଶୀଘ୍ର ପୂରଣ ହେବାର ସଙ୍କେତ ମିଳିଥାଏ।
* ଶୁଆକୁ ସ୍ବପ୍ନରେ ଦେଖିଲେ, କ୍ୟାରିୟରରେ ଉନ୍ନିତ ହେବାର ସୂଚନା ମିଳିଥାଏ। ସେହିପରି କାଉ ଦେଖିଲେ ଶନି ଦଶାରୁ ମୁକ୍ତି ମିଳିବାର ବାଟ ଖୋଲେ ବୋଲି ବିଶ୍ୱାସ କରାଯାଏ।
* ସ୍ବପ୍ନରେ ବଂଶୀ ଦେଖିବା ଧନପ୍ରାପ୍ତିର ସଙ୍କେତ ଦେଇଥାଏ।
* ସ୍ବପ୍ନରେ ଶବ ଦେଖିବା ଭାଗ୍ୟ ପରିବର୍ତ୍ତନର ସଙ୍କେତ ଦେଉଥିବାବେଳେ ନିଜ ମୃତ୍ୟୁର ସ୍ବପ୍ନ ଦେଖିବା ଧନ ପ୍ରାପ୍ତିର ସୂଚନା ପ୍ରଦାନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଖଣି ଅଧିକାରୀଙ୍କୁ ଆକ୍ରମଣ କଲେ ମୋରମ ମାଫିଆ: ଜୀବନରୁ ମାରିଦେବାକୁ ଧମକ

ଖଇରା,୧୬।୫(ଉତ୍କଳ ବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରାରେ ଅଧିଷ୍ଠିତ କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆମାନେ ଆକ୍ରମଣ କରିଛନ୍ତି। ଗାଡ଼ିକାଚ ଭାଙ୍ଗିବା ନେଇ ଖଣି ଅଧିକାରୀ ଅଭିଷେକ…

ଚଳନ୍ତା ଟ୍ରେନ୍‌ ଆଗକୁ ବାଇକ୍‌ ଧରି ପଶିଆସିଲେ ଅଜଣା ବ୍ୟକ୍ତି: ଆଉ ତା’ପରେ ଘଟିଲା…

ଅତାବିରା, ୧୬/୫(ଯୁଧିଷ୍ଠିର ମହାପାତ୍ର):ବରଗଡ ଜିଲା ଅତାବିରା ଥାନା ଅନ୍ତର୍ଗତ ବରଗଡ ସମ୍ବଲପୁର ରେଲୱେ ଡାଉନ ଲାଇନର ଭୋଇପାଲି ଓଭର ବ୍ରିଜ ପାଖରେ ଜୈନେକ ବ୍ୟକ୍ତି କଟି ଯିବାରୁ…

ମୋ ପୁଅକୁ ବଞ୍ଚାଇଦିଅ….କାଳିଆ ଦୁଆରେ ମା’ବାପା

ପୁରୀ,୧୬ା୫(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକ ଭାବବିହ୍ବଳ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ମା’ବାପା ତାଙ୍କ ପୁଅର…

ଏହି ଦିନ ମାହିକା ଶର୍ମାଙ୍କୁ ବିବାହ କରିବେ ହାର୍ଦ୍ଦିକ ପାଣ୍ଡ୍ୟା! ସାମ୍‌ନାକୁ ଆସିଲା ତାରିଖ, IPL ମଝିରେ କରିବେ ଦ୍ୱିତୀୟ ବିବାହ

ମୁମ୍ବାଇ,୧୬।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ମଧ୍ୟରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ରିପୋର୍ଟ ଅନୁଯାୟୀ ହାର୍ଦ୍ଦିକ…

୨୫ରୁ ଅଧିକ ଶ୍ରମିକ ନେଇ ଆସୁଥିବା ପିକଅପ ଭ୍ୟାନ ଓଲଟିଲା, ଆହତ ହସ୍ପିଟାଲରେ ଭର୍ତ୍ତିି

ବାସୁଦେବପୁର,୧୬।୫(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ସଦର ମହକୁମାରୁ ବାସୁଦେବପୁରକୁ ଏକ ଛାତ ଢାଳିବାକୁ ଏକ ପିକଅପରେ ଆସୁଥିବା ୨୫ରୁ ଅଧିକ ଶ୍ରମିକ ଶନିବାର ସଡ଼କ ଦୁର୍ଘଟଣାର…

ମହଙ୍ଗା ହୋଇଯିବ ବିଜୁଳି! ଗ୍ରାହକଙ୍କ ଉପରେ ପଡ଼ିବ ଅତିରିକ୍ତ ଆର୍ଥିକ ବୋଝ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ, ୧୬।୫: ମଧ୍ୟପ୍ରାଚ୍ୟ ସଙ୍କଟ ବିଶ୍ୱର ଅନେକ ଦେଶକୁ ପ୍ରଭାବିତ କରିଛି, ଏବଂ ଭାରତ ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ। ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri