ଉତ୍ତର ପ୍ରଦେଶରେ ଡେଲ୍ଟା ପ୍ଲସ ଭାରିଏଣ୍ଟ

ଲକ୍ଷ୍ନୌ,୮ ।୭: ବେଳକୁ ବେଳ କାୟା ବିସ୍ତାର କଲାଣି କରୋନାର ଡେଲ୍ଟା ପ୍ଲସ ଭାରିଏଣ୍ଟ । ବୁଧବାର ଉତ୍ତର ପ୍ରଶେର ଦୁଇଟି ଜିଲାରେ ଦୁଇଜଣ ଡେଲ୍ଟା ପ୍ଲସ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏହା ଅନ୍ୟମାନଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ମୁଖ୍ୟ ସଚିବ(ଚିକିତ୍ସା ଏବଂ ସ୍ୱାସ୍ଥ୍ୟ) ଅମିତ ମୋହନ ପ୍ରସାଦ ଡେଲ୍ଟା ପ୍ଲସ ରୋଗୀ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି । ଏହି ଦୁଇଜଣ ସଂକ୍ରମିତ ଗୋରଖପୁର ଓ ଦେବରିୟାର ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତୁ ହୋଇ ସାରିଲାଣି । ଗୋରଖପୁରର ଜଣେ ଏମ୍‌ବିବିଏସ୍ ଛାତ୍ର ବି ଡେଲ୍ଟା ପ୍ଲସ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ବୋଲି କୁହାଯାଉଛି । ଉକ୍ତ ଛାତ୍ର ଜଣକ ପ୍ରଥମେ କରୋନାରେ ପୀଡିତ ହୋଇଥିବା ବେଳେ ଏବେ ସେ ଡେଲ୍ଟା ପ୍ଲସ ଦ୍ୱାରା ଆକ୍ରାନ୍ତ । ହେଲେ ତାଙ୍କ ସ୍‌ାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ସେହିପରି ଦେବରିୟା ଜିଲାର ଜଣେ ୬୬ ବର୍ଷ ବୟସ୍କ ବ୍ୟକ୍ତି ମେ’୧୭ରେ କରୋନା ପଜିଟିଭ ହୋଇଯାଇଥିଲେ । ଏହାପରେ ତାଙ୍କର ଚିକିତ୍ସା ଏକ ଘରୋଇ ହସ୍ପିଟାଲରେ କରାଯାଉଥିଲା । ପରେ ସେ ଡେଲ୍ଟା ପ୍ଲସରେ ସଂକ୍ରମିତ ହେବା ଜଣାପଡିଥିବା ବେଳେ ଇତିମଧ୍ୟରେ ତାଙ୍କର ମୃତ୍ୟୁ ହୋଇଯାଇଛି । ତେବେ ମୃତ୍ୟୁ ପୂର୍ବରୁ ତାଙ୍କ ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଏବେ ଜଣାପଡିଛି କି ସେ ଡେଲ୍ଟା ପ୍ଲସ ଦ୍ୱାରା ସଂକ୍ରମିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଶାହଜାହାନପୁର ମାମଲା: ରାଜସ୍ଥାନରୁ ମିଳିଲେ ନିଖୋଜ ଛାତ୍ରୀ

ନୂଆଦିଲ୍ଲୀ,୩୦।୮: ଭାଜପା ନେତା ଚିନ୍ମୟାନନ୍ଦଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଉତ୍ତରପ୍ରଦେଶ ଶାହଜାହାନପୁରର ଏସ୍‌.ଏସ୍‌. ଲ କଲେଜର ନିଖୋଜ ଛାତ୍ରୀଙ୍କ ମିଳିଲା ପତ୍ତା। ଦୀର୍ଘ ୭ ଦିନ...

କରୋନା ମୁକାବିଲା ଚିନ୍ତା: ୩୬୫ ନୂଆ ଡାକ୍ତରଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ଦିନକୁ ଦିନ ଭୟଙ୍କର ରୂପ ନେଉଥିବା କରୋନା ଭାଇରସ୍‌ ସଂକ୍ରମଣର ମୁକାବିଲା ଲାଗି ସଜାଗ ରହିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।...

କମ୍ପୁଟର ବାବାଙ୍କ ଆଶ୍ରମରେ ଚାଲିଲା ବୁଲ୍‌ଡୋଜର

ଇନ୍ଦୋର,୮।୧୧: ମଧ୍ୟପ୍ରଦେଶର ଇନ୍ଦୋରଠାରେ ଥିବା କମ୍ପୁଟର ବାବାଙ୍କ ଆଶ୍ରମରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରବିବାର କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ବାବାଙ୍କର ଅବୈଧ ନିର୍ମାଣ ଉପରେ...

କରୋନା ବେକାବୁ: ୨୪ ଘଣ୍ଟାରେ ୩୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୮।୩: ଦେଶରେ କରୋନା ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪...

ରାଜ୍ୟରେ ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ: ୭୮୩ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ରାଜ୍ୟରେ ଶନିବାର ଆଉ ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

ଅଦାଲତ ଅବମାନନା ଆଇନକୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ, ୨ା୮: ଅଦାଲତ ଅବମାନନା ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ସମ୍ବିଧାନ ପ୍ରଦତ୍ତ ବାକ୍‌ ସ୍ବାଧୀନତା ଓ ଅଭିବ୍ୟକ୍ତି ସ୍ବାଧୀନତା ଉପରେ ଉକ୍ତ ଆଇନ ଗୁରୁତର...

‘ଜରୁରୀକାଳୀନ ପରିସ୍ଥିତ ଭାରତୀୟ ଗଣତନ୍ତ୍ର ଉପରେ କଳାଦାଗ’

ମ୍ୟୁନିକ୍‌,୨୬ା୬: ଜି ୭ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜର୍ମାନୀର ମ୍ୟୁନିକ୍‌ରେ ପହଞ୍ଚିଛନ୍ତି। ଭାରତ ଜି ୭ର ସଦସ୍ୟ ହୋଇ ନ...

ପଞ୍ଚମ ପର୍ଯ୍ୟାୟ ପାଇଁ ସରିଲା ପ୍ରଚାର: ରବିବାର ଅମେଠି-ପ୍ରୟାଗରାଜ ସମେତ ୧୨ଜିଲାରେ ୬୧ଆସନରେ ହେବ ଭୋଟିଂ

ଲକ୍ଷ୍ନୌ,୨୬।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଫେବୃଆରୀ ୨୭ରେ ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ଶୁକବ୍ରାର ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଶେଷ...

Advertisement
Archives

Model This Week