ନିୟମ ଉଲ୍ଲଂଘନ ଅଭିଯୋଗରେ ତିଲକ ନଗରର ୫ମାର୍କେଟ ସିଲ୍‌

ନୂଆଦିଲ୍ଲୀ,୨୩।୭: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା କମିଯାଇଛି। ଏଥିପାଇଁ ରାଜ୍ୟକୁ ସରକାର ଅନ୍‌ଲକ୍‌ କରିଛନ୍ତି। ହେଲେ ଦିଲ୍ଲୀ ମାର୍କେଟରେ ଲୋକମାନେ କୋଭିଡ-୧୯ର ସମସ୍ତ ନିୟମ କଟକଣାକୁ ଫୁ କରିଦେଇଛନ୍ତି। କୌଣସି ବ୍ୟକ୍ତି କରୋନା ଗାଇଡ୍‌ଲାଇନ୍ସକୁ ମାନୁ ନ ଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ନିୟମ ଉଲ୍ଲଂଘନ ଅଭିଯୋଗରେ ତିଲକ ନଗରର ୫ଟି ମାର୍କେଟ ସିଲ୍‌ କରିଦିଆଯାଇଛି। ମଲ୍‌ ରୋଡ, ମେନ ମାର୍କେଟ, ମଙ୍ଗଳ ବଜାର ରୋଡ, ପୁରୁଣା ମାର୍କେଟ ଓ ଫଳ ମାର୍କେଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପଟେଲ ନଗରର ଏସ୍‌ଡିଏମ୍‌ କମାଣ୍ଡର ଜିତେନ୍ଦ୍ର ଏହି ମାର୍କେଟକୁ ତୁରନ୍ତ ଜୁଲାଇ ୨୩ରୁ ଜୁଲାଇ ୨୭ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏନେଇ ସ୍ଥାନୀୟ ପୋଲିସକୁ ମଧ୍ୟ ଏକ ଆଦେଶନାମାର ନକଲ ପଠାଯାଇଥିବା ଜଣାପଡ଼ଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ବଢ଼ିଯାଏ ଶରୀର ଓଜନ…

ସାଧାରଣତଃ କେତେକଙ୍କର ଶରୀର ଓଜନ ବଢ଼ିଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ବହୁ ଲୋକ ଶୀତଦିନେ କମ୍‌ ଖାଇବା ସହିତ ବିଭିନ୍ନ ପ୍ରକାର ବ୍ୟାୟାମ କରିଥାନ୍ତି। ତେବେ...

ଭାଜପା କରିଛି ଘୋଡ଼ାବେପାର: ୭ ଏଏପି ବିଧାୟକଙ୍କୁ ଯାଚିଥିଲା ୧୦ କୋଟି ଲେଖାଏଁ

ନୂଆଦିଲ୍ଲୀ,୨।୫: ଭାଜପା ଘୋଡ଼ାବେପାର କରିଥିବା ଅଭିଯୋଗ କରିଛନ୍ତି ଆମ୍‌ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ। ଏଏପିରେ କନ୍ଦଳ ଲଗାଇବା ପାଇଁ ୭ ଏଏପି ବିଧାୟକଙ୍କୁ...

ଦିଲ୍ଲୀପ କୁମାର ପୁଣି ଆଇସିୟୁରେ ଭର୍ତ୍ତି

ମୁମ୍ବାଇ,୩୦।୬: ବଲିଉଡ୍‌ର ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୯୮ବର୍ଷୀୟ ଅଭିନେତାଙ୍କୁ ପୁଣିଥରେ ମୁମ୍ବାଇ ଉପନଗର ଖାର ସ୍ଥିତ...

କରୋନାରେ ପରିବେଶବିତ୍‌ ସୁନ୍ଦରଲାଲଙ୍କ ନିଧନ

ଡେରାଡୁନ,୨୧।୫: ଦେଶରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଛି। ଏହି ସମୟରେ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସୁଛି। ଏହିକ୍ରମରେ...

ଉଦ୍ଧବଙ୍କୁ ପୁଣି ଝଟ୍‌କା, ଥାଣେ ନଗର ନିଗମର ୬୬ କର୍ପୋରେଟର ସିନ୍ଦେଙ୍କ ଦଳରେ…

ମୁମ୍ବାଇ, ୭।୭ : ଉଦ୍ଧବ ଠାକରେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ମଧ୍ୟରେ ଜାରି ରହିଥିବା ବିବାଦରେ ପ୍ରତିଦିନ ନୂଆ ମୋଡ଼ ଦେଖିବାକୁ ମିଳୁଛି। ଦିନକୁ...

ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ସୁପ୍ରିମ୍‌କୋର୍ଟରେ ମାନିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୪।୬: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ବୋଲି ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ନୂଆ କରୋନା ଆକ୍ରାନ୍ତଙ୍କ...

୧୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୫୯୨କୁ ବୃଦ୍ଧି ହୋଇଛି। ଏ ନେଇ...

ସୋନିଆଙ୍କୁ ଭେଟିଲେ ଏଏପି ବିଧାୟିକା ଅଳକା

ନୂଆଦିଲ୍ଲୀ,୩।୯: ଏଏପିର ବିଦ୍ରୋହୀ ବିଧାୟିକା ଅଳକା ଲମ୍ବା ମଙ୍ଗଳବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ୧୦ ଜନପଥରେ ଥିବା ସୋନିଆଙ୍କ ଘରେ ସେ...

Advertisement
Archives

Model This Week