Posted inଜାତୀୟ

ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରତିରକ୍ଷାମନ୍ତ୍ରୀ…

ନୂଆଦିଲ୍ଲୀ,୨୬।୭: କାରଗୀଲ୍‌ ବିଜୟ ଦିବସର ୨୨ ତମ ବର୍ଷ ପୂରଣ ଅବସରରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଦିଲ୍ଲୀ ସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀଠାରେ ସୋମବାର ପୂର୍ବାହ୍ନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ମଧ୍ୟ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ, ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ଆର୍‌.କେ.ଏସ୍‌. ଭଦୋରିଆ ଏବଂ ନୌସେନାର ଭାଇସ୍‌ ଚିଫ୍‌ ଭାଇସ୍‌ ଆଡମିରାଲ ଜି. ଅଶୋକ କୁମାର, ସିଆଇଏସ୍ସି ଭାଇସ୍‌ ଆଡମିରାଲ ଅତୁଲ ଜୈନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୨୦ ଭାରତୀୟ ଯବାନଙ୍କ ଦ୍ୱାରା ୧୩୦୦ ଚାଇନା ସୈନ୍ୟ ହୋଇଥିଲେ ନିହତ

ଲଦାଖ,୨୨।୬: ଗଲଓ୍ବାନ ଘାଟିରେ ଘଟିଥିବା ହିଂସକ ସଂଘର୍ଷ ଯୋଗୁ ଭାରତ ଚାଇନା ସୀମାରେ ଉତ୍ତେଜନା ସୃଷ୍ଟି ହୋଇଛି। ତେବେ ଚାଇନା ୧୯୬୨ର ଇତିହାସକୁ ଏବେ ବି...

ରେନିକୋଟ, ସନ୍‌ଗ୍ଲାସ୍‌ ପିନ୍ଧି କରୋନା ସହ ଯୁଦ୍ଧ କରୁଛନ୍ତି ଡାକ୍ତର

ସିଲିଗୁଡି,୩୧।୩: ସାରା ବିଶ୍ୱରେ ୩୭ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇସାରିଥିବା କରୋନା ଭାଇରସ୍‌ ଏବେ ଭାରତରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଭାରତରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ...

ଡିମ୍ପଲ ନୁହେଁ ଜୟନ୍ତ ଚୌଧୁରୀଙ୍କୁ ମିଳିଲା ରାଜ୍ୟ ସଭା ଟିକେଟ

ନୂଆଦିଲ୍ଲୀ,୨୬ ।୫: ଉତ୍ତର ପ୍ରଦେଶରେ ୧୧ ରାଜ୍ୟ ସଭା ଆସନ ପାଇଁ ହେଉଥିବା ନିର୍ବାଚନରେ ସମାଜବାଦୀ ପାର୍ଟି ଆଉ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି...

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭାଗଓ୍ବନ୍ତ ମାନ

ଚଣ୍ଡିଗଡ,୧୬।୩: ପଞ୍ଜାବର ୧୮ତମ ମୁଖ୍ୟମନ୍ତ୍ରୀ ଭାବରେ ଆମ ଆଦମୀ ଦଳର ନେତା ଭାଗଓ୍ବନ୍ତ ମାନ ବୁଧବାର ଶପଥ ନେଇଛନ୍ତି। ଶହୀଦ ଭଗତ ସିଂଙ୍କ ଜନ୍ମସ୍ଥାନ ଖଟକର...

୩ବର୍ଷ ପାଇଁ ଜେଲ୍‌ ଗଲେ ଏଏପି ବିଧାୟକ

ଚଣ୍ଡିଗଡ଼,୨୩।୫: ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାରଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ପଟିଆଲା ଗ୍ରାମୀଣ ବିଧାୟକ ଡା. ବଲବୀର ସିଂହଙ୍କୁ ରୋପର କୋର୍ଟ ୩ବର୍ଷର...

ରାମବାଗ ଏନକାଉଣ୍ଟରରେ ଆହତ ଆତଙ୍କବାଦୀ ବସିତ ଅହମ୍ମଦ ଡାରଙ୍କର ହୋଇସାରିଛି ମୃତ୍ୟୁ: ସ୍ପଷ୍ଟ କଲା ଟିଆର୍‌ଏଫ୍‌

ଶ୍ରୀନଗର,୩ ।୧୨: ଆତଙ୍କବାଦୀ ସଙ୍ଗଠନ ଲସ୍କର ଇ ତୋଏବାର ସହଯୋଗୀ ସଙ୍ଗଠନ ଟିଆର୍‌ଏଫ୍ କହିଛି ରାମବାଗରେ ନଭେମ୍ବର ୨୪ରେ ହୋଇଥିବା ଏନକାଉଣ୍ଟରରେ ଆହତ ହୋଇଥିବା ଆତଙ୍କବାଦୀ...

ଏଣିକି ୮ ଟଙ୍କାରେ ମିଳିବ ପେଟପୁରା ସ୍ବାଦିଷ୍ଟ ଭୋଜନ

ଜୟପୁର,୧୯।୮: ବର୍ତ୍ତମାନ ରାଜ୍ୟରେ କେହି ଭୋକରେ ଶୋଇବେ ନାହିଁ। ଏହି ସଂକଳ୍ପ ନେଇ ଅଶୋକ ଗେହଲଟ ସରକାର ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଗୁରୁବାରଠାରୁ...

ନାଗରିକତ୍ୱ ବିଲ୍‌କୁ ନେଇ ଆସାମ, ତ୍ରିପୁରାରେ ବିରୋଧ ପ୍ରଦର୍ଶନ ଜାରି: ରଣଜୀ ଟ୍ରଫି ବାତିଲ

ଗୁଆହାଟି,୧୨।୧୨: ନାଗରିକତ୍ୱ(ସଂଶୋଧନ) ବିଲ୍‌ (ସିଏବି)କୁ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ଜୋରଦାର ବିରୋଧ କରାଯାଉଛି। ସବୁଠାରୁ ଅଧିକ ବିରୋଧ ଆସାମରେ ଦେଖିବାକୁ ମିଳିଛି। ଏଠାରେ ଶହ ଶହ ଲୋକ...

Advertisement
Archives

Model This Week