କରୋନା ଟିକା ନାଚ ସୋସିଆଲ୍‌ ମିଡ଼ିଆରେ ଭାଇରାଲ…

ଥିରୁଭାନନ୍ତପୁରମ୍‌,୧୨।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ କାର୍ଯ୍ୟ ଜାରି ରହିଛି। ଏପରିସ୍ଥଳେ ଟିକା ନେବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି କେରଳ ପୋଲିସ ପକ୍ଷରୁ କରୋନା ଟିକା ନାଚର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଅପଲୋଡ୍‌ କରାଯାଇଛି। ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ୧୮ ସେକେଣ୍ଡର ଏହି ଭିଡ଼ିଓରେ କୋଭାକ୍ସିନ୍‌ ଏବଂ କୋଭିଶିଲ୍ଡ କରୋନା ଟିକା ମନ ଖୁସିରେ ହାତଗୋଡ଼ ହଲାଇ ନାଚୁଛନ୍ତି। କେରଳ ପୋଲିସ ପକ୍ଷରୁ ରାସପୁତିନ ଚ୍ୟାଲେଞ୍ଜ୍‌ ଗ୍ରହଣ କରାଯାଇ ଏଭଳି ଅନନ୍ୟ ପ୍ରୟାସ କରାଯାଇଛି। ଭିଡ଼ିଓଟି କେରଳ ପୋଲିସର ନିଜସ୍ବ ଟୁଇଟର ହ୍ୟାଣ୍ଡେଲରେ ଏପ୍ରିଲ୍‌ ୧୧ ସକାଳ ୭ଟା ୫୦ରେ ଅପଲୋଡ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀତୀଶଙ୍କୁ ବଡ଼ ଝଟ୍‌କା: ହାତ ଛାଡିଲେ ଏହି ବଡ଼ ନେତା

ପାଟନା,୧୮।୭: ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଜେଡିୟୁକୁ ଏକ ବଡ଼ ଝଟ୍‌କା ଦେଇଛନ୍ତି। ଜେଡିୟୁ ନେତା ତଥା ରାଜ୍ୟ ସଚିବ ମହମ୍ମଦ ଇରଫାନ ଗୁରୁବାର...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଘରର ଇଏମଆଇ, ଚେକ୍‌ ବାଉନ୍ସ ପାଇଁ ହେବ ନାହିଁ ବାଧ୍ୟତାମୂଳକ କାର୍ଯ୍ୟନୁଷ୍ଠାନ

ନୂଆଦିଲ୍ଲୀ,୧୮।୭: ରାଷ୍ଟ୍ରୀୟ ରାଜଧାନୀ ଅଞ୍ଚଳ (ଏନସିଆର) ରେ ନିଜର ଫ୍ଲାଟ ନ ପାଇ ଅସୁବିଧାରେ ପଡିଥିବା ଘର କ୍ରେତାଙ୍କୁ ଏକ ବଡ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ।...

୧୨ ବଗି ଲାଇନ୍‌ଚ୍ୟୁତ: ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଗୋଣ୍ଡା,୧୮।୭: ଚଣ୍ଡିଗଡ଼-ଡିବ୍ରୁଗଡ ଏକ୍ସପ୍ରେସର ପ୍ରାୟ ୧୨ଟି ବଗି ଗୁରୁବାର ୟୁପିର ଗୋଣ୍ଡାଠାରେ ଲାଇନ୍‌ଚ୍ୟୁତ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କ...

ଯେଉଁଠି ସୂର୍ଯ୍ୟଙ୍କ କିରଣ ବି ପହଞ୍ଚିପାରେ ନାହିଁ ,ସେଠି ରହିଛି ମାଓବାଦୀଙ୍କ ଲଞ୍ଚପ୍ୟାଡ

ଗଡ଼ଚିରୌଲି,୧୮।୭: ମାଓବାଦୀମାନଙ୍କ ବିରୁଦ୍ଧରେ ଲଗାତାର ଅଭିଯାନ ଚାଲିବା ଫଳରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଭଳି ରାଜ୍ୟ ମାଓବାଦୀ କାର୍ଯ୍ୟକଳାପରୁ ପ୍ରାୟ ମୁକ୍ତ ହୋଇପାରିଛନ୍ତି। ବର୍ତ୍ତମାନ ସରକାର...

ମହାକାଶରେ କାହିଁକି ଲାଗେନି ଭୋକ, ମନପସନ୍ଦର ଖାଦ୍ୟ ବି ଲାଗେ ଫିକା, ଜାଣନ୍ତୁ କାରଣ…

ମହାକାଶଚାରୀମାନେ ମହାକାଶରେ ଖାଇପାରନ୍ତି ନାହିଁ। ପୃଥିବୀରେ ଭରପୂର ଖାଦ୍ୟ ଖାଉଥିବା ବେଳେ ମହାକାଶରେ ସେମାନଙ୍କ ପାଇଁ ଏହା ଫିକା ପଡ଼ିଯାଏ। ତେବେ ଏପରି କାହିଁକି ଘଟେ...

ନିଜ ଦମ୍‌ରେ ଏକେଲା ବିଧାନସଭା ନିର୍ବାଚନ ଲଢିବ ଏଏପି

ଚଣ୍ଡିଗଡ଼,୧୮।୭: ପ୍ରାୟ ସମସ୍ତ ରାଜନୈତିକ ଦଳ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି କ୍ରମରେ ଆମ ଆଦମୀ ପାର୍ଟି(ଏଏପି)...

ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଏହି ଦିନ ମଧ୍ୟାହ୍ନ ସୁଦ୍ଧା ପ୍ରକାଶ କର ନିଟ୍‌ ରେଜଲ୍ଟ

ନୂଆଦିଲ୍ଲୀ,୧୮।୭: ନିଟ୍‌ ରେଜଲ୍ଟକୁ ନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ବିବାଦୀୟ NEET-UG 2024 ପରୀକ୍ଷା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ତଦନ୍ତ ରିପୋର୍ଟ ମାଗିଛନ୍ତି। ତିନିଜଣ...

ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା: ରେଳ ଧାରଣାରୁ ଖସିଲା ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସର ୫ ବଗି

ଗୋଣ୍ଡା,୧୮।୭: ଚଣ୍ଡିଗଡ଼-ଡିବ୍ରୁଗଡ ଏକ୍ସପ୍ରେସର ପାଞ୍ଚଟି ବଗି ଗୁରୁବାର ୟୁପିର ଗୋଣ୍ଡାଠାରେ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri