ପୁରୀରେ ସେବାୟତଙ୍କ ହେଲା କରୋନା ଟେଷ୍ଟ

ପୁରୀ ଅଫିସ,୨୫ା୬: କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯିବ। କରୋନା ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପ୍ରତି ମଧ୍ୟ ଗୁରୁତ୍ୱ ରହିବ। ଏମିତି କିଛି ସର୍ତ୍ତ ରଖି ପୁରୀ ରଥଯାତ୍ରାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ମାତ୍ର ରଥଯାତ୍ରା ପହଣ୍ଡି ସମୟରେ ଜଣେ ସେବାୟତ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ଏହାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଆଗକୁ ଘୋଷଯାତ୍ରାର ଅନେକ ବିଧି ରହିଥିବାରୁ କିପରି ରଥଯାତ୍ରାରେ ସଂପୃକ୍ତ ସେବାୟତ ଓ ଅନ୍ୟମାନଙ୍କୁ ସଂକ୍ରମଣରୁ ଦୂରେଇ ରଖାଯାଇ ପାରିବ ସେଥିଲାଗି କେରୋନା ଟେଷ୍ଟ କରାଯାଉଛି। ଗୁରୁବାର ୩ଟି ଶିବିର କରାଯାଇ ସୁଆର ମହାସୁଆର ନିଯୋଗ, ପୁଷ୍ପାଳକ ନିଯୋଗ, ବିମାନବଡୁ ନିଯୋଗ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଗାତ୍ରରେ ଆଧ୍ୟାତ୍ମିକ ଚେତନାର ଛବି

ଭଦ୍ରକ ଅଫିସ, ୨୫।୧୧(ଡି.ଏନ.ଏ.)- ଲୌକିକ ପରମ୍ପରା ଓ ବିଶ୍ୱାସକୁ ନେଇ ଭଦ୍ରକ ସହରରେ ଗଢ଼ି ଉଠିଛି ବାବା ଲୋକନାଥଙ୍କ ମନ୍ଦିର। ସହର ମଧ୍ୟଭାଗସ୍ଥିତ ଓଟି ମାର୍କେଟ୍‌ଠାରେ...

ସାକ୍ଷୀଗୋପାଳ ମନ୍ଦିରରେ କରୋନା କଟକଣା: ସିଂହଦ୍ୱାରରୁ ଫେରିଯାଉଛନ୍ତି ଭକ୍ତ

ସାକ୍ଷୀଗୋପାଳ, ୨୦।୩(ଡି.ଏନ.ଏ.): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶୁକ୍ରବାରଠାରୁ ସାକ୍ଷୀଗୋପାଳ ମନ୍ଦିରରେ କରୋନା ପାଇଁ କଟକଣା କରାଯାଇଛି। ସର୍ବସାଧରଣଙ୍କ ମନ୍ଦିର ପ୍ରବେଶକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଇଥିବା...

ସ୍ବାମୀଙ୍କ ଘରୁ ଚୋରି କରି ଚମ୍ପଟ ହେବା ଘଟଣା: ଉତ୍ତରପ୍ରଦେଶରୁ ସ୍ତ୍ରୀ ଗିରଫ

ରୂପ୍‌ସା, ୨୪।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ମାଣିକପୁରା ଗ୍ରାମର ଖଗେନ୍ଦ୍ର ପରିଡ଼ାଙ୍କ ଘରୁ ବିଭିନ୍ନ ଘରକରଣା ସାମଗ୍ରୀ ସହ ସୁନାଗହଣା ଚୋରି ଅଭିଯୋଗରେ ପନତ୍ୀ ଟିକିଲି ପରିଡ଼ାଙ୍କୁ...

ଦୁର୍ଘଟଣାରେ ବାପାର ଜୀବନ ଗଲା, ବର୍ତ୍ତିଗଲେ ୪ ବର୍ଷର ଶିଶୁପୁତ୍ର

ମ.ରାମପୁର,୨୨।୪(ଡଢି.ଏନ.ଏ.) କଳାହାଣ୍ଡି ଜିଲା ମ:ରାମପୁରଠାରୁ ୨କି.ମି. ଦୂର ତୁଜୁଙ୍ଗ ନିକଟରେ ରାସ୍ତା ପାଶର୍‌ବ ଏକ ଗଛରେ ଗୋଟିଏ ବାଇକ୍‌ (ଓଡି ୦୮ କେ ୮୩୬୬)ର ଧକ୍କା...

ବର୍ତ୍ତିକା ପେଟ୍ରନ ଆଓ୍ବାର୍ଡ ପାଇବେ ମୀନା ମହାନ୍ତି

ବାରିପଦା ଅଫିସ, ୨୭ା୧୦(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବାରିପଦା ସହର ବାଘଡାରୋଡର ମୀନା ମହାନ୍ତିଙ୍କୁ ମିଳିବ ବର୍ତ୍ତିକା ପେଟ୍ରନ ଆଓ୍ବାର୍ଡ-୨୦୧୯। ଓଡ଼ିଶା ହସ୍ତତନ୍ତ କାର୍ଣ୍ଣିଭାଲ କାର୍ଯ୍ୟକ୍ରମରେ ତାଙ୍କୁ ଏହି...

ଘୁଷୁରିଡ଼ଙ୍ଗା ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳ କରାଯିବ

ସୋରଡ଼ା,୧୩ା୧୨(ଡି.ଏନ୍‌.ଏ.)= ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ବିଡିଓ ସୀମାଞ୍ଚଳ ପ୍ରଧାନ, ଏନଏସି ପ୍ରଶାସକ ଲକ୍ଷ୍ମୀକାନ୍ତ ବେହେରା ପ୍ରମୁଖ ଗୁରୁବାର...

ଚିନ୍ତା ବଢ଼ାଇଛି ପରିବା ଦର

ଭୁବନେଶ୍ୱର, ୮ା୪(ବ୍ୟୁରୋ): ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟରେ ପନିପରିବା ରହିଛି। ଶଟ୍‌ଡାଉନ୍‌ ପରଠାରୁ ଏବେ ବଜାରରେ ସବୁଜ ପନିପରିବା ଦର ହୁ ହୁ ହୋଇ ବଢ଼ି ଚାଲିଛି।...

ପଦ ଛାଡ଼ିଲେ ଡବ୍ଲ୍ୟୁଟିଓ ମୁଖ୍ୟ

ଜାତିସଂଘ, ୧୬ା୫ : ମହାମାରୀ କରୋନା ଭୂତାଣୁ କବଳରେ ବିଶ୍ୱ କଲବଲ ହେଉଥିବା ବେଳେ ବାଣିଜି୍ୟକ ଓ ଆର୍ଥତ୍କ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଏହି...

Play 250+ Trending Games
Archives

Model This Week

Why Dharitri