Posted inଜାତୀୟ

ସମ୍ବିଧାନ ଦିବସ ଅବସରରେ ସଂସଦର କେନ୍ଦ୍ରୀୟ କକ୍ଷରେ ସମ୍ବୋଧନ ଦେବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬ ।୧୧: ସାରା ଦେଶରେ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି । ୧୯୪୯ ମସିହା ନଭେମ୍ବର ୨୬ରେ ସମ୍ବିଧାନ ସଭାରେ ଆମର ସମ୍ବିଧାନକୁ ବିଧିବଦ୍ଧ ଭାବେ ଗ୍ରହଣ କରାଯାଇଥିଲା । ହେଲେ ଏହା ୧୯୫୦ ମସିହା ଜାନୁୟାରୀ ୨୬ରେ ଲାଗୁ କରାଯାଇଥିଲା । ଏହି ଦିନକୁ ରାଷ୍ଟ୍ରୀୟ ଆଇନ ଦିବସ ଭାବେ ମଧ୍ୟ ପାଳନ କରାଯାଇଥାଏ । ଭାରତୀୟ ସମ୍ବିଧାନର ସବୁଠାରୁ ବଡ କଥା ହେଉଛି ଏହା ବିଶ୍ୱର ସବୁଠାରୁ ଲମ୍ବା ଲିଖିତ ସମ୍ବିଧାନ । ଏହି ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବିଧାନ ଦିବସ ସମାରୋହରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ସମ୍ବିଧାନ ଦିବସ କାର୍ଯ୍ୟକ୍ରମକୁ ମୋଦି ସମ୍ବୋଧିତ କରିବେ । ଏହାସହ ବିଜ୍ଞାନ ଭବନ ପରିସରିସରରେ ସୁପ୍ରିମକୋର୍ଟ ଦ୍ୱାରା ଆୟୋଜିତ ସମ୍ବିଧାନ ଦିବସ ସମାରୋହକୁ ଉଦଘାଟନ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ଅଣ ବାସମତି ଧଳା ଚାଉଳର ରପ୍ତାନି

ନୂଆଦିଲ୍ଲୀ,୨୧।୭:ଭାରତୀୟ ବଜାରରେ ଅଣବାସମତି ଧଳା ଚାଉଳର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ସହିତ ଘରୋଇ ବଜାରରେ ମୂଲ୍ୟ ବୃଦ୍ଧିକୁ ହ୍ରାସ କରିବା ପାଇଁ ଭାରତ ସରକାର...

ଟମାଟୋ ପରେ ଏବେ ପିଆଜ ବି ଶସ୍ତାରେ ଦେବେ ସରକାର

ନୂଆଦିଲ୍ଲୀ,୨୦।୮: ମୁଦ୍ରାସ୍ଫୀତିରୁ ସାଧାରଣ ଲୋକଙ୍କୁ ଆରାମ ଦେବା ପାଇଁ ସରକାର ନିରନ୍ତର ହସ୍ତକ୍ଷେପ କରୁଛନ୍ତି। ଏହି କାରଣରୁ ଟମାଟୋ ସାଧାରଣ ଲୋକଙ୍କ ପାଇଁ ପ୍ରାୟ ଏକ...

ଆରୋଗ୍ୟ ସେତୁର ସ୍ରଷ୍ଟା ମନ୍ତ୍ରଣାଳୟକୁ ଜଣାନାହିଁ

ନୂଆଦିଲ୍ଲୀ,୨୮।୧୦: କୋଭିଡ୍‌-୧୯ ସମ୍ପର୍କରେ ଜନସାଧାରଣଙ୍କୁ ସତର୍କ କରାଉଥିବା ଆରୋଗ୍ୟ ସେତୁ ଆପ୍‌ର ସ୍ରଷ୍ଟା କିଏ ଏ ସମ୍ପର୍କରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପାଖରେ...

ଖୁସି ଖବର: ୨୪ଘଣ୍ଟାରେ ନୂଆ ସଂକ୍ରମିତଙ୍କ ସଂଖ୍ୟାର ଦେଢ଼ଗୁଣା ସୁସ୍ଥ ହୋଇ ଫେରିଲେ ଘରକୁ

ନୂଆଦିଲ୍ଲୀ,୩୦।୫: ଭାରତରେ ପ୍ରତି ଦିନ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିବାରେ ଏକ ଖୁସି ଖବର...

୬ରୁ ୧୨ ବର୍ଷ ପିଲାଙ୍କୁ ମିଳିବ କୋଭିଡ଼ ଟିକା

ନୂଆଦିଲ୍ଲୀ,୨୬।୪: ଦେଶରେ ଏବେ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ୬ରୁ ୧୨ ବର୍ଷ ପିଲାଙ୍କୁ କୋଭିଡ଼ ଟିକା...

ସମୀର ୱାଖେଡେଙ୍କୁ ବମ୍ବେ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ,୮।୬: ଏନସିବି ମୁମ୍ବାଇର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଖେଡେଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସିବିଆଇ ଦ୍ୱାରା ପଞ୍ଜୀକୃତ ହୋଇଥିବା ଚୋରା ଚାଲାଣ...

ଦରକାର ନାହିଁ ମେଡ ଇନ ଚାଇନା: ତଓ୍ବାଙ୍ଗ ବିବାଦ ପରେ ଗ୍ରାହକ-ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ…

ନୂଆଦିଲ୍ଲୀ,୧୮।୧୨ : ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନା ସହିତ ଚାଇନା ସୈନିକଙ୍କ ସଂଘର୍ଷ ପରେ ଦେଶରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇଛି ଏବଂ ଚାଇନାରୁ...

ଏକ ଡାର୍କ ବଜେଟ, ମୋତେ ମାତ୍ର ଅଧଘଣ୍ଟା ଦିଅ ମୁଁ ଗରିବଙ୍କ ପାଇଁ କିପରି ବଜେଟ ପ୍ରସ୍ତୁତ କରାଯାଏ ଦେଖାଇଦେବି: ମମତା ବାନାର୍ଜୀ

କୋଲକତା,୧।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବଜେଟକୁ ନେଇ ନରେନ୍ଦ୍ର ମୋଦି ସରକାର ଉପରେ ବର୍ଷିଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନ ସହିତ ବଜେଟ...

Advertisement
Archives

Model This Week