କରୋନାରେ ମୃତକଙ୍କ ପରିବାରକୁ ପଞ୍ଜାବ ସରକାର ଦେବେ ଆର୍ଥିକ ସହାୟତା

ଚଣ୍ଡିଗଡ଼,୧୩ ।୧୦ : ପଞ୍ଜାବ ସରକାର କରୋନା ଭାଇରସ ଯୋଗୁ ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ପରିଜନଙ୍କୁ ଆର୍ଥିକ ସହାୟତା ସ୍ୱରୂପ ୫୦ ହଜାର ଟଙ୍କା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଉପରେ ସମସ୍ତ ଜିଲାପାଳଙ୍କୁ ପ୍ରତି ଜିଲାରେ କରୋନାରେ ମୃତ୍ୟୁ ହୋଇଥିବା ଲୋକଙ୍କ ତଥ୍ୟ ମାଗିଛନ୍ତି । ଅକ୍ଟୋବର ୧୫ ସୁଦ୍ଧା ଏସର୍ମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହର ସାରା ଦେଶରେ ହାହାକାର ସୃଷ୍ଟି କରିଥିଲା । ଏଥିରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ସଂକ୍ରମିତ ହେବା ସହ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏବେ ପୁଣିଥରେ ଡରାଇଲାଣି କରୋନାର ତୃତୀୟ ଲହର । ତେବେ ଅବହେଳା ନ କରି କରୋନାର ସମସ୍ତ ଗାଇଡ ଲାଇନ ପାଳନ କରି ଚାଲିଲେ ଏହାକୁ ସହଜରେ ଏଡାଇ ଦେଇହେବ ବୋଲି କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ସହ ଉତ୍ତେଜନା ମଧ୍ୟରେ ଲଦାଖ ପହଞ୍ଚିଲେ ସେନା ମୁଖ୍ୟ: ପରିସ୍ଥିତିର କରିବେ ଅନୁଧ୍ୟାନ

ଲେହ,୨୩।୬: ଚାଇନା ସହ ଉତ୍ତେଜନା ମଧ୍ୟରେ ମଙ୍ଗଳବାର ସେନା ମୁଖ୍ୟ ଏମ୍‌.ଏମ୍‌ ନରଓ୍ବଣେ ୨ଦିନିଆ ଗସ୍ତରେ ଲଦାଖରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ସେ ପ୍ରଥମେ...

ଭାରତୀୟ ସେନା ଅଧିକାରୀଙ୍କ ନାମରେ ୨ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ

ନୂଆଦିଲ୍ଲୀ, ୮।୪ : ଭାରତୀୟ ସେନା ଲ୍ୟୁଟନାଣ୍ଟ କର୍ନଲ ଭରତ ପନ୍ନୁ ଏକାକି ସାଇକେଲ ଚାଳନାରେ ଦୁଇଟି ଗିନିଜ ଓ୍ବାଲର୍‌ଡ ରେକର୍ଡର ଅଧିକାରୀ ହୋଇଛନ୍ତି। ଗତ...

୨ୟ ପର୍ଯ୍ୟାୟ ଟିକାକରଣ ନେଇ ଗାଇଡ୍‌ଲାଇନ ଜାରି

ଭୁବନେଶ୍ୱର,୨୪।୨(ବ୍ୟୁରୋ) : ମାର୍ଚ୍ଚ ୧ରୁ ବୟସ୍କମାନଙ୍କୁ ଟିକାକରଣ ନେଇ ଗାଇଡ୍‌ଲାଇନ ଜାରି କରାଯାଇଛି। ଏନେଇ ସମସ୍ତ ଜିଲାପାଳଙ୍କୁ ସ୍ବାସ୍ଥ୍ୟ ବିଭାଗ ଏସିଏସ୍‌ ଗାଇଡ୍‌ଲାଇନ ପଠାଇଛନ୍ତି। ରବିବାରକୁ...

ପୋଲିସ ଟିମ୍‌କୁୁ ନିସ୍ତୁକ ପିଟିଲେ ଲୋକେ: ୨ ଗୁରୁତର ଆହତ

ଲକ୍ଷ୍ନୌ, ୨୩।୮: ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ସ୍ଥିତି ଧୀରେଧୀରେ ଖରାପ ହେବାରେ ଲାଗିଛି। ସ୍ଥାନୀୟ ସୀତାପୁର ଅଞ୍ଚଳର ମାନପୁର ଥାନା ଅନ୍ତର୍ଗତ ଫୁଲପୁର ଗାଁରେ ଜମିଜମା...

କଶ୍ମୀର ପଣ୍ଡିତଙ୍କ ହତ୍ୟା ଏକ ନରସଂହାର, ଜଘନ୍ୟ ଅପରାଧ କରିଥିବା ଦୋଷୀଙ୍କ ପ୍ରତି ଦଣ୍ଡବିଧାନ ଜରୁରୀ…

ଓ୍ବାଶିଂଟନ, ୨୮।୩ : କଶ୍ମୀର ପଣ୍ଡିତଙ୍କ ହତ୍ୟାକୁ ଏକ ନରସଂହାର ଭାବେ ଓ୍ବାଶିଂଟନ ସ୍ଥିତ ଇଣ୍ଟରନ୍ୟାଶନାଲ କମିଶନ ଫର୍‌ ହ୍ୟୁମ୍ୟାନ୍‌ ରାଇଟସ୍‌ ଆଣ୍ଡ୍‌ ରିଲିଜିୟସ୍‌ ଫ୍ରିଡମ୍‌...

ଭାରତର ବିଭାଜନ ଚାହୁଁଥିଲେ ଖଲିସ୍ତାନୀ ଆତଙ୍କବାଦୀ

ନୂଆଦିଲ୍ଲୀ,୨୬ା୯: ଖଲିସ୍ତାନୀ ଆତଙ୍କବାଦୀ ଗୁରପତ୍‌ଓ୍ବନ୍ତ ସିଂ ପନ୍ନୁନ୍‌ଙ୍କର ପଞ୍ଜାବର ଅମୃତସର ଏବଂ ଚଣ୍ଡିଗଡ଼ରେ ଥିବା ସମ୍ପତ୍ତି ଜବତ ହୋଇଥିବାବେଳେ ସେ ଭାରତକୁ ଅନେକ ଦେଶରେ ବିଭାଜନ କରିବାକୁ...

ବଢିଛି ବାଘ ମୃତ୍ୟୁ ସଂଖ୍ୟା, ଗତବର୍ଷ ୧୨୭ ବାଘଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୧ ।୨: ଦେଶରେ ଗତବର୍ଷ ବିଭିନ୍ନ କାରଣରୁ ୧୨୭ ବାଘଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୨୦୨୦ରେ ଏହି ସଂଖ୍ୟା ୧୦୬ ଥିବା ବେଳେ ୨୦୧୯ରେ...

ମହିଳାଙ୍କୁ ଗଣବଳାତ୍କାର କରି ଲୁଟି ନେଲେ ୧୫ ଲକ୍ଷ ଟଙ୍କା

କୋଲକାତା,୮।୭: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଗାର୍ଡେନ ରିଚ ଅଞ୍ଚଳରେ ଜଣେ ୨୬ ବର୍ଷୀୟା ମହିଳାଙ୍କୁ ତାଙ୍କ ଆପର୍ଟମେଣ୍ଟରେ ଗଣବଳାତ୍କାର କରାଯାଇଛି। ଅଭିଯୁକ୍ତମାନେ ମହିଳାଙ୍କ ଫ୍ଲାଟରୁ ୧୫...

Advertisement
Archives

Model This Week