ଗାଈ କ୍ଷୀରଠୁ ବି ଅଧିକ ପୁଷ୍ଟିକର ଅସରପା କ୍ଷୀର, ଜାଣନ୍ତୁ କ’ଣ କୁହନ୍ତି ବୈଜ୍ଞାନିକ

ସାଧାରଣତଃ ସୁସ୍ଥ ରହିବା ପାଇଁ, ଲୋକମାନେ ସୁପର ଖାଦ୍ୟକୁ ପ୍ରାଥମିକତା ଦିଅନ୍ତି। ଯେପରିକି ସବୁଜ ପନିପରିବା, ପ୍ରୋଟିନ ଏବଂ ଚର୍ବିଯୁକ୍ତ ଖାଦ୍ୟ। ଯଦି କେହି ଆପଣଙ୍କୁ କୁହନ୍ତି ଅସରପା କ୍ଷୀର ମଧ୍ୟ ଏକ ସୁପର ଫୁଡ୍‌, ତେବେ ଆପଣ କ’ଣ କହିବେ?

ହଁ ଏହା ଅଜବ ଲାଗିପାରେ, କିନ୍ତୁ ଏକ ସାମ୍ପ୍ରତିକ ବୈଜ୍ଞାନିକ ଗବେଷଣାରେ ଗବେଷକମାନେ ଦାବି କରିଛନ୍ତି ଯେ, ଅସରପା କ୍ଷୀର ଗାଈ କ୍ଷୀର ଅପେକ୍ଷା ୩ ଗୁଣ ଅଧିକ ପୁଷ୍ଟିକର।

ଆପଣଙ୍କୁ କହିରଖୁଛୁ ଯେ, କ୍ଷୀରରେ ପ୍ରୋଟିନ, ସୁଗାର ଏବଂ ଚର୍ବି ଭରପୂର ମାତ୍ରାରେ ରହିଥାଏ, ଯାହା ଯୋଗୁ ଏହାକୁ ପୃଥିବୀର ସବୁଠାରୁ ପୁଷ୍ଟିକର ଭାବରେ ବିବେଚନା କରାଯାଏ।

ଏକ ରିପୋର୍ଟ ଅନୁଯାୟୀ, ଅସରପା କ୍ଷୀର ଏପର୍ଯ୍ୟନ୍ତ ମଣିଷ ପାଇଁ ଉପଲବ୍ଧ ହୋଇନାହିଁ ଏବଂ ସବୁଠାରୁ ବଡ଼ ପ୍ରତିବନ୍ଧକ ହେଉଛି ଏହାର ଉତ୍ପାଦନ।

ବୈଜ୍ଞାନିକମାନେ ପରୀକ୍ଷା କରି ଜାଣିଛନ୍ତି ଯେ, ଛୁଆ ଅସରପା ଖାଇବାକୁ ଦେଲେ ହଳଦିଆ ପଦାର୍ଥ ସେମାନଙ୍କ ପେଟ ଭିତରେ ସ୍ଫଟିକ ହୋଇଯାଏ। ଗବେଷକମାନେ ଜାଣିପାରିଲେ ଯେ, ଏଥିରେ ମଇଁଷି କ୍ଷୀର ଅପେକ୍ଷା ତିନି ଗୁଣ ଅଧିକ କ୍ୟାଲୋରୀ ଅଛି।

ଆପଣଙ୍କୁ କହିରଖୁଛୁ, ଇଣ୍ଟରନ୍ୟାଶନାଲ ୟୁନିଅନ ଅଫ୍‌ କ୍ରିଷ୍ଟାଲୋଗ୍ରାଫି ଜର୍ନାଲରେ ପ୍ରକାଶିତ ୨୦୧୬ର ଏକ ଅଧ୍ୟୟନରେ ଫିମେଲ ପାସିଫିକ୍‌ ବିଟଲ କକ୍‌ରୋଚ୍‌ ତା’ର ଛୁଆମାନଙ୍କୁ ଖାଇବାକୁ ଦେବା ପାଇଁ କ୍ଷୀର ପରି ତରଳ ପଦାର୍ଥର ବିଶ୍ଳେଷଣ କରିଥିଲା।

ବୈଜ୍ଞାନିକମାନେ ଜାଣିପାରିଛନ୍ତି ଯେ, ଡିପ୍ଲୋପ୍ଟେରା ପଙ୍କଟାଟା ପ୍ରଜାତିର ଅସରପା କ୍ଷୀର, ଗାଈ କ୍ଷୀର ଅପେକ୍ଷା ତିନି ଗୁଣ ଅଧିକ ପୁଷ୍ଟିକର ହୋଇପାରେ। ତେବେ କେବେ ମଣିଷ ପିଲାଙ୍କ ପାଇଁ ଏହା ଉପଲବ୍ଧ ହେବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଭାଜପା ଏମପିଙ୍କୁ ବଡ଼ ପରାମର୍ଶ ଦେଲେ ମୋଦି, ବର୍ତ୍ତମାନ ଉପରେ ଫୋକସ୍…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ୩୭ ଜଣ ନୂଆ ଏମପିଙ୍କ ବୈଠକ କରିଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri