ବିଭିନ୍ନ ଦେଶରେ ଚାଇନା କମ୍ପାନୀ ଉପରେ ପ୍ରତିବନ୍ଧକ ଲାଗିବା ପରେ, ଠିକଣା ବଦଳାଉଛନ୍ତି କମ୍ପାନୀ

ବେଜିଙ୍ଗ,୧୭।୬: ଚାଇନା କମ୍ପାନୀଗୁଡିକ ସେମାନଙ୍କର ପ୍ରତିଷ୍ଠା ବଞ୍ଚାଇବା ପାଇଁ ନିଜ ନାମରୁ ଚାଇନା ନାମକୁ ହଟାଉଛନ୍ତି। ବର୍ତ୍ତମାନ ବିଶ୍ୱରେ ନିଜର ତାନାଶାହୀ ଏବଂ ସ୍ବାର୍ଥପରତା ନୀତି ଯୋଗୁ ଚାଇନାକୁ ନିନ୍ଦା କରାଯାଉଛି। ବିଶ୍ୱରେ ସବୁଠାରୁ ଧନୀ ଦେଶ କୁହାଯାଉଥିବା ଆମେରିକା ସହ ଚାଇନା ସମ୍ପର୍କ ଖରାପ ହେଉଥିବା ଯୋଗୁ ଏହି କମ୍ପାନୀଗୁଡିକ ନିଜ ନାମକୁ ଚାଇନା କମ୍ପାନୀ ଲିଷ୍ଟରୁ ବାହାର କରୁଛନ୍ତି। ତେବେ ଦେଖିବାକୁ ମିଳିଛି କି, ଚାଇନାର ଅନେକ ବହୁରାଷ୍ଟ୍ରୀୟ କମ୍ପାନୀ ନିଜ ୱେବସାଇଟରୁ ଚାଇନାର ନାମ ହଟାଇ ଦେଇଛନ୍ତି। ସେମାନେ ସିଙ୍ଗାପୁର, ଆମେରିକା ଭଳି ଦେଶରେ ସେମାନଙ୍କର ମୁଖ୍ୟାଳୟ ବା ହେଡ୍‌ କ୍ୱାଟର୍‌ ସ୍ଥାପନ କରୁଛନ୍ତି। କିଛି ଚାଇନିଜ କମ୍ପାନୀର ମାଲିକମାନେ ଦେଶ ଛାଡି ଅନ୍ୟ ଦେଶରେ ବସବାସ କରିଲେଣି।

ଚାଇନାର ଏକ ଫ୍ୟାଶନ କମ୍ପାନୀ ଶେନ ଚାଇନାର ଠିକଣା ଓ୍ବେବଶାଇଟ୍‌ରେ ଚାଇନାର ନାନକିଙ୍ଗ ସହରରେ ଦର୍ଶାଯାଇଥିଲା। ମାତ୍ର ଏବେ ଏହାର ଠିକଣା ସିଙ୍ଗାପୁରରେ ବୋଲି ଦର୍ଶାଯାଇଛି। ଟିକ୍‌ଟିକ୍‌ ଏହାର ମୁଖ୍ୟାଳୟ ଲସ ଏଞ୍ଜିଲସରେ, ଟୁମୁ ବୁଷ୍ଟରରେ ନିଜର କାଯର୍‌ୟାଳୟର ଠିକଣା ଦେଇଛି।

ଚାଇନାର ନୂଆ ନୀତି ଯୋଗୁ ୨୦୧୬ରୁ କେତେକ ଚାଇନା କମ୍ପାନୀଗୁଡିକ ଦେଶ ଛାଡିଥିଲେ। ଏବେ ସେମାନେ ନିଜ ମୁଖ୍ୟାଳୟର ନାମ ମଧ୍ୟ ପରିବର୍ତ୍ତନ କରିଛନ୍ତି। ଅନେକ ଚାଇନିଜ କମ୍ପାନୀ ନିଜ ମୂଳ ନାମ ଓ ଠିକଣା ଲୁଚାଇବା ପାଇଁ ବୃତ୍ତିଗତ ଲବିଷ୍ଟମାନଙ୍କୁ ନିଯୁକ୍ତି କରିଛନ୍ତି। ସେମାନେ ଚାଇନିଜ କମ୍ପାନୀଗୁଡ଼ିକୁ ଆମେରିକାରେ ଅଣ ଚାଇନିଜ କମ୍ପାନୀ ଭାବରେ ବ୍ରାଣ୍ଡଗଂ କରୁଛନ୍ତି। ଚାଇନିଜ ଗମ୍ପାନୀଗୁଡିକ ନିଜ ପରିଚୟ ଲୁଚାଇବା ପାଇଁ କମ୍ପାନୀର ପ୍ରାୟ ଅଧା ସେୟାର ଅନ୍ୟ ଦେଶର ଲୋକଙ୍କୁ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ୟୁଏଇ ଆଣବିକ ପ୍ଲାଣ୍ଟକୁ ଟାର୍ଗେଟ, ବଢ଼ିଲା ଚିନ୍ତା…

ଦୁବାଇ,୧୭ା୫: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ବାରାକାହ ଆଣବିକ ବିଦ୍ୟୁତ୍‌ ପ୍ଲାଣ୍ଟକୁ ଟାର୍ଗେଟ କରି ରବିବାର ଡ୍ୟୋନ୍‌ ଆକ୍ରମଣ ହୋଇଛି। ଫଳରେ ପ୍ଲାଣ୍ଟ ପରିସରରେ ଥିବା ବିଦ୍ୟୁତ୍‌…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ମସ୍କୋରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ଚାଲିଗଲା ୪ ଜଣଙ୍କ ଜୀବନ

ମସ୍କୋ,୧୭ା୫: ରୁଷିଆ ରାଜଧାନୀ ମସ୍କୋ ନିକଟରେ ୟୁକ୍ରେନ୍‌ ରବିବାର ଜୋର୍‌ଦାର ଡ୍ରୋନ୍‌ ଆକ୍ରମଣ କରିଛି। ଏଥିରେ ଜଣେ ଭାରତୀୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ…

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri