ଜନସଂଖ୍ୟା ବଢିବା ପରିବର୍ତ୍ତେ ଚାଇନାରେ ମରୁଛନ୍ତି ଲୋକ, ୨୦୨୨ରେ ମଲେଣି ୧.୪କୋଟି ଲୋକ

ଶତାଦ୍ଦୀ ଶତାଦ୍ଦୀ ଧରି ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଚାଇନାରେ ବର୍ତ୍ତମାନ ଭୟଙ୍କର ସମସ୍ୟା ଦେଇ ଗତି କରୁଛି। ୨୦୨୨ ମସିହାରେ, ଚାଇନାରେ ଜନ୍ମ ଅପେକ୍ଷା ଅଧିକ ମୃତ୍ୟୁସଂଖ୍ୟା ରେକର୍ଡ କରାଯାଇଛି। ଦେଶ ବର୍ତ୍ତମାନ ବୃହତ୍ତ ଜନସଂଖ୍ୟା ଦେଶ ନୁହେଁ ଅଧିକ ମୃତ୍ୟୁସଂଖ୍ୟା ଦେଶ ଭାବେ ପରିଗଣିତ ହେବାକୁ ଯାଉଛି। କୁହାଯାଉଛି କି, ଏହି ସଂଖ୍ୟା ଏବେ ଭାରତକୁ ଅତିକ୍ରମ କରିବ। ଚାଇନାର ଜନସଂଖ୍ୟା ଗଣନା ପ୍ରଫେସର ଡଡଲି ଏଲ ପୋଷ୍ଟନ ଜନିୟର୍‌ କହିଛନ୍ତି, ଜନସଂଖ୍ୟା ହ୍ରାସ ହେବା ଦ୍ୱାରା ଚାଇନାରେ ଆର୍ଥିକ ଅବନତି ଘଟିବ।

ସେ କହିଛନ୍ତି ଯେ ଚାଇନାରେ ସମଗ୍ର ଜନସଂଖ୍ୟା ମଧ୍ୟରୁ ବୃଦ୍ଧଲୋକଙ୍କ ସଂଖ୍ୟା ଅଧିକ। ଚାଇନାରେ ବସବାସ କରୁଥିବା ୧୪% ଲୋକ ୬୫ ବର୍ଷରୁ ଉର୍ଦ୍ଧ ଯେତେବେଳେ କି ଭାରତରେ ଏହାର ହାର ୭%। ତେବେ ସେମାନଙ୍କ ଯତ୍ନ ନେବା ପାଇଁ ଲୋକଙ୍କ ଅଭାବ ଦେଖାଦେଇଛି। ଭବିଷ୍ୟତର ଜନସଂଖ୍ୟା ସଙ୍କଟକୁ ଦୃଷ୍ଟିରେ ରଖି ଚାଇନାରେ କେବଳ ଦୁଇଟି ବିକଳ୍ପ ଅଛି। ପ୍ରଥମ- ଜନସଂଖ୍ୟାକୁ ଶୀଘ୍ର ବୃଦ୍ଧି କରାଯିବା ଉଚିତ। କିନ୍ତୁ ଚାଇନାରେ ଅଧିକ ସନ୍ତାନ ଜନ୍ମ ନୀତି ପର୍ଯ୍ୟାପ୍ତ ନୁହେଁ ବୋଲି ସେ କହିଛନ୍ତି। ଦ୍ୱିତୀୟତଃ ଚାଇନା ପ୍ରବାସୀମାନଙ୍କୁ ଆମନ୍ତ୍ରଣ କରିବାର ନୀତି ଗ୍ରହଣ କରିବା ଉଚିତ୍‌। ଅଧ୍ୟୟନ ଅନୁଯାୟୀ, ୨୦୨୨ ମସିହାରେ ଚାଇନାରେ ୧.୪ କୋଟି ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ କେବଳ ୯.୫୬ଲକ୍ଷ ଶିଶୁ ଜନ୍ମ ହୋଇଛନ୍ତି। ଯଦି ବର୍ତ୍ତମାନଏହି ଧାରା ଅବ୍ୟାହତ ରହେ ତେବେ ଚାଇନା ଏହାର ୧.୪ ବିଲିୟନ ଜନସଂଖ୍ୟାର ଏକ ତୃତୀୟାଂଶରୁ ଅଧିକ ହରାଇବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ୯ବୁଣାକାରଙ୍କୁ ରାଜ୍ୟ ପୁରସ୍କାର: ଜାଣନ୍ତୁ କିଏ କିଏ ପାଇଲେ ଏହି ସମ୍ମାନ

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ସ୍ଥିତ ବୟନଶିଳ୍ପ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜିଲାସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ…

ମୋଦିଙ୍କୁ ଫୋନ କରି ଏମିତି କହିଦେଲେ ନେତାନ୍ୟାହୁ, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ,୮।୮: ଆମେରିକା-ଇରାନ ଯୁଦ୍ଧକୁ ନେଇ ପଶ୍ଚିମ ଏସିଆରେ ଉତ୍ତେଜନା ଜାରି ରହିଛି। ମିଡିଲ ଇଷ୍ଟର ପରିସ୍ଥିତିକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୮ା୮ (ଯୁଧିଷ୍ଠିର ମହାପାତ୍ର):ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ ଶିଳ୍ପୀ…

ବର୍ଷାପାଗ ଯୋଗୁ ବନ୍ଦ ଘୋଷଣା ବାତିଲ: ସ୍ବାଭାବିକ ରହିବ ବିଦ୍ୟୁତ ସେବା

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଡିଭିଜନ-୨ ଗ୍ରୀଡରୁ ୧୧କେଭି ଟେଲିଫୋନ ଏକ୍ସଚେଞ୍ଜ ଫିଡର୍‌ ଶନିବାର ସକାଳୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଶୁକ୍ରବାର ଟିପିଡବ୍ଲୁଓଡିଏଲ ଘୋଷଣା…

ସୀମା ବିବାଦ ସମାଧାନ ପାଇଁ କୂଟନୈତିକ ଏବଂ ସାମରିକ ମାର୍ଗ ଆପଣେଇବେ ଭାରତ-ଚାଇନା

ନୂଆଦିଲ୍ଲୀ, ୮।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମାକୁ ନେଇ ରହିଥିବା ବିବାଦର ସମାଧାନ ପାଇଁ କୂଟନୈତିକ ଏବଂ ସାମରିକ ମାଧ୍ୟମଗୁଡ଼ିକୁ ବ୍ୟବହାର ଜାରି ରଖିବାକୁ ଉଭୟ…

ଜନ୍ମଗତ ନାଗରିକତ୍ୱ ସୀମିତ କରିବାକୁ ନିର୍ଦ୍ଦେଶନାମାରେ ସ୍ବାକ୍ଷର କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୮ା୮: ଆମେରିକା ସୁପ୍ରିମକୋର୍ଟଙ୍କ ରାୟର କିଛି ସପ୍ତାହ ପରେ ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ୍‌ ବାର୍ଥ ଟ୍ୟୁରିଜମ୍‌ ବା ଜନ୍ମ ପର୍ଯ୍ୟଟନ ଉପରେ ରୋକ ଲଗାଇବା ଏବଂ ଜନ୍ମଗତ…

ଧନୀ ହେବା ପୂର୍ବରୁ ବୁଢ଼ା ହେବ ଭାରତ: ଗବେଷଣାରୁ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୮ା୮(ପି.ଟି.):ଭାରତରେ ହାରାହାରି ପ୍ରତି ୫ ଜଣରେ ଜଣେ ବ୍ୟକ୍ତିଙ୍କ ବୟସ ୬୦ ବର୍ଷରୁ ଅଧିକ ହେବ ଏବଂ ପ୍ରାୟ ୧୦ ଜଣଙ୍କ ମଧ୍ୟରୁ ୭ ଜଣ ବୟସ୍କ…

ଦାୟିତ୍ୱରେ ଅବହେଳା ପଡ଼ିଲା ମହଙ୍ଗା:ଫାଣ୍ଡି ଅଧିକାରୀ ନିଲମ୍ବିତ

ଲୋଇସିଂହା,୮ା୮(ସୁଶାନ୍ତ ବାରିକ):ଦାୟିତ୍ୱରେ ଅବହେଳା କରିବା ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ସାଲେଭଟା ଫାଣ୍ଡି ଅଧିକାରୀ ଭରତ ସାହୁଙ୍କୁ ମହଙ୍ଗା ପଡ଼ିଛି। ଗୁରୁବାର ସନ୍ଧ୍ୟାରେ ତାଙ୍କୁ ବଲାଙ୍ଗୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri