୫ ବର୍ଷରୁ କମ୍‌ ବୟସ୍କ ଛୋଟପିଲା ମାସ୍କ୍‌ ପିନ୍ଧିବା ନୁହେଁ ଜରୁରୀ: ଡିଜିଏଚଏସ୍‌…

ନୂଆଦିଲ୍ଲୀ,୧୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ସୁରକ୍ଷା ଲାଗି ସାର୍ବଜନୀକ ଟିକାକରଣ ଜାରି ରହିଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ(ଡିଜିଏଚଏସ୍‌) ପକ୍ଷରୁ କରୋନା ଲକ୍ଷଣ ପ୍ରକାଶ ପାଇଥିବା ଅବା ବିନା ଲକ୍ଷଣରେ ଆକ୍ରାନ୍ତ ହୋଇଥିବା ଛୋଟପିଲାଙ୍କ ପାଇଁ ମାର୍ଗଦର୍ଶିକା ଜାରି ହୋଇଛି। ଏଥିରେ ସୂଚିତ ହୋଇଛି ଯେ, ୫ ବର୍ଷ ଅବା ଏହାଠାରୁ କମ୍‌ ବୟସ୍କ ଛୋଟପିଲାଙ୍କ ଲାଗି ମାସ୍କ୍‌ ପିନ୍ଧିବା ଜରୁରୀ ନୁହେଁ। ତେବେ ୬ରୁ ୧୧ ବର୍ଷ ବୟସ୍କ ଛୋଟପିଲା ଆବଶ୍ୟକ ସ୍ଥଳେ ମାସ୍କ୍‌ ପିନ୍ଧି ପାରିବେ। ଏଭଳି ପିଲାମାନେ ଅଭିଭାବକଙ୍କ ତତ୍ତ୍ୱାବଧ୍ୟାନରେ ରହିବା ସହିତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରି ମାସ୍କ ପିନ୍ଧିବା ଆବଶ୍ୟକ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ଦିଲ୍ଲୀ ଉବୁଟୁବୁ

ନୂଆଦିଲ୍ଲୀ, ୨୦।୭(ପି.ଟି.): ଦିଲ୍ଲୀରେ ସୋମବାର ସକାଳୁ ପ୍ରବଳ ବର୍ଷା ଲାଗି ରହିବା ଫଳରେ ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ଟ୍ରାଫିକ୍‌ ଜାମ୍‌ ସମସ୍ୟା ସୃଷ୍ଟି...

ଲକ୍‌ ଡାଉନ୍‌ ସମୟରେ ଘର ପାଖରେ ପହଞ୍ଚିବ ଅତ୍ୟାବଶ୍ୟକ ସାମଗ୍ରୀ

ନଏଡ଼ା,୨୬।୩: ଲକ୍‌ ଡାଉନ୍‌ ସମୟରେ ଲୋକେ ଘରୁ ବାହାରକୁ ବାହାରିବା କଷ୍ଟକର ବ୍ୟାପାର ହୋଇଯାଇଛି। ଏହି ସମୟରେ ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିବ ବୋଲି...

ଦୁର୍ନୀତିକୁ ସହ୍ୟ କରାଯିବ ନାହିଁ, ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ମିଳିବ ଦଣ୍ଡ…

ନୂଆଦିଲ୍ଲୀ,୨୦।୧୦: ଦେଶରେ କୌଣସି ପ୍ରକାର ଦୂର୍ନୀତିକୁ ସହ୍ୟ କରାଯିବ ନାହିଁ। ଏଭଳି କାର୍ଯ୍ୟ ସହିତ ଲିପ୍ତ ଥିବା ବ୍ୟକ୍ତି ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ତାଙ୍କ...

ଭାଜପା ଏମ୍‌ପିମାନଙ୍କୁ ଦିଆଗଲା କାର୍ଯ୍ୟ ତାଲିକା: ୧୫ ଦିନରେ ଶେଷ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପିମାନଙ୍କୁ କିଛି କାର୍ଯ୍ୟ ଦେଇଛନ୍ତି। ଏହାକୁ ୧୫ ଦିନରେ ପୂରଣ କରିବାକୁ ମଧ୍ୟ...

ବିମାନ ବିଳମ୍ବ ହେଲେ ଭିଜା କାର୍ଡ ଧାରୀଙ୍କୁ ମିଳିବ ମାଗଣାରେ ସମସ୍ତ ସୁବିଧା…

ନୂଆଦିଲ୍ଲୀ,୨୧।୯ : ଏବେ ବିମାନ ଉଡ଼ାଣରେ ବିଳମ୍ବ ହେଲେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଯାତ୍ରୀଙ୍କ ପାଖରେ କେବଳ ଭିଜା କାର୍ଡ ଥିଲେ ତାଙ୍କୁ...

ବିପଦ ଉପରେ ବିପଦ: ସକାଳୁ ସକାଳୁ ଥରିଲା ଆସାମ…

ଗୁଆହାଟି,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ବିପଦ ଉପରେ ପୁଣି ବିପଦ ମାଡ଼ି ଆସିଲି। ଆସାମ ସୋନିତ୍‌ପୁରରେ ବୁଧବାର ୭ଟା...

ମହିଳାଙ୍କ ପେଟରୁ ୨୪କିଲୋ ଓଜନର ଟ୍ୟୁମର ବାହାର କଲେ ଡାକ୍ତର

ଶିଲଙ୍ଗ,୫।୮: ମେଘାଳୟର ଓ୍ବେଷ୍ଟ ଗାରୋ ହିଲ୍ସ ଜିଲାରେ ଏକ ହସ୍ପିଟାଲରେ ଜଣେ ମହିଳାଙ୍କ ପେଟରୁ ୨୪ କିଲୋଗ୍ରାମ ଓଜନର ଟ୍ୟୁମର ବାହାର କରିଥିବା ଜଣାପଡ଼ିଛି। ଏନେଇ...

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ଡେରାଡୁନ,୧୨ ।୨: କର୍ନାଟକର ଉଡୁପି ଜିଲାରେ ହିଜାବ ବିବାଦ ପରେ ଏବେ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ବୟାନ ସାମ୍ନାକୁ ଆସିଛି । ଧାମି...

Advertisement
Archives

Model This Week