Posted inVideo

Chhapaak – Film preview | ଛପାକ – ପ୍ରିଭିୟୁ ଅଫ୍ ଦ ଫିଲ୍ମ

Featured Video Play Icon

Much-awaited Deepika Padukone starrer film Chhapaak will hit the screens January 10. Based on a true story, this film has been directed by Meghna Gulzar and produced by Deepika herself in collaboration with Fox Star Studios. Based on the life of acid-attack survivor Laxmi Agarwal, the film also stars Vikrant Massey. While the trailer of the movie is getting rave reviews on social media platforms, its commercial success will only be known after it hits the screens.

ଜାନୁଆରୀ ୧୦ ତାରିଖରେ ରିଲିଜ୍ ହେବାକୁ ଯାଉଛି ‘ଛପାକ’ ଫିଲ୍ମ । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଦୀପିକା ପାଦୁକୋନ । ‘ଛପାକ୍’ ଏକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ। ଏଥିରେ ଦୀପିକା ଏସିଡ୍ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମରେ ଦୀପିକାଙ୍କ ଲୁକ୍ ଏକଦମ୍ ଲକ୍ଷ୍ମୀଙ୍କ ଭଳି ରହିଛି । ଦୀପିକାଙ୍କ ସହ ଫିଲ୍ମରେ ବିକ୍ରାନ୍ତ ମେସି ମଧ୍ୟ ଲିଡ୍ ରୋଲରେ ଅଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ମେଘନା ଗୁଲଜାର୍ ଦେଇଛନ୍ତି। ଫିଲ୍ମର ଟ୍ରେଲର ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଥିବାବେଳେ ଏହା ବକ୍ସ ଅଫିସରେ କେତେ ହିଟ୍ ହେଉଛି ତାହା ଫିଲ୍ମ ରିଲିଜ ପରେ ହିଁ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଆନ୍ତର୍ଜାତୀୟ ପୁରୁଷ ଦିବସ ୨୦୨୦

ଆଜି ହେଉଛି ନଭେମ୍ବର ୧୯ ତାରିଖ। ଆଜି ହେଉଛି ଆନ୍ତର୍ଜାତୀୟ ପୁରୁଷ ଦିବସ। ସମାଜରେ ଯେତିକି ନାରୀର ଗୁରୁତ୍ୱ ରହିଛି ସେତିକି ଜଣେ ପୁରୁଷର ବି...

Featured Video Play Icon

ଅକ୍ସିଜେନ ସଙ୍କଟ ନାହିଁ

କରୋନାର ଦ୍ୱିତୀୟ ଲହର ସମଗ୍ର ଦେଶରେ ଏବେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶ, ଛତିଶଗଡ଼ ଭଳି ରାଜ୍ୟରେ ଗୁରୁତର ସଂକ୍ରମିତଙ୍କୁ...

Featured Video Play Icon

ତୀବ୍ର ହେଉଛି ଭାରତ-ଚାଇନା ବିବାଦ , ସୀମାରେ ସେନା ମୁତୟନ

କରୋନା ମହାମାରୀ ଭିତରେ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ତୀବ୍ର ହେବାରେ ଲାଗିଛି । ଲଦାଖ ସୀମାରେ ଚାଇନା ସେନାର ଆକ୍ରମଣାତ୍ମକ କାର୍ଯ୍ୟକଳାପ...

Featured Video Play Icon

ବାବୁ ମହଲ: ସନିଆର ଭାଲେଣ୍ଟାଇନ୍ସ ଡେ | Babu Mahal #21 “Saniara Valentine’s Day”

ଆଜିକାଲି ଫେକ୍ କଲ୍ ମାଧ୍ୟମରେ ସରଳ ଲୋକଙ୍କୁ ଫସେଇ ସେମାନଙ୍କଠୁଁ ପଇସା ହଡ଼ପ ହେଉଥିବାର ବହୁତ ଘଟଣା ନଜରକୁ ଆସୁଛି। କିଏ ନିଜକୁ ବ୍ୟାଙ୍କ କର୍ମଚାରୀ...

Featured Video Play Icon

କିଭଳି ବୃଦ୍ଧି ହେବ ଶରୀରର ଓଜନ | How to Gain Weight Fast

ଆଜିର ଏହି ଏପିସୋଡ ସେମାନଙ୍କ ପାଇଁ ଯିଏ ଶରୀରର ଓଜନ ବଢାଇବାକୁ ଚାହୁଁଛନ୍ତି । ଶରୀର ଓଜନ ବଢାଇବା ଏବଂ ସଠିକ୍ ଭାବେ ଓଜନ ବଢିବା...

Featured Video Play Icon

US ରୁ ଦେଲେ ସଚେତନତା ବାର୍ତ୍ତା

ସାରାବିଶ୍ବ ଏବେ ମାରାତ୍ମକ କରୋନା ସହ ଲଢେଇ କରୁଛି । ଏହି ସମୟରେ ନିଜ ଦେଶଠୁ ଦୂରରେ ରହୁଥିବା ପ୍ରବାସୀ ଓଡିଆ କରୋନା ସହ ଲଢେଇ...

Featured Video Play Icon

କାହିଁକି କ୍ଷମା ମାଗିଲେ ଯୁବରାଜ ?

ସ୍ପୋର୍ଟ୍ସ ରାଉଣ୍ଡଅପର ଏହି ଏପିସୋଡରେ ଦେଖିବା.. * ଆଜିଙ୍କ୍ୟ ରାହେଣ ଜଣେ ସଫଳ କ୍ରିକେଟର ହେବା ପଛରେ କାହାର ଭୂମିକା ଅଧିକ ରହିଛି * କାହିଁକି...

Featured Video Play Icon

No evidence of COVID-19 community transmission in India | ଓଡ଼ିଶାରେ ସୁସ୍ଥ ହେଲେ ୧୨ଜଣ

ଦେଶରେ କାୟା ବିସ୍ତାର କରୁଛି କରୋନା । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତକଙ୍କ ସଂଖ୍ୟା ଏବେ ୨୩୦ ରୁ ଅଧିକ...

Advertisement
Archives

Model This Week