Video

ସିନେ ଝଲକ : ସୁଶାନ୍ତଙ୍କ ଘରୁ ମିଳିଲା ଡାଏରୀ , କ’ଣ ରହିଛି ଉଲ୍ଲେଖ | Cine Jhalak

ଆଜିର ଏପିସୋଡରେ ଦେଖିବା * ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ କ’ଣ କହିଲେ ଦୀପିକା ପାଦୁକୋଣ * ଅଙ୍କିତାଙ୍କୁ ନେଇ କ’ଣ କହିଲେ ବନ୍ଧୁ ସନ୍ଦିପ ସିଂ * ସୁଶାନ୍ତଙ୍କ ଘରୁ ପୋଲିସକୁ କଣ ମିଳିଲା * ସୁଶାନ୍ତଙ୍କ ଉପରେ ନିର୍ମାଣ ହେବ…

ବାବୁ ମହଲ: ସନିଆର ଚାଷ | Babu Mahal #38 ‘Sania ra chasa’

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ତେବେ ଆଜିର ଯୁବପିଢ଼ି କୃଷିକାର୍ଯ୍ୟ ପ୍ରତି ଏତେଟା ଆଗଭର ନ ହେଉଥିବା ପ୍ରାୟତଃ ପରିଲକ୍ଷିତ ହୁଏ। କୃଷି ଯେ ଅର୍ଥନୀତିର ମେରୁଦଣ୍ଡ ଏହା ପାଶୋରି ଗଲେଣି ଅନେକ। ଏଥର ‘ବାବୁ ମହଲ’ରେ ପ୍ରସଙ୍ଗ ହେଉଛି…

ବିଶ୍ବର ସବୁଠୁ ବଡ ୪ଟି ମହାମାରୀ

ଏବେ ସାରା ବିଶ୍ବ କରୋନା ସହ ଲଢେଇ କରୁଛି । ପ୍ରତିଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିିଛି । ତେବେ କୋଭିଡ-୧୯ ପ୍ରଥମ ମହାମାରୀ ନୁହଁ ଯାହାକୁ ନେଇ ଲୋକେ ଆତଙ୍କିତ ହୋଇଛନ୍ତି । ବିଭିନ୍ନ ସମୟରେ ଏଭଳି…

ବଡଦାଣ୍ଡରେ ଗଡିବନି ରଥ

ଚଳିତ ବର୍ଷ କରୋନା ମହାମାରୀ ପାଇଁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏ ନେଇ ଗୁରୁବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୁର୍ଣ୍ଣ କ୍ୟାବିନେଟ ବୈଠକ ବସିଥିଲା । ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନାଳ କମିଟି ନିଷ୍ପତି…

ସ୍ଥଗିତ ରଥଯାତ୍ରାର ଇତିହାସ

ଚଳିତ ବର୍ଷ ବଡଦାଣ୍ଡରେ ଗଡିବନି ରଥ । ଏ ବର୍ଷ ପୁରୀ ରଥଯାତ୍ରାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଯଦି ଆମେ ଇତିହାସର ପୃଷ୍ଠାକୁ ଓଲଟାଇବା ତେବେ ରଥଯାତ୍ରା ବନ୍ଦ ହେବା ପ୍ରଥମଥର ନୂହଁ । ଆସନ୍ତୁ…

ଏବର୍ଷ ରଥଯାତ୍ରା ବନ୍ଦ

ଚଳିତ ବର୍ଷ ରଥଯାତ୍ରା ବନ୍ଦ । ଭକ୍ତଙ୍କୁ ଦର୍ଶନ ଦେବାକୁ ବଡ ଦେଉଳରୁ ଓହ୍ଲାଇ ଆସିବେନି ମହାପ୍ରଭୁ । ଘୋଷଯାତ୍ରାକୁ ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଲୋକଙ୍କ ସ୍ୱାସ୍ଥ୍ୟ ଓ ନିରାପତାକୁ ଦୃଷ୍ଟିରେ ରଖି…

ସୀମାରେ ସହୀଦ ଯବାନଙ୍କ ମଧ୍ୟରେ ୨ ଓଡିଆ

ଭାରତ-ଚାଇନା ମଧ୍ୟରେ ବିବାଦ ଦିନକୁ ଦିନକୁ ତିବ୍ର ହେବାରେ ଲାଗିଛି । ସଂଘର୍ଷରରେ ଭାରତୀୟ ସେନାର ଜଣେ ଅଧିକାରୀଙ୍କ ସମେତ ୨୦ ଯବାନ ସହୀଦ ହୋଇଛନ୍ତି । ସହୀଦ ଯବାନଙ୍କ ମଧ୍ୟରେ ୨ ଜଣ ଓଡିଆ ଅଛନ୍ତି । ସେମାନେ ହେଉଛନ୍ତି…

ଆତ୍ମହତ୍ୟା ପଛର କାରଣ ଡିପ୍ରେସନ ନା ପ୍ରଫେସନ ?

ଗତ ଦୁଇଦିନ ତଳେ ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଛି । ତାଙ୍କର ଏମିତି ଅଚାନକ ଚାଲିଯିବା ଓ ତାହା ବି ଆତ୍ମହତ୍ୟା କରି ଏହା ପୂରା ଫିଲ୍ମ ଜଗତ ସହ ତାଙ୍କର ପ୍ରଶଂସକଙ୍କୁ ସ୍ତବ୍ଧ କରିଛି…

ସେଲିବ୍ରିଟିଙ୍କ ରଜ ପାଳନ

ଓଡିଶାର ପାରମ୍ପରିକ ପର୍ବ ରଜକୁ ସମସ୍ତେ ବହୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି। କିନ୍ତୁ ଏଥର କରୋନା ମହାମାରୀ ଭିତରେ ଆମ ଓଲିଉଡ୍ ସେଲିବ୍ରିଟି ମାନେ ରଜ କେମିତି ପାଳନ କରିଛନ୍ତି ଆସନ୍ତୁ ଦେଖିବା ଏହି ଭିଡିଓରେ …

ତେଲ ଦରରେ ନିଆଁ

କ୍ରମାଗତ ଭାବେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବାରେ ଲାଗିଛି । ପେଟ୍ରୋଲ ଲିଟର ପିଛା ୭୭.୧୨ଟଙ୍କା ରହିଥିବା ଡିଜେଲ ୭୩.୩୦ଟଙ୍କା ହୋଇଛି । ଗତ ୧୦ ଦିନ ମଧ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର…

ଆମେ ଘରେ ରହି ରଜ ପାଳନ କରୁଛୁ

କୋଭିଡ-୧୯ ମହାମାରୀ ଯୋଗୁଁ ଏଥର ଓଡ଼ିଶାରେ ଫିକା ପଡିଛି ରଜ ଉତ୍ସବ । ଏହି ସମୟରେ ସବୁ ଘରେ ରହି ରଜ ପାଳନ କରୁଛନ୍ତି । ଓଡ଼ିଶା ବାହାରେ ଥିବା ପ୍ରବାସୀ ମାନେ କିଭଳି ରଜ ଉତ୍ସବକୁ ପାଳନ କରୁଛନ୍ତି ଦେଖନ୍ତୁ…

୩୪ ବର୍ଷରେ ସୁଶାନ୍ତଙ୍କ ଆତ୍ମହତ୍ୟା

ମାତ୍ର ୩୪ ବର୍ଷରେ ଆତ୍ମହତ୍ୟା କରିଛନ୍ତି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ । ସେ କେଉଁ କାରଣ ଲାଗି ଆତ୍ମହତ୍ୟା କରିଛନ୍ତି ତାହା ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଦର୍ଶକ ଶେଷଥର ଲାଗି ‘ଛିଛୋରେ’…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri