ଭାଲେଣ୍ଟାଇନ ଡେ

ପ୍ରମିଜ୍‌ ଡେ’: ସାଥୀଙ୍କୁ ଦିଅନ୍ତୁ ଏମିତି ଦୃଢ଼ ପ୍ରତିଶ୍ରୁତି

ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ୍‌ ବା ପ୍ରେମସପ୍ତାହ। ପ୍ରେମୀଯୁଗଳ ଏହି ସପ୍ତାହରେ ଅସୁମାରୀ ସ୍ବପ୍ନ ଦେଖିଥାନ୍ତି। ନିଜର ସାଥୀ ସହ ପ୍ରତି ମୁହୂର୍ତ୍ତକୁ କେମିତି ସ୍ପେଶାଲ ବା ସ୍ମରଣୀୟ କରିବେ ସେ ନେଇ ବେଶ୍‌ ଉତ୍ସାହିତ ରହିଥାନ୍ତି। ଖାସ୍‌ ଏଥିପାଇଁ ତ…

ପ୍ରପୋଜ୍‌ ଡେ’ରେ ସାଥୀଙ୍କୁ ଏମିତି କୁହନ୍ତୁ ମନକଥା, ନଚେତ୍‌ ହୋଇଯିବେ ହାତଛଡ଼ା

ବର୍ତ୍ତମାନ ଭାଲେଣ୍ଟାଇନ୍‌ ଓ୍ବିକ୍‌ ବା ପ୍ରେମ ସପ୍ତାହ ଚାଲିଛି। ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଏହି ସପ୍ତାହକୁ ଯୁବପିଢ଼ି ବେଶ୍‌ ଉତ୍ସାହର ସହ ପାଳନ କରୁଛନ୍ତି। ରୋଜ୍‌ ଡେ’କୁ ପ୍ରେମର ପ୍ରଥମ ଦିନ କୁହାଯାଉଥିବା ବେଳେ ଦ୍ୱିତୀୟ ଦିନକୁ ପ୍ରପୋଜ୍‌ ଡେ’…

ଶାଶୁଙ୍କ ବିଷୟରେ ଏମିତି କହିଲେ କାଜଲ ଅଗ୍ରଓ୍ବାଲ

ନିକଟରେ ଅଭିନେତ୍ରୀ କାଜଲ ଅଗ୍ରୱାଲ ପ୍ରେମିକ ଗୌତମ କିଚଲୁଙ୍କୁ ବିବାହ କରିଥିଲେ। ସୋସିଆଲ ମିଡିଆରେ କାଜଲଙ୍କ ବିବାହ ଫଟୋ ଭାଇରାଲ ହୋଇଥିଲା। ବିବାହ ପରେ ସେ ତାଙ୍କ ଶାଶୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। କାଜଲ ତାଙ୍କ ଶାଶୁଙ୍କ ସହ ଫଟୋ ଶେୟାର…

ପ୍ରେମରୁ ମିଳିଲା ଦୃଷ୍ଟିଶକ୍ତି, ପରେ ଜିତିଲେ ଦୁନିଆ

ଔରଙ୍ଗାବାଦ୍‌: ଆଜି ଅର୍ଥାତ୍‌ ଫେବୃୟାରୀ ୧୪ରେ ସମଗ୍ର ଦେଶରେ ପ୍ରେମୀଯୁଗଳ ପାଳନ କରୁଛନ୍ତି ଭାଲେଣ୍ଟାଇନ୍‌ସ ଡେ’ ବା ପ୍ରେମ ଦିବସ। ଏହି ଖାସ୍‌ ଦିନରେ ଜାଣନ୍ତୁ ଜଣେ ଦିବ୍ୟାଙ୍ଗଙ୍କ ପ୍ରେମ କାହାଣୀ ସମ୍ପର୍କରେ… ମହାରାଷ୍ଟ୍ରର ଔରଙ୍ଗାବାଦ୍‌ର ରହୁଥିବା ୩୮ ବର୍ଷୀୟ ଜଣେ…

ଆଜି ଭାଲେଣ୍ଟାଇନ୍ସ ଡେ: ଏଥର ହେବନି ବିରୋଧ, କେବଳ ସଚେତନତା

ଭୁବନେଶ୍ୱର,୧୪।୨(ବ୍ୟୁରୋ) : ନା ହେବ ବିରୋଧ ନା କିଏ କରିବ ପ୍ରତିବାଦ। ଏଥର ପ୍ରେମ ଦିବସରେ ମନେପଡ଼ିବେ ଶହୀଦ ଯବାନମାନେ। ପାର୍କ ହେଉ କି ପର୍ଯ୍ୟଟନସ୍ଥଳୀ, କେଉଁଠି ବି ପ୍ରେମୀଯୁଗଳଙ୍କୁ ବିରୋଧ କରାଯିବ ନାହିଁ ବରଂ ସଚେତନ କରାଯିବ। ଭାଲେଣ୍ଟାଇନ୍ସ ଡେ’କୁ…

ପ୍ରେମ ପାଇଁ ଦିନଟିଏ…

ପ୍ରେମ ଶାଶ୍ୱତ, ଚିରନ୍ତନ। ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବୃୟାରୀ ୧୪ରେ ପାଳନ କରାଯାଇଥାଏ ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ଦିବସ। ବିଶେଷକରି ଯୁବପିଢ଼ି ଏହି ଦିନଟିକୁ ବେଶ୍‌ ଉତ୍ସାହର ସହ ପାଳନ କରିଥାନ୍ତି। ଫେବୃୟାରୀ ୭ ଅର୍ଥାତ୍‌ ରୋଜ୍‌ ଡେ’ରୁ…

ବୟସ ତାରତମ୍ୟ ମାନିନି ପ୍ରେମ: ବଲିଉଡ୍‌ ଅଭିନେତ୍ରୀ ନିଜଠାରୁ କମ୍‌ ବୟସ୍କଙ୍କୁ କରିଛନ୍ତି ଜୀବନ ସାଥୀ

ପ୍ରେମ ଆଗରେ ଜାତି-ଧର୍ମ-ବର୍ଣ୍ଣ ବାଧା ସୃଷ୍ଟି କରି ନ ଥାଏ। ଏପରିସ୍ଥଳେ ବୟସର ତାରତମ୍ୟ ଅବା କିବା କଥା। ବଲିଉଡ୍‌ରେ ବହୁ ସେଲିବ୍ରିଟିଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଥାଏ । ଏଠି ଅଭିନେତ୍ରୀମାନେ ନିଜଠାରୁ କମ୍‌ ବୟସର ଜୀବନସାଥି ବାଛୁଥିବାର ବହୁ…

ଅଧୁରା ପ୍ରେମ କାହାଣୀ

ମୁମ୍ବାଇ: ବଲିଉଡ୍‌ରେ ରହିଛି ଅନେକ ପ୍ରେମ କାହାଣୀ। ଅର୍ଥାତ୍‌ ଏଠାରେ ପରଦାରେ ନାୟକ ନାୟିକାର ଭୂମିକାରେ ଆସିଥିବା କେତେଜଣ କଳାକାର ରିୟଲ ଲାଇଫରେ ପତ୍ନୀପତିଭାବେ ଗଢିଛନ୍ତି ନିଜ ନିଜର ସୁନ୍ଦର ସଂସାର। ହେମାମାଳିନୀ-ଧର୍ମେନ୍ଦ୍ର କୁହନ୍ତୁ ଅବା ଜୟା-ଅମିତାଭ। ହେଲେ ଏଠି ଏମିତିବି…

କେଉଁ ଭାରତୀୟ ରାଜନେତା ଅଧିକ ରୋମାଣ୍ଟିକ୍‌

ନୂଆଦିଲ୍ଲୀ,୧୩।୨: ପ୍ରେମ ସପ୍ତାହ ପାଳନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ଆସିଯାଇଛି ବର୍ଷକର ଅପେକ୍ଷା ପରେ ଆସୁଥିବା ସେହି ପ୍ରେମ ଦିବସ ବା ଭାଲେଣ୍ଟାଇନ୍‌ ଡେ’। ପ୍ରେମକୁ ନେଇ କେତେ କ’ଣ ଆଲୋଚନା ହେଉଥିବା ବେଳେ ମନକୁ ଆସେ ଆମ…

‘ପ୍ରେମ ହିଁ ଜୀବନ’: ସାଢ଼େ ୧୭ ଶହ ବର୍ଷର ବାର୍ତ୍ତା

ପ୍ରେମର ପରିଭାଷା ମଣିଷଙ୍କଠାରୁ ଆରମ୍ଭ କରି ପ୍ରାଣୀଜଗତ ସବୁଠାରେ ପରିଲକ୍ଷିତ ହୋଇଥାଏ। ସ୍ନେହ ପ୍ରେମରେ ସାରା ଦୁନିଆକୁ ଜୟ କରାଯାଇପାରେ ବୋଲି ବୁଦ୍ଧିଜୀବି ମତ ଦେଇଥାନ୍ତି। ତେଣୁ ତ କୁହାଯାଇଥାଏ ହିଂସା ପ୍ରଣୋଦିତ ତରବାରୀ ଦ୍ୱାରା କରାଯାଇଥିବା ଜୟ ପ୍ରକୃତ ଜୟ…

କିସ୍‌ ଡେ’: ଜାଣନ୍ତୁ କାହାକୁ କେମିତି କରିବେ କିସ୍‌

ପ୍ରେମ ପାଇଁ ଯଦିଓ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା ବେଳେ ଭାଲେଣ୍ଟାଇନ୍‌ ଡେ’ ଅର୍ଥାତ୍‌ ୧୪ରେ ଶେଷ ହେବ। ଏହାର ଗୋଟିଏ ଦିନ ପୂର୍ବରୁ…

ଚୁମ୍ବନ ଦିବସ: ଚାଇନାରେ ନୋ କିସିଂ କଟକଣା

ବେଜିଂ,୧୨।୨: ଭାଲେଣ୍ଟାଇନ୍‌ ଓ୍ବିକ୍‌ର ଷଷ୍ଠ ଦିନକୁ କିସ୍‌ ଡେ’ ବା ଚୁମ୍ବନ ଦିବସ ଭାବେ ପାଳନ କରାଯାଇଥାଏ। ପ୍ରେମୀଯୁଗଳ ପରସ୍ପରକୁ ଚୁମ୍ବନ ଦେବାଦ୍ୱାରା ବହୁ ଶାରୀରିକ ସମସ୍ୟା ଦୂର ହୋଇଥାଏ ବୋଲି ଚିକିତ୍ସା ବୈଜ୍ଞାନୀ ମତ ଦେଇଥାନ୍ତି। ଏହା ଅବସାଦ ଦୂର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?