ଭାଲେଣ୍ଟାଇନ ଡେ

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଏବେ ଭାରତୀୟ ସଂସ୍କୃତିରେ ମିଶିଯାଇଛି। ସାରା ବିଶ୍ବରେ ଫେବୃଆରୀ ୧୪କୁ…

କାହିଁକି ପାଳନ କରାଯାଏ ଭାଲେଣ୍ଟାଇନ୍ସ ଡେ’: ଜାଣନ୍ତୁ ପୂରା କାହାଣୀ…

ପ୍ରେମ ଶାଶ୍ୱତ ଚିରନ୍ତନ। ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବୃଆରୀ ୧୪ରେ ପାଳନ କରାଯାଇଥାଏ ଭାଲେଣ୍ଟାଇନ୍‌ ଡେ’ବା ପ୍ରେମ ଦିବସ। ବିଶେଷକରି ଯୁବପିଢ଼ି ଏହି ଦିନଟିକୁ ବେଶ୍‌ ଉତ୍ସାହର ସହ ପାଳନ କରିଥାନ୍ତି। ଫେବୃଆରୀ ୭ ଅର୍ଥାତ୍‌ ରୋଜ୍‌ ଡେ’ରୁ ପ୍ରେମ…

ଜାଣନ୍ତି ପ୍ରେମୀଯୁଗଳ କାହିଁକି ପାଳନ କରନ୍ତି ହଗ୍‌ ଡେ’

ଯଦିଓ ପ୍ରେମ ପାଇଁ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା ବେଳେ ଭାଲେଣ୍ଟାଇନ ଡେ’ ଅର୍ଥାତ୍‌ ୧୪ ତାରିଖରେ ଶେଷ ହେବ। ଭାଲେଣ୍ଟାଇନ୍‌ ସପ୍ତାହର ଷଷ୍ଠ…

Promise Day: ଭାଲେଣ୍ଟାଇନ୍ସ ଓ୍ବିକ୍‌ର କ’ଣ କହେ ଏହି ୫ମ ଦିନ ଜାଣନ୍ତୁ…

ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ ବା ପ୍ରେମସପ୍ତାହ। ପ୍ରେମୀଯୁଗଳ ଏହି ସପ୍ତାହରେ ଅସୁମାରୀ ସ୍ବପ୍ନ ଦେଖିଥାନ୍ତି। ନିଜର ସାଥୀ ସହ ପ୍ରତି ମୁହୂର୍ତ୍ତକୁ କେମିତି ସ୍ପେଶାଲ ବା ସ୍ମରଣୀୟ କରିବେ ସେ ନେଇ ବେଶ୍‌ ଉତ୍ସାହିତ ରହିଥାନ୍ତି। ଖାସ୍‌ ଏଥିପାଇଁ ତ…

ପ୍ରେମସମ୍ପର୍କକୁ ସୁଦୃଢ଼ କରେ ଟେଡି ଉପହାର, ଜାଣନ୍ତୁ ଏହି ରଙ୍ଗର ଟେଡି ଦେଲେ…

ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ ବା ପ୍ରେମ ସପ୍ତାହ। ପ୍ରଥମ ଦିନଟି ରୋଜ ଡେ’ରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନଟି ହେଉଛି ପ୍ରପୋଜ ଡେ’ ବା ପ୍ରେମ ନିବେଦନ ଦିବସ। ସେହିପରି ତୃତୀୟ ଦିବସରେ ଚକୋଲେଟ ଦେଇ…

Chocolate Day: ସାଥୀଙ୍କୁ ଚକୋଲେଟ୍‌ ଦେଇ ଏପରି କିଣନ୍ତୁ ମନ…

ଫେବୃଆରୀ ମାସଟି ପ୍ରେମୀଯୁଗଳଙ୍କ ପାଇଁ ବହୁତ ସ୍ବତନ୍ତ୍ର। କାରଣ ଏହି ମାସରେ ପ୍ରେମୀଯୁଗଳଙ୍କ ଉପରେ ଖାଲି ପ୍ରେମର ବର୍ଷା ହିଁ ବର୍ଷା ହୋଇଥାଏ। ବିଶେଷକରି ପ୍ରେମକୁ ସ୍ମରଣୀୟ ତଥା ଉଜ୍ଜୀବିତ କରିବା ପାଇଁ ଯୁବବର୍ଗ ଏହାକୁ ସପ୍ତାହେ ଧରି ପାଳନ କରିଥାନ୍ତି।…

ପ୍ରପୋଜ ଡେ’ରେ ସାଥୀଙ୍କୁ କେମିତି କହିବେ ମନର କଥା ଜାଣନ୍ତୁ…

ବର୍ତ୍ତମାନ ଭାଲେଣ୍ଟାଇନ ଓ୍ବିକ ବା ପ୍ରେମ ସପ୍ତାହ ଚାଲିଛି। ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଏହି ସପ୍ତାହକୁ ଯୁବପିଢ଼ି ବେଶ ଉତ୍ସାହର ସହ ପାଳନ କରୁଛନ୍ତି। ରୋଜ ଡେ’କୁ ପ୍ରେମର ପ୍ରଥମ ଦିନ କୁହାଯାଉଥିବା ବେଳେ ଦ୍ୱିତୀୟ ଦିନକୁ ପ୍ରପୋଜ ଡେ’…

ବୈଦିକ ଯୁଗରେ ମଧ୍ୟ ଥିଲା ଗୋଲାପର ପ୍ରଚଳନ, ରାଜକୁମାରଙ୍କୁ ଏମିତି ପ୍ରେମ ନିବେଦନ କରୁଥିଲେ ରାଜକୁମାରୀ

ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହୋଇଛି। ପ୍ରଥମ ଦିନ ହେଉଛି ରୋଜ ଡେ’। ଏହି ସପ୍ତାହ ପ୍ରେମୀଯୁଗଳଙ୍କ ପାଇଁ ଏକ ବିଶେଷ ସପ୍ତାହ ଭାବରେ ବିବେଚନା କରାଯାଏ। ତେବେ ପ୍ରତିବର୍ଷ ଏଠାରେ ଭାଲେଣ୍ଟାଇନ ସଂସ୍କୃତିକୁ ବିରୋଧ କରାଯାଏ। ଅନେକ ସଂସ୍ଥା ବିରୋଧ କରନ୍ତି…

ପ୍ରେମ ପାଇଁ ୭ ଦିନ: ମଙ୍ଗଳବାରଠାରୁ ଭାଲେଣ୍ଟାଇନ ସପ୍ତାହ…

ଫେବୃଆରୀ ମାସକୁ ପ୍ରେମ ପାଇଁ ଉତ୍ସର୍ଗୀକୃତ ମାସ ଭାବରେ ବିବେଚନା କରାଯାଏ। ପ୍ରେମୀ ଯୁଗଳଙ୍କ ପାଇଁ ଏହି ମାସର ବିଶେଷ ମହତ୍ତ୍ୱ ରହିଛି। ଭାଲେଣ୍ଟାଇନ ସପ୍ତାହର ପ୍ରତ୍ୟେକ ଦିନର ଭିନ୍ନ ଭିନ୍ନ ଅର୍ଥ ଥାଏ। ଭାଲେଣ୍ଟାଇନ ସପ୍ତାହ ୭ ଫେବୃଆରୀରୁ ଆରମ୍ଭ…

ରାୟଗଡ଼ା ଓଭରବ୍ରିଜ୍‌ର ସ୍ଥିତି ଯାଞ୍ଚ କଲା ସ୍ବତନ୍ତ୍ର ଟିମ୍‌

ରାୟଗଡ଼ା ଅଫିସ,୪ା୧୧: ଗୁଜରାଟ ଝୁଲାପୋଲ ଭୁଶୁଡ଼ିବା ପରେ ଜାତୀୟ ରାଜପଥ ବିଭାଗର ଚେତା ପଶିଛି। ଦୀର୍ଘଦିନ ଧରି ଅବହେଳିତ ଏବଂ ବିପଜ୍ଜନକ ଅବସ୍ଥାରେ ରହିଥିବା ରାୟଗଡ଼ା ଓଭରବ୍ରିଜ୍‌ର ମରାମତି ପାଇଁ ବିଭାଗୀୟ ଅଧିକାରୀ ତପତ୍ରତା ପ୍ରକାଶ କରିଛନ୍ତି। ବୁଧବାର ଭୁବନେଶ୍ୱରରୁ ଟେଷ୍ଟିଂ…

ଭାଲେଟାଇନ୍ସ ଡେ’ରେ ମନ ଦୁଃଖ କଲେ କ୍ୟାଟ୍ରିନା

ବଲିଉଡ୍‌ ଅଭିନେତା ବିକି କୌଶଲ-କ୍ୟାଟ୍ରିନା କୈଫଙ୍କ ବିବାହ ପରେ ସେମାନଙ୍କର ପ୍ରଥମ ‘ଭାଲେଣ୍ଟାଇନ୍ସ ଡେ’ ପାଳନ କରୁଛନ୍ତି। ଏହି ବିଶେଷ ଦିନରେ ଉଭୟଙ୍କୁ ଲଣ୍ଡନରୁ ଫେରୁଥିବାବେଳେ ମୁମ୍ବାଇ ବିମାନବନ୍ଦରରେ ଏକାଠି ଦେଖିବାକୁ ମିଳିଥିଲା। କ୍ୟାଟ୍ରିନା ଏବଂ ଭିକି ୁ ଫେରିଛନ୍ତି। ଏହା…

ପ୍ରଶଂସିକାରୁ ଜୀବନସାଥୀ: ଶ୍ରୀତମ ଦାସ

ପ୍ରଶଂସିକାରୁ ଜୀବନସାଥୀ – ଶ୍ରୀତମ ଦାସ (ଅଭିନେତା) ପ୍ରଶଂସିକାରୁ ପ୍ରେମିକା ଏବଂ ପରେ ଜୀବନସାଥୀ। ବିବାହର ୬/୭ ବର୍ଷ ପୂର୍ବରୁ ଭୁବନେଶ୍ୱରରେ ମୋ ସହ ପୁନମ୍‌ଙ୍କର ଦେଖା ହୋଇଥିଲା। ପରେ ହଠାତ୍‌ ଦିନେ ପୁନମ୍‌ ମୋତେ ଫୋନ୍‌ କରିଥିଲେ। ଧୀରେ ଧୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?