Uncategorized

ଭାଜପାରେ ଯୋଗଦେବାର ୩ ଘଣ୍ଟା ପରେ ଦଳରୁ ବିଦା ଦେଲେ ପୂର୍ବତନ ମନ୍ତ୍ରୀ

ଚଣ୍ଡିଗଡ଼,୧୧।୮: ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ବିବାଦ ସହ ଜଡିତ ସନ୍ଦୀପ ବାଲ୍ମୀକି ଭାଜପାରେ ଯୋଗଦେବାର ମାତ୍ର ତିନି ଘଣ୍ଟା ପରେ ଦଳରୁ ବହିଷ୍କୃତ ହୋଇଥିଲେ। ସନ୍ଦୀପ ଶନିବାର ପଞ୍ଚକୁଲାରେ ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନିଙ୍କ…

ଦେଶର ୭୭ ପ୍ରତିଶତ ଗ୍ରାମାଞ୍ଚଳରେ ପାଇପ୍‍ ପାଣିର ସୁବିଧା ଅଛି; ରାଜ୍ୟସଭାରେ ଉତ୍ତର ରଖିଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ

ନୂଆଦିଲ୍ଲୀ, ୮ା୮: ଦେଶର ଗ୍ରାମାଞ୍ଚଳରେ ୭୭ ପ୍ରତିଶତ ପରିବାରକୁ ଜଳ ଜୀବନ ମିଶନ ଅଭିଯାନରେ ପାଇପ୍‍ ଯୋଗେ ପାନୀୟ ଜଳ ଉପଳବ୍ଧ କରାଯାଇଛି । ଲୋକସଭାରେ ଆଜି ଏ ସଂକ୍ରାନ୍ତ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଜଳଶକ୍ତି ମନ୍ତ୍ରୀ ସି.ଆର୍‍.ପାଟିଲ କହିଛନ୍ତି,…

ଅମିତ ଶାହା କଲେ ବଡ଼ ଭବିଷ୍ୟବାଣୀ: ୨୦୨୯ରେ ଏନ୍‌ଡିଏ…

ଚଣ୍ଡିଗଡ,୪।୮: ଚଣ୍ଡିଗଡ଼ ଗସ୍ତରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଣିମାଜ୍ରା ଜଳ ଯୋଗାଣ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ସମୟରେ ସେଠାକାର ଲୋକଙ୍କୁ ସମ୍ବୋଧିତ କରିବାବେଳେ ସେ କହିଥିଲେ,୨୦୨୯ରେ ମଧ୍ୟ ଏନଡିଏ ସରକାର ଗଠନ ହେବାକୁ ଯାଉଛି। ଅମିତ ଶାହା କହିଛନ୍ତି,…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପର୍ବତାରୋହୀ ବିଭାରାଣୀ

ଭୁବନେଶ୍ୱର,୨।୮ (ଅସମାପିକା ସାହୁ): ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ବିଭାରାଣୀ ପାତ୍ର ଶୂୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟଛନ୍ତି। ତାଙ୍କର ଆଗାମୀ ପର୍ବତାରୋହଣ ଅଭିଯାନ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଛନ୍ତି। ଆଗାମୀ ଅଗଷ୍ଟ ୬…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କେଉଁମାନେ କରିପାରିବେ ଆବେଦନ: ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୯।୭: ଅନେକ ଯୋଜନା ଦେଶର ନାଗରିକଙ୍କ ପାଇଁ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ। ଦେଶର କୋଟି ଲୋକ ସରକାରୀ ଯୋଜନାର ଲାଭ ଉଠାନ୍ତି। ନିଜର ଏକ ଘର ରହିବା ସମସ୍ତଙ୍କ ଜୀବନରେ ଏକ ବଡ଼ ସ୍ବପ୍ନ। କିନ୍ତୁ ଅନେକ ଲୋକ ଘର…

ସଂଖ୍ୟାଗରିଷ୍ଠତାରେ ମାନର ନୂ୍ୟନତା

ନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ସଂଖ୍ୟାର ସଂସ୍ପର୍ଶରେ ଆସି ଜୀବନର ଗତିପଥକୁ ଭିନ୍ନଭିନ୍ନ ପରିଚୟରେ ନିବଦ୍ଧ କରିଥାଏ। କେତେବେଳେ ସଂଖ୍ୟା ମଣିଷ ପ୍ରତି ସଦୟ ହୋଇଥାଏ ତ ପୁଣି କେତେବେଳେ ସଂଖ୍ୟା ମଣିଷ ପ୍ରତି ନିର୍ଦ୍ଦୟ ହୋଇଥାଏ, ଯେଉଁଥିରେ ମଣିଷ ଜୟ…

ଆଣବିକ ଶକ୍ତି, ପମ୍ପ୍‌ଡ ଷ୍ଟୋରେଜ୍‌, ଥର୍ମାଲ ପ୍ଲାଣ୍ଟକୁ ଗୁରୁତ୍ୱ ଦେଲେ ମୋଦି ସରକାର

ନୂଆଦିଲ୍ଲୀ,୨୪।୦୭: ଭାରତର ଶକ୍ତି ପରିବର୍ତ୍ତନ ଯୋଜନାରେ କ୍ଷୁଦ୍ର ମଡ୍ୟୁଲାର ଆଣବିକ ରିଆକ୍ଟର (ଏସ୍‌ଏମ୍‌ଆର୍‌), ପମ୍ପ୍‌ଡ ଷ୍ଟୋରେଜ ପ୍ରୋଜେକ୍ଟ ଏବଂ ଅଧିକ ଦକ୍ଷ ଥର୍ମାଲ ପ୍ଲାଣ୍ଟଗୁଡ଼ିକର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ସରକାର ଘରୋଇ କମ୍ପାନୀଗୁଡ଼ିକ ସହାୟତାରେ ଏସ୍‌ଏମ୍‌ଆର୍‌ଗୁଡ଼ିକର ବିକାଶ କରିବେ। ଆଣବିକ…

ଶ୍ରାବଣରେ ମହାଦେବଙ୍କ ଶୁଭଦୃଷ୍ଟି ପାଇବାକୁ ଚାହାନ୍ତି କି, କରନ୍ତୁ ଏପରି…

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ବିଶ୍ୱାସ ରହିଛି ଯଦି ଭଗବାନ ଶିବ ଏହି ମାସରେ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଭକ୍ତର ପ୍ରତ୍ୟେକ ଇଚ୍ଛା ପୂରଣ କରନ୍ତି। ଏହା ମଧ୍ୟ କୁହାଯାଏ କି ସମସ୍ତ ମାସ ଅପେକ୍ଷା ଶ୍ରାବଣ ମାସ ମହାଦେବଙ୍କ…

କେମିତି ହେବ ଆଗାମୀ ବଜେଟ୍‌: ପ୍ରଧାନମନ୍ତ୍ରୀ ମୋଦି କଲେ ଖୁଲାସା

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଜେଟ ଅଧିବେଶନ ପୂର୍ବରୁ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ବଜେଟ୍‌କୁ ନେଇ ପ୍ରଧାନମନ୍ତ୍ରୀ ନିଜ ମତ ପ୍ରକାଶ କରିଛନ୍ତି। ମୋଦି କହିଛନ୍ତି, ଆସନ୍ତାକାଲି ଆମେ ଉପସ୍ଥାପନ କରୁଥିବା ବଜେଟ ଅମୃତକାଳର ଏକ ଗୁରୁତ୍ୱପୂର୍ଣ୍ଣ ବଜେଟ।…

ବିଧାୟକଙ୍କୁ କରିଦେଲେ ଓଜନ: ଏପଟେ ମିଠା ସେପଟେ ବିଧାୟକ, ଭିଡିଓ ଭାଇରାଲ

ବରଗଡ,୧୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀର ନବନିର୍ବାଚିତ ବିଧାୟକ ଇରାସିସ ଆଚାର୍ଯ୍ୟଙ୍କୁ ଅଭିନବ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଭଟଲି ନିର୍ବାଚନମଣ୍ଡଳୀର ଅମ୍ବାଭୋନା ବ୍ଲକ ଅନ୍ତର୍ଗତ କଣ୍ଡପଳା ଗ୍ରାମର ବରିଷ୍ଠ ନାଗରିକ ହରିଚନ୍ଦ୍ର ନାୟକ ବିଧାୟକ ଆଚାର୍ଯ୍ୟ ଯେତିକି ଓଜନ…

୧୯ରେ ସିୟୁଇଟି-ୟୁଜି ପୁନଃପରୀକ୍ଷା କରିବ ଏନ୍‌ଟିଏ

ନୂଆଦିଲ୍ଲୀ,୧୫ା୭: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ୧,୦୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ପାଇଁ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡରଗ୍ରାଜୁଏଟ୍‌ (ସିୟୁଇଟି-ୟୁଜି) ପରୀକ୍ଷା ୧୯ରେ ପୁଣିଥରେ କରାଇବାକୁ ଘୋଷଣା କରିଛି। ଏହି ଛାତ୍ରୀଛାତ୍ର ପରୀକ୍ଷା ପରିଚାଳନାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ…

ଫାଇନାଲ ମ୍ୟାଚରେ ଆହତ ହେଲା ପରେ ଭୋ ଭୋ ହୋଇ କାନ୍ଦିଲେ ଲିଓନେଲ ମେସି

ମିଆମି,୧୫ା୭: କୋପା ଆମେରିକା ୨୦୨୪ ଫାଇନାଲ ମ୍ୟାଚରେ ଆହତ ହେବା ପରେ ନିଜର କୋହକୁ ସମ୍ଭାଳି ପରି ନାହାନ୍ତି ଆର୍ଜେଣ୍ଟିନାର ଲିଓନେଲ ମେସି। ମିଆମିର ହାର୍ଡ ରକ୍ ଷ୍ଟାଡିୟମରେ କଲମ୍ବିଆ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଚାଲିଥିବା ମ୍ୟାଚର ୬୪ ତମ ମିନିଟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri