ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୧ , ୨୦୨୨)
ହକି ବିଶ୍ୱକପ ପୂର୍ବରୁ ଭୁବନେଶ୍ୱରର ଓଡିଶା ସଚିବାଳୟ ନିକଟରେ ଏକ କାନ୍ଥରେ କଳାକାରମାନେ ମୂର୍ତି ଚିତ୍ର କରୁଛନ୍ତି ଜାତୀୟ ସ୍ତରର କୁକୁର ଶୋ’ର ଶେଷ ଦିନ ଭୁବନେଶ୍ୱରର ୟୁନିଟ୍-୬ ଖେଳ ପଡିଆରେ ଓଡିଶା କେନେଲ୍ କ୍ଲବ୍ ଦ୍ୱାରା ଆୟୋଜିତ ହୋଇଥିଲା
ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୧୦, ୨୦୨୨ )
କଟକ ବାଲିଯାତ୍ରା ଉପର ପଡିଆରେ ଅନୁଷ୍ଠିତ ୧୩ତମ ସାତ ସାହି କଟକ ନୃତ୍ୟ ଉତ୍ସବର ଉଦଘାଟନୀ ସନ୍ଧ୍ୟାରେ ଯୋଗ ଦେଇଥିବା ଅତିଥି ମାନେ, ସୂରମନ୍ଦିର ନୃତ୍ୟ ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ଓଡିଶୀ ନୃତ୍ୟ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭି ବିଦ୍ୟାଳୟ ରାସ୍ତାରେ…
ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୯ , ୨୦୨୨)
ଛାତ୍ରୀଛାତ୍ର ମାନେ ଭୁବନେଶ୍ୱରର ବିଯେଇଏମ ବିଦ୍ୟାଳୟରେ ଆୟୋଜିତ ବିଜ୍ଞାନ ମେଳା ପ୍ରଦର୍ଶନ କରିଯାଉଛି ଭୁବନେଶ୍ୱରର ୟୁନିଟ୍-୬ ରେ ଓଡ଼ିଶା କେନେଲ୍ କ୍ଲବ୍ ଦ୍ୱାରା ଆୟୋଜିତ ଜାତୀୟ ସ୍ତରର କୁକୁର ଶୋ ପ୍ରତିଯୋଗିତା Sankarpur Nakei Melan Padia sthita udyan କଟକସ୍ଥିତ…
ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୮ , ୨୦୨୨)
ସୂଚନା ଭବନ ରେ ମୋ ଓଡିଶା ପ୍ରତିଷ୍ଠାତା ଓ ବିପ୍ଲବୀ ନେତା ଭବାନୀଶଙ୍କର ପରିଜା ଙ୍କ ୨ୟ ଶ୍ରାଦ୍ଧବାର୍ଷିକ ଉତ୍ସବ ରେ କଳାକାର ଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ ଭୁବନେଶ୍ୱର ର ଲୋୱେର ପିଏମଜି ଠାରେ ଗଣଶିକ୍ଷକ ମହାସଂଘ ପକ୍ଷରୁ…
ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୭, ୨୦୨୨)
ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପରେ ପଞ୍ଚଧ୍ୱନି ନାଟ୍ୟ ପରିଷଦ ପକ୍ଷରୁ ଆୟୋଜିତ ୭ମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବରେ ପରିବେଷିତ ନାଟକ, ‘ସ୍ୱପ୍ନ ପୁରୁଷ’ ଭୁବନେଶ୍ୱର ଲୋୟର ପିଏମଜିରେ ସ୍ଥାୟୀ ଚାକିରୀ ପାଇଁ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କ ଶୋଭାଯାତ୍ରା ରଣଜୀ…
ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୬ , ୨୦୨୨)
ଭୁବନେଶ୍ୱରର ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ କେରଳ ପର୍ଯ୍ୟଟନ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ବିକ୍ଷୋବକାରୀମାନେ ଭୁବନେଶ୍ୱରରେ ପୋଲିସ ବ୍ୟାରେକଡ ଉପରେ ନିଜର ଲୁଗାପଟା ସୁଖାଉଛନ୍ତି ଅଙ୍ଗନୱାଡି କର୍ମୀ ଏବଂ ଆଶା କର୍ମୀମାନେ ଭୁବନେଶ୍ୱରର ଲୋୱେର ପିଏମଜି ଛକ ଠାରେ ବିକ୍ଷୋବ ଜାରି…
ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୫ , ୨୦୨୨)
ସୋମବାର ଜ୍ୟୋତି ମୋଟର ନେକ୍ସା ଦ୍ୱାରା ପାହଲରେ ମାରୁତି ସୁଜୁକି ଗ୍ରାଣ୍ଡ ଭିଟାରା ଅଫ୍ ରୋଡିଂ ଡ୍ରାଇଭ୍ କାର୍ଯ୍ୟକ୍ରମ ଆଗକୁ ଆସୁଛି ବଡ ଦିନ ଚୌଧୁରୀ ବଜ଼ାର ଅଞ୍ଚଳରେ ଥିବା ଦୋକାନ ସମ୍ମୁଖରେ ଗୃହ ସଂଜିତ ଉପକରଣ ଗୁଡିକ ବିକ୍ରୟ ପାଇଁ…
ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୩, ୨୦୨୨)
ମେକ୍ ଇନ୍ ଓଡିଶା କନକ୍ଲେଭ – ୨୦୨୨ରେ ସାଂସ୍କୃତିକ ନୃତ୍ୟ, ଫ୍ୟାଶନ୍ ସୋ ଏବଂ ଲେଜର ଲାଇଟ୍ ସୋ ଭୁବନେଶ୍ୱରରେ ଆୟୋଜିତ ମେକ୍ ଇନ୍ ଓଡିଶା କନକ୍ଲେଭ – ୨୦୨୨ରେ ଓଡିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର…
ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୨, ୨୦୨୨)
ଫିଆଇଏଚ ଓଡିଶା ହକି ପୁରୁଷ ବିଶ୍ୱକପ ୨୦୨୩ ର ଉଦଘାଟନୀ ସମାରୋହ ପୂର୍ବରୁ କଟକସ୍ଥିତ ମହାନାଦୀ ରିଙ୍ଗ ରୋଡ୍ ଏକ ରୂପରେଖ ଦିଆଯାଉଛି ଭୁବନେଶ୍ୱରର ଜନତା ମଇଦାନରେ ମେକ୍ ଇନ୍ ଓଡିଶା କନକ୍ଲେଭ -୨୦୨୨ ଆରମ୍ଭ ହୋଇଯାଇଛି ଭୁବନେଶ୍ୱରର ଲୋୟର ପିଏମଜି…
ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୩୦, ୨୦୨୨)
ଭୁବନେଶ୍ୱର ଜନତା ମଇଦାନରେ ମେକ୍ ଇନ୍ ଓଡିଶା କନ୍କ୍ଲେଭ୍ ଉଦଘାଟିତ ବିଶ୍ୱ ଏଡସ ଦିବସ: ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବନ୍ଦେ ମାତରମ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱର ବରମୁଣ୍ଡା ଆଇଏସବିଟିରେ ବିଡିଏ ପକ୍ଷରୁ ବେଆଇନ ନିର୍ମାଣକୁ ଭଙ୍ଗା…
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୯, ୨୦୨୨)
ଭୁବନେଶ୍ୱରର ଜନତା ମୈଦାନରେ ମେକ୍ ଇନ୍ ଓଡିଶା କନକ୍ଲେଭ -୨୦୧୨ ପାଇଁ ପ୍ରସ୍ତୁତି ଚାଲିଛି ଭୁବନେଶ୍ୱରର ପିଏମଜି ସ୍କୋୟାରରେ ଜଣେ ମହିଳା ପୋଲିସ ଅଧିକାରୀ ଚୁଡ଼ି କିଣୁଛନ୍ତି ଭୁବନେଶ୍ୱରର ପିଏମଜି ସ୍କୋୟାରରେ ବିରୋଧ ବେଳେ ଆଶା କର୍ମଚାରୀମାନେ ରାସ୍ତାରେ ଖାଦ୍ୟ ଖାଉଛନ୍ତି
ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨୮, ୨୦୨୨)
ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ମୃଦୁଗୁଞ୍ଜନ ଦ୍ୱାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ ସପ୍ତରଙ୍ଗ ଭୁବନେଶ୍ୱର ପିଏମଜି ସ୍କୋୟାର ଧାରଣା ସ୍ଥଳରେ ଦୋକାନ କଟକସ୍ଥିତ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ, ପ୍ରତି ସୋମବାର ‘No Vehicle Day’ ସଚେତନତା ଅଭିଯାନ ଆରମ୍ଭ କରିଛି…
Archives


