ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୭, ୨୦୨୨)

ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପରେ ପଞ୍ଚଧ୍ୱନି ନାଟ୍ୟ ପରିଷଦ ପକ୍ଷରୁ ଆୟୋଜିତ ୭ମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବରେ ପରିବେଷିତ ନାଟକ, ‘ସ୍ୱପ୍ନ ପୁରୁଷ’

 

 

ଭୁବନେଶ୍ୱର ଲୋୟର ପିଏମଜିରେ ସ୍ଥାୟୀ ଚାକିରୀ ପାଇଁ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କ ଶୋଭାଯାତ୍ରା

 

ରଣଜୀ ଟ୍ରଫି ମ୍ୟାଚ୍ ପୂର୍ବରୁ ଦଳ ଚୟନକୁ ନେଇ ଓଡିଆର ପୂର୍ବତନ କ୍ରିକେଟର ପ୍ରଭଞ୍ଜନ ମଲ୍ଲିକ ଓସିଏ କନଫରେନ୍ସ ହଲରେ, ସାମ୍ବାଦିକ ସମ୍ମିଳନୀରେ ନିଜ ବକ୍ତବ୍ୟ ରଖୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୩, ୨୦୨୦)

ପୁରୀ ରଥଯାତ୍ରା: ପାଣିରେ ତିନି ରଥର ପ୍ରତିଛବି ପୁରୀ ରଥଯାତ୍ରା: ଶଙ୍କରାଚାର୍ଯ୍ୟ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଛନ୍ତି ପୁରୀ ରଥଯାତ୍ରା: ସୁଦର୍ଶନଙ୍କ ପହଣ୍ଡି...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୩୦, ୨୦୨୦)

ଭୁବନେଶ୍ୱରରେ ଗୁରୁବାର ଲକ୍‌ଡାଉନ ସମୟର ଦୃଶ୍ୟ କଟକସ୍ଥିତ ବକ୍ସିବଜାର ମୁଖ୍ୟ ରାସ୍ତା କଡରେ ଅପରାହ୍ନରେ ପାରାପଲ ମହର୍ଷି କଲେଜ ରୋଡ ନିକଟରେ ଶ୍ରମିକମାନେ ଡ୍ରେନଜ କାମରେ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୫, ୨୦୨୧)

ହୋଲି ପରେ ମାରୱାଡି ମହିଳା ଙ୍କ ଦ୍ୱାରା ହେବାକୁ ଥିବା ପାରମ୍ପରିକ ପୂଜା ପାଇଁ ନୟାସଡ଼କ ଅଂଚଳ ରାସ୍ତା ପାର୍ଶ୍ୱରେ ବିକ୍ରୟ ପାଇଁ ରଖାଯାଇଥିବା ଗଙ୍ଗାଗୋଉର...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୨, ୨୦୨୦)

କଟକ ଚୌଧୁରୀ ବଜାର ଅଞ୍ଚଳରେ ଗୁଡ଼ି କିଣୁଛନ୍ତି ଗ୍ରାହକ   ନରାଜ ଆନିକଟରେ ମାଛଧରୁଛନ୍ତି ଧୀବର   ଛାଡ଼ଖାଇ ଲାଗି ଭୁବନେଶ୍ୱରରେ ଆମିଷ କିଣିବା ପାଇଁ...

ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୩୧, ୨୦୨୩ )

ନୃତ୍ୟଧାମ ପକ୍ଷରୁ ଷଷ୍ଠ ଅଲ ଇଣ୍ଡିଆ କ୍ଲାସିକାଲ ଡାନ୍ସ ଫେଷ୍ଟିଭାଲ ଓ ଷଷ୍ଠ ଗୁରୁ ନାମ ଓ ସଙ୍ଗୀତ ମହୋତ୍ସବରେ ଉତ୍କଳ ରଙ୍ଗମଂଚରେ ନୃତ୍ୟ ପରିବେଷଣ...

ଓଡ଼ିଶା: ଆଜିର ଫଟୋ ( ମେ ୬, ୨୦୨୨ )

ପୁରୀ ଶ୍ରୀମନ୍ଦିର ନିକଟରେ ସୂର୍ଯ୍ୟାସ୍ତର ଦୃଶ୍ୟ   ଭୁବନେଶ୍ୱର ସତ୍ୟନଗର ରାସ୍ତାରେ ପିଲାଟି ତାଙ୍କର ଦୃଷ୍ଟିହୀନ ମାଆଙ୍କୁ ଧରି ଯାଉଛି   ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ...

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨୬, ୨୦୨୨)

ଭୁବନେଶ୍ୱର କଲିଙ୍ଗ ଷ୍ଟାଡିୟମରେ ଓଡିଶା ମହିଳା ଲିଗ୍ ଫୁଟବଲର ଜର୍ସି ଉନ୍ମୋଚନ ସମାରୋହରେ ଓଡିଶା କ୍ରୀଡା ମନ୍ତ୍ରୀ ତୁଷାରକାନ୍ତ ବେହେରା, ଏଫଏଓ ସଚିବ ଆଶୀର୍ବାଦ ବେହେରା...

ଓଡ଼ିଶା: ଆଜିର ଫଟୋ (ଜୁନ ୩, ୨୦୨୧)

କଳ୍ପନା ଛକରେ ହାଟରୁ ପରିବା ଧରି ଲୋକ ମାନେ ଯାଉଛନ୍ତି ଗୁରୁବାର ଭଉଁରୀ ଅବସର ରେ ରଥ ଚକ ରେ ପନ୍ଦାରି କଣ୍ଟା ଅନୁକୂଳ କରାଯାଇ...

Advertisement
Archives

Model This Week