ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୧୦, ୨୦୨୨ )

କଟକ ବାଲିଯାତ୍ରା ଉପର ପଡିଆରେ ଅନୁଷ୍ଠିତ ୧୩ତମ ସାତ ସାହି କଟକ ନୃତ୍ୟ ଉତ୍ସବର ଉଦଘାଟନୀ ସନ୍ଧ୍ୟାରେ ଯୋଗ ଦେଇଥିବା ଅତିଥି ମାନେ, ସୂରମନ୍ଦିର ନୃତ୍ୟ ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ଓଡିଶୀ ନୃତ୍ୟ

 

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭି ବିଦ୍ୟାଳୟ ରାସ୍ତାରେ ବିଶ୍ୱମାନବ ଅଧିକାର ଦିବସରେ ବିଭିର୍ନ ସଂଗଠନ ପକ୍ଷରୁ ମାନବ ଶୃଙ୍ଖଳା

 

ରେଡ ସ୍ୱସ୍ତିକ ପକ୍ଷରୁ ଭିର୍ଣ୍ଣକ୍ଷମ ସପ୍ତାହ ଅବସରରେ ଆମ୍ବୁଲାନ୍ସ ସେବାକୁ ଅତିଥିମାନେ ଲୋକାର୍ପିତ କରୁଛନ୍ତି

 

ଭୁବନେଶ୍ୱର ୟୁନିଟ୍- ୬ ଖେଳ ପଡିଆରେ ଓଡିଶା କେନେଲ୍ କ୍ଲବ୍ ଦ୍ୱାରା ଆୟୋଜିତ ଜାତୀୟ ସ୍ତରର ‘ଡଗ୍ ଶୋ’ର ଦ୍ୱିତୀୟ ଦିନ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୪ , ୨୦୨୦)

ଲଘୁଚାପ ଜନିତ ବର୍ଷା ଫଳରେ କଟକ ର ଖାନନଗର ଟ୍ରାଫିକ ସ୍କୋୟାର ରାସ୍ତାରେ ଖାଲ ଥିବାରୁ ପାଣି ଜମି ରହିଛି ଲଘୁଚାପ ଜନିତ ବର୍ଷା ଫଳରେ...

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୨୯, ୨୦୨୧ )

କଳାକାରମାନେ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ପଶୁ ମୁଖା ନୃତ୍ୟ ଏବଂ ଯୋଡି ଶଙ୍ଖ ନୃତ୍ୟ ପରିବେଷଣ କରୁଛନ୍ତି   ଜାତୀୟ ହସ୍ତ୍ରତନ୍ତ୍ର ମେଳା : ଭୁବନେଶ୍ୱର...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୦, ୨୦୨୨)

   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ FIFA under -17 Women’s World Cup 2022 ର ଲୋଗୋ ଉନ୍ମୋଚନ କରୁଛନ୍ତି  ...

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୧୦, ୨୦୨୧ )

ଆଗକୁ ମକର ସଂକ୍ରାନ୍ତି କଟକର ନୟାସଡ଼କ ଅଞ୍ଚଳରେ ଗୁଡ଼ି ବିକ୍ରି ହେଉଛି ଆସନ୍ତା ଜାନୁଆରୀ ୧୪ ରେ ମୁକ୍ତେଶ୍ଵର ମହୋତ୍ସବ ପାଇଁ ପ୍ରସ୍ତୁତି ଚାଲିଛି ଭୁବନେଶ୍ୱରର...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୩୧, ୨୦୨୧)

ଶ୍ରୀ ଜଗନ୍ନାଥ ହେରିଟେଜ୍ କରିଡର ପାଇଁ ପୁରୀରେ ଉଛେଦ କାର୍ଯ୍ୟ ଚାଲିଛି ଆଗକୁ ମା ଶ୍ୟାମାକାଳୀ ପୂଜା କଟକସ୍ଥିତ ରାଣୀହାଟ ମଣ୍ଡପଠାରେ ଜଣେ କଳାକାର ମାଟି...

ଓଡ଼ିଶା: ଆଜିର ଫଟୋ (ମେ ୧୧, ୨୦୨୧)

ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଦୟା ନଦୀ ପୋଲ ତଳେ ମାଛ ଧରୁଛନ୍ତି ବ୍ୟକ୍ତି     ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା     ଭୁବନେଶ୍ୱର ଖଣ୍ଡଗିରିରେ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୮ , ୨୦୨୧)

ନେତାଜୀ ବସ୍ ଟର୍ମିନାଲକୁ ଯିବା ପାଇଁ କଟକସ୍ଥିତ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ଲାଇବ୍ରେରୀକୁ ଭାଙ୍ଗି ଦିଆ ଯାଉଥିବାର ଦୃଶ୍ୟ   ଜଣେ ବ୍ୟକ୍ତି ମୁଣ୍ଡରେ ଧାନ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୮, ୨୦୨୨)

କଟକର ଶେଖ ବଜ଼ାର ପୂଜା ମଣ୍ଡପରେ ମା ଦୁର୍ଗା ମୁର୍ମୟୀ ପ୍ରତିମା ଗଢୁଥିବା ଶିଳ୍ପୀ ତେଲଗୁ ସମ୍ପ୍ରଦାୟ ପକ୍ଷ୍ୟରୁ ଗଡଗଡିଆ ମହାନଦୀତଟ ଠାରେ ଶ୍ରୀଶ୍ରୀ ସୋଲ...

Advertisement
Archives

Model This Week