ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୧୨, ୨୦୨୩ )

କଟକ ମଙ୍ଗଳବାଗ ରିଙ୍ଗ ରୋଡ ପାର୍ଶ୍ୱସ୍ଥ ମହାନଦୀ ତଟ ନିକଟରେ କାଶତଣ୍ଡୀ ଫୁଲର ସମ୍ଭାର

 

 

ଭୁବନେଶ୍ୱର ବମିଖାଲ ରୋଡରେ ଖାଲ ଓ ପାଣି ଜମିରହିଛି ଲୋକେ ହନ୍ତସନ୍ତ

 

 

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପରେ ହସ୍ପିଟାଲରେ ସଫେଇ କାର୍ଯ୍ୟ ବିପର୍ଯସ୍ତ

 

 

ସେପ୍ଟେମ୍ବର ୧୬ରେ ଉଦ୍‌ଘାଟନ ହେବାକୁ ଥିବା କଟକ ନେତାଜୀ ବସ୍ ଟର୍ମିନାଲ୍ ର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

 

 

କଟକ ଯୋବ୍ରା ତାଳଦଣ୍ଡା କେନାଲରେ ବୋଟିଙ୍ଗ ସ୍ଥଳ ଓ ଫୁଡ କୋର୍ଟ ସେପ୍ଟେମ୍ବର ୧୬ରେ ଉଦ୍‌ଘାଟନ ହେବ

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୬)

କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା     ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…

ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)

‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?