ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୫, ୨୦୨୩ )
ଭୁବନେଶ୍ୱରରେ ଲୋକମାନେ ହୋଲି ପାଇଁ ସପିଂ କରୁଛନ୍ତି ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱରକୁ ବିମାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖରା ପାଇଁ ଲୋକେ ଛତା ଧରି ଯାଉଛନ୍ତି ଭୁବନେଶ୍ୱର ଭଞ୍ଜକଳା...
ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୪, ୨୦୨୩ )
ରବିବାର ଦିନ ଉଦ୍ଘାଟନୀ ଉତ୍ସବ ପୂର୍ବରୁ ଶ୍ରମିକମାନେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦର ଠାରେ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ କୁ କାର୍ଯ୍ୟକ୍ଷମ କରୁଛନ୍ତି କେନ୍ଦ୍ରସରକାର ଙ୍କ ବାରମ୍ବାର ଏଲପିଜି ମୂଲ୍ୟ ବୃଦ୍ଧିକୁ ବାମପନ୍ଥୀ କାର୍ଯ୍ୟକର୍ତ୍ତା ଭୁବନେଶ୍ୱରର ରାଜମହଲ...
ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୩, ୨୦୨୩ )
ଭୁବନେଶ୍ୱର ଉପକଣ୍ଠ ଶ୍ୟାମପୁରରେ ଦୋଳ ମେଳଣ ଉତ୍ସବ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ସେଭେନ ପିଲରସ୍ ଅଫ ବିଶଡମ ସଭା ଗୃହ ପରିସରରେ ଫିଲ୍ମ ପୋଷ୍ଟରକୁ ଛାତ୍ରୀଛାତ୍ର ମାନେ ଦେଖୁଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟ ସେଭେନ ପିଲରସ୍...
ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨, ୨୦୨୩ )
କଟକ ତିନିକୋଣିଆ ବଗିଚା ଅର୍ଣ୍ଣପୂର୍ଣ୍ଣା ଲେନରେ ଜଣେ କାରିଗର ବେଣାଚେରରେ ପରଦା ପ୍ରସ୍ତୁତ କରୁଛନ୍ତି ଓଡ଼ିଶା ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ ସାଇକେଲ ବିତରଣ ଉତ୍ସବର ଶୁଭାରମ୍ଭ କରୁଛନ୍ତି...
ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୧, ୨୦୨୩ )
ବିଜୁ ବାବୁଙ୍କ ଡାକୋଟା ବିମାନ ଭୁବନେଶ୍ୱର ବିମାନବନ୍ଦରରେ ଅବସ୍ଥାପିତ ହେଉଛି ଯୁକ୍ତ ୨ ପରୀକ୍ଷା ଲାଗି ଭୁବନେଶ୍ୱର ରମାଦେବୀ ୟୁନିଭର୍ସିଟି ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରୁଥିବା ଛାତ୍ରୀ କଟକ ବକ୍ସିବଜାର ଛକ ଠାରେ ଗତକାଲି ବିଳମ୍ବିତ ରାତିରେ ଅଜଣା...
ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ ୨୬, ୨୦୨୩ )
ଭୁବନେଶ୍ୱର ବିମାନ ବନ୍ଦର ଠାରେ ଡାକୋଟା ବିମାନର କାମ ଚାଲିଛି ସେଣ୍ଟ ନିରାନକରୀ ମିଶନର ସଦସ୍ୟମାନେ କଟକ ବାଲିଯାତ୍ରା ତଳ ପଡିଆ ମହାନଦୀ ତଟକୁ ସଫା କରୁଛନ୍ତି ଇଣ୍ଟର ଗ୍ଲୋବ ଫାଉଣ୍ଡେସନ ଏବଂ ଇଣ୍ଡିଗୋ ରିଚ୍...
ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ ୨୫, ୨୦୨୩ )
ନୃତ୍ୟାୟନ ପକ୍ଷରୁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଚାଲିଥିବା ମୀରା ନୃତ୍ୟ ମହୋତ୍ସବର ଉଦଯାପନୀ ଦିବସ ଭୁବନେଶ୍ୱରରେ ପ୍ରବଳ ଖରାରୁ ନିଜକୁ ରକ୍ଷା କରିବା ପାଇଁ ଜଣେ ମହିଳା ଆରୋହୀ ନିଜ ମୁହଁକୁ ଘୋଡାଇ ଦେଇଛନ୍ତି ...
ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ ୨୪, ୨୦୨୩ )
ରାଜ୍ୟପାଳ ଗଣେସି ଲାଲ ଭୁବନେଶ୍ୱରର ସ୍ୱସ୍ତି ପ୍ରିମିୟମରେ କଳିଙ୍ଗ ଲିଟେରାରୀ ଉତ୍ସବ କୁ ଶୁଭାରମ୍ଭ କରୁଛନ୍ତି ମଙ୍ଗଳାବାଗ ରିଙ୍ଗ ରୋଡ ରାସ୍ତା ରେ ଜମି ରହିଥିବା ବାଲି କୁ ସୁଭାଷ ସଂଗଠନ ପକ୍ଷ୍ୟରୁ ଉଠାଇ ସିମସି ଅଭିମୁଖେ ବାହାରିଥିବା ଶୋଭାଯାତ୍ରା
ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ ୨୨, ୨୦୨୩ )
କଟକ ଯୋବ୍ରା ରିଂ ରୋଡ ପାର୍ଶ୍ୱରେ ଜଣେ ମହିଳା କାରିଗର ବାଉଁଶରୁ ବିଭିର୍ଣ୍ଣ ଘରୋଇ ବ୍ୟବହାର ସାମଗ୍ରୀ ତିଆରି କରୁଛନ୍ତି କଟକ ଚୌଧୁରୀ ବଜାରରେ ଜଣେ ବ୍ୟବସାୟୀ ରଙ୍ଗ ବେରଙ୍ଗର ପିଚିକାରୀ ଗୁଡିକ ବିକ୍ରୟ ପାଇଁ ଟାଙ୍ଗି ରଖୁଛନ୍ତି...
ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ ୨୧, ୨୦୨୩ )
ଓଡିଶା ବିଧାନସଭାର ବଜେଟ୍ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ କଟକ ସିଡିଏ ବେଲଭିଉ ଛକ ଠାରୁ ଶିଶୁ ଭବନ ରିଂ ରୋଡ ରାସ୍ତାରେ ଉଡୁଥିବା ଧୂଳି ଭୁବନେଶ୍ୱର ପିଏମଜିରେ ତାଲଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ...
ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ ୧୯, ୨୦୨୩ )
ଭୁବନେଶ୍ୱର ଆଦିବାସୀ ପଡିଆରେ ଆଦିବାସୀ ମେଳାର ପ୍ରସ୍ତୁତି ଚାଲିଛି କଟକ ବାଲିଯାତ୍ରା ଉପର ପଡିଆରେ ଆରମ୍ଭ ହୋଇଛି ବାରବାଟୀ ଶିଶିର ମେଳା ସନ୍ତୋଷ ଟ୍ରଫି – ରାଜଧାନୀ ପଡିଆରେ ଓଡ଼ିଶା ବନାମ କର୍ଣ୍ଣାଟକ ...
ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ ୧୮, ୨୦୨୩ )
ଭକ୍ତମାନେ କଟକସ୍ଥିତ ଅଷ୍ଟଶମ୍ଭୁ ଶିବ ମନ୍ଦିରରେ ଏକ ବିଶାଳ ମାଟି ଦୀପରେ ଘିଅ ରଖୁଛନ୍ତି କଟକଠାରେ ରେଳ ଫାଟକ ପଡ଼ିଲାପରେ ବି ଲୋକମାନେ ଗଳି ଯାଉଛନ୍ତି ଭକ୍ତମାନେ ଭଗବାନ ଶିବଙ୍କୁ ପୂଜା କରିବା ପାଇଁ କଟକସ୍ଥିତ ଅମରେଶ୍ୱର ମନ୍ଦିରରେ ଭିଡ଼...
Archives


