ଓଡ଼ିଶା: ଆଜିର ଫଟୋ ( ଜୁନ୍ ୧୬ , ୨୦୨୩ )

ପ୍ରସ୍ତୁତ ହେଉଥିବା ରଜପାନ ସହ ଆଳୁଦମ ଦହିବରା ଖାଇବାକୁ ଭିଡ ଜମାଇଥିବା ଲୋକ ମାନେ

ଦୋଳିରେ ଶିଶୁ କୁ ବସାଇ ଖେଳାଉଛନ୍ତି ବାରବାଟୀ କଟକ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ

ଦୋଳି ରେ ବସିଥିବା ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ

ଧବଳେଶ୍ୱର ଗଡା ଠାରେ ବାରବାଟୀ କଟକ ବିଜେଡି ପକ୍ଷ୍ୟରୁ ଅନୁଷ୍ଠିତ ରଜ ମହୋତ୍ସବ

କୃଷକ ବଜ଼ାର ରିଙ୍ଗରୋଡ ପାର୍ଶ୍ୱରେ ଗଛ ଭାଙ୍ଗିଯାଇ ରାସ୍ତା କୁ ଅବରୋଧ କରି ବିପଦ ସଂକୁଳ ଅବସ୍ଥା ରେ ଝୁଲି ରହିଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସିନେ କ୍ରିଟିକ୍ସ ଆସୋସିଏସନ୍ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ କାର୍ଯ୍ୟକ୍ରମ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri