ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୯, ୨୦୨୩ )
ଏକ ଶୋଭାଯାତ୍ରା ସମୟରେ ଯୋବ୍ରା ଆନିକଟ ମହାନଦୀ ବ୍ୟାରେଜ୍ ରୋଡରେ ଉପୁଜିଥିବା ଟ୍ରାଫିକ ସମସ୍ୟା ଭୁବନେଶ୍ୱର ଖାରବେଳନଗର ଅଂଚଳରେ ବିଡିଏ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ସର୍ବନିମ୍ନ ମଜୁରୀ ଓ ବାସଗୃହ ପ୍ରଦାନ ଦାବୀରେ ଛାତ୍ରାବାସ କର୍ମଚାରୀ…
ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୨୮, ୨୦୨୩ )
ପୁରୀ ପେଣ୍ଠକଟା ବସ୍ତି ଅଞ୍ଚଳର ଶିଶୁ ମାନେ ଗୋବର, ଗୋମୁତ୍ର, କ୍ଷୀର, ଦହି ଓ ବିଭିନ୍ନ ପ୍ରକାର ଶସ୍ୟରେ ପଞ୍ଚଗବ୍ୟ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି କଟକସ୍ଥିତ ଖାନନଗର ଶ୍ମଶାନରେ ଗାର୍ଡ ଅଫ ଅନର ଦିଆଯିବା ସହିତ କବି ପଦ୍ମଶ୍ରୀ ଜୟନ୍ତ…
ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୬, ୨୦୨୩ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଚିନ୍ତା ଓ ଚେତନା ଦ୍ୱାରା ୪୬ତମ ବର୍ଷା ଉତ୍ସବ ଭୁବନେଶ୍ୱର ସହିଦ ନଗରରେ ଝିଅ ମାନେ ରାଖୀ ପୂର୍ଣ୍ଣିମା ପାଇଁ ରାଖୀ କିଣୁଛନ୍ତି କଟକ କଳା ବିକାଶ କେନ୍ଦ୍ର ଅଡିଟୋରିୟମରେ ଶ୍ରଦ୍ଧାଞ୍ଜଳି…
ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୩, ୨୦୨୩ )
ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଚନ୍ଦ୍ରଯାନ-୩ର ସଫଳତା ପରେ ଖୁସିର ବାତାବରଣ ଭୁବନେଶ୍ୱର ଲୋୟର ପିଏମଜିରେ ବନ୍ଦେମାତରଂ ଅନୁଷ୍ଠାନ ପକ୍ଷରୁ ଚନ୍ଦ୍ରଯାନ-୩ର ଏକ କଳାକୃତି ପ୍ରଦର୍ଶନ କଟକ ସିଏମସି ଅଫିସ ସମ୍ମୁଖରେ ଡେଙ୍ଗୁ ନିରାକରଣ ଦାବି…
ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୨, ୨୦୨୩ )
ଧରିତ୍ରୀର ୫୦ ବର୍ଷ ପାଳନ ଅବସରରେ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟରେ “ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି” ଶୀର୍ଷକ ବକ୍ତୃତା ପ୍ରତିଯୋଗିତା ରାଜଧାନୀ ଭୁବନେଶ୍ୱର ରସୁଲଗଡ ଛକରେ ଖାଲ ଭୁବନେଶ୍ୱର ପୋଖରୀପୁଟ ଅଂଚଳରେ ବିଡିଏ ପକ୍ଷରୁ…
ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୨୧ , ୨୦୨୩ )
ଶିଳ୍ପୀ କୁମ୍ଭାରସାହି ଅଞ୍ଚଳରେ ଗଣେଶ ମୁର୍ମୟୀ ପ୍ରତିମା ଗଢୁଥିବା ଶିଳ୍ପୀ ରାଜଧାନୀ ସଚିବାଳୟ ରୋଡରେ ପ୍ରବଳ ବର୍ଷା
ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୦, ୨୦୨୩ )
କଟକ ଶ୍ରୀରାମ ଚନ୍ଦ୍ର ଭବନରେ ଓଡ଼ିଆ ଗୀତିକବି ସମାଜ ପକ୍ଷ୍ୟରୁ ରାଜ୍ୟସ୍ତରୀୟ ଗୀତି କବିତା ଆସର ଓ ଆଲୋଚନା ଚକ୍ର ଭୁବନେଶ୍ୱର ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ‘ମାଟିଘର ସାହିତ୍ୟ ଆସର’ର ଚତୁର୍ଥ ସଂସ୍କରଣ ପତ୍ରିକା ଉନ୍ମୋଚନ ଓ କବିତା…
ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୯, ୨୦୨୩ )
କଟକ କୁମ୍ଭାର ସାହି ଅଂଚଳରେ ଜଣେ ମହିଳା ଖୁଦୁରୁକୁଣୀଙ୍କ ମୁର୍ମୟୀ ପ୍ରତିମାଙ୍କୁ ରଙ୍ଗ ତୁଳୀରେ ରୂପରେଖ ଦେଉଛନ୍ତି ସିଲିକନ୍ ଇନଷ୍ଟିଚ୍ୟୁଟ୍ ପଟିଆରେ କେତକି ଫାଉଣ୍ଡେସନ୍ ଦ୍ୱାରା ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ…
ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୮, ୨୦୨୩ )
ଅସୁରକ୍ଷିତ ଭାବେ କାଉଡ଼ିଆଙ୍କୁ ନେଇ କଟକସ୍ଥିତ ଗଡ଼ଗଡ଼ିଆ ଘାଟ ଅଭିମୁଖେ ଯାଉଥିବା ଅଟୋ କଟକସ୍ଥିତ ଶିଖରପୁର ଜାତୀୟ ରାଜପଥ ଖାଲଖମାରେ ଭର୍ତ୍ତି କଟକ ମହାନଗର ନିଗମ କାଉନସିଲ ବୈଠକରେ କର୍ପୋରେଟରଙ୍କ ହଟ୍ଟଗୋଳ ୧୦ ଦଫା ଦାବିରେ ଓଡ଼ିଶା ମାଧ୍ୟମିକ…
ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୬, ୨୦୨୩ )
କଟକରେ କେଭିକେ ରୋଡ ସ୍ଥିତ ସତ୍ୟସାଇ ସ୍କୁଲ ମୁଖ୍ୟ ଫାଟକରେ ତାଲା ପଡ଼ିଥିବାରୁ ବାହାରେ ଛାତ୍ରୀଛାତ୍ରଙ୍କୁ ଧରି ଅପେକ୍ଷାରେ ଅଛନ୍ତି ଅଭିଭାବକ ଏବଂ ଶିକ୍ଷୟତ୍ରୀ ଶିକ୍ଷକ ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜିରେ ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ…
ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୫, ୨୦୨୩ )
ଭୁୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ୭୭ତମ ସ୍ୱାଧୀନତା ଦିବସ ପାଳନ ପୁରୀ ସିଂହ ଦ୍ଵାର ଠାରୁ ହର ଘର ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ବଡ଼ ଦାଣ୍ଡରେ ଯାଉଅଛି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭୁବନେଶ୍ୱର ନବୀନ…
ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୨, ୨୦୨୩ )
ନନ୍ଦନକାନନରେ ବିଶ୍ୱ ହାତୀ ଦିବସ ଧରିତ୍ରୀର ୫୦ ବର୍ଷ ପାଳନ ଅବସରରେ କଟକ ଶ୍ରୀଶ୍ରୀ ୟୁନିଭରସିଟିରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ଭୁବନେଶ୍ୱର ୟୁନିଟ-୩ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା …
Archives


