ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ ( ୧୯ ମେ, ୨୦୨୪)

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁରୀ ଗସ୍ତକୁ ସ୍ୟାଣ୍ଡ ଆନିମେସନରେ ସ୍ୱାଗତ କରୁଛନ୍ତି ଭାସ୍କର ଶିଳ୍ପୀ ଶ୍ରୀଧର ଦାସ     ବ୍ରହ୍ମପୁର ମହାତ୍ମାଗାନ୍ଧୀ ଷ୍ଟାଡିୟମ ପରିସରରେ ଗଞ୍ଜାମ ବକ୍ସିଂ କ୍ଲବ ପକ୍ଷରୁ ଗଞ୍ଜାମ ଜିଲ୍ଲା ଗ୍ରୀଷ୍ମ କାଳୀନ ମୁଷ୍ଟି ଯୁଦ୍ଧ ପ୍ରଶିକ୍ଷଣ…

ଓଡ଼ିଶା: ଆଜିର ଫଟୋ ( ୧୮ ମେ, ୨୦୨୪)

ଭୁବନେଶ୍ୱର ସ୍ଥିତ ରବିନ୍ଦ୍ରମଣ୍ଡପରେ ଆୟୋଜିତ ୩୭ତମ ବାର୍ଷିକ ନୃତ୍ୟତ୍ସବ ‘ନୃତ୍ୟାମ୍ବଦା’ର ଦ୍ଵିତୀୟ ଦିବସ ସାଧାରଣ ନିର୍ବାଚନ ୨୦୨୪ ପାଇଁ ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ ରାସ୍ତାରେ ଯାତାୟାତ କରୁଥିବା ଯାନବାହନକୁ ଯାଞ୍ଚ କରୁଛନ୍ତି ପୋଲିସ ଅଧିକାରୀ

ଓଡ଼ିଶା: ଆଜିର ଫଟୋ ( ୧୬ ମେ, ୨୦୨୪ )

ଶ୍ରୀକ୍ଷେତ୍ର ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି       ପ୍ରଚଣ୍ଡ ଖରା ପାଇଁ ଶ୍ରୀମନ୍ଦିର ସାମ୍ନାରେ ଭକ୍ତଙ୍କ ଉପରେ ପାଣି ସ୍ପ୍ରେ କରାଯାଉଛି     ଶ୍ରୀମନ୍ଦିର ପାଖରେ ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ ଭକ୍ତମାନେ…

ଓଡ଼ିଶା: ଆଜିର ଫଟୋ ( ୧୫ ମେ, ୨୦୨୪ )

କଳିଙ୍ଗ ଷ୍ଟାଡିୟମରେ ୨୭ତମ ଜାତୀୟ ଫେଡେରେସନ୍ ଆଥଲେଟିକ୍ସ ଚାମ୍ପିଅନସିପ୍     କଳିଙ୍ଗ ଷ୍ଟାଡିୟମରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ବିଜେତା     ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ‘ମୋ ବୁଥ’ ମୋବାଇଲ୍ ଆପ୍ ଶୁଭାରମ୍ଭ…

ଓଡ଼ିଶା: ଆଜିର ଫଟୋ ( ୧୩ ମେ, ୨୦୨୪ )

ପ୍ରକାଶ ପାଇଲା CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ: କଟକ ସିଡିଏ ଡିଏଭି ପବ୍ଲିକ ସ୍କୁଲରେ କୃତି ଛାତ୍ରୀଛାତ୍ରଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଉଛନ୍ତି ଅଧ୍ୟକ୍ଷା ନମିତା ମହାନ୍ତି     କଟକ କଚେରୀ ରାସ୍ତା ପାର୍ଶ୍ୱରେ ଥିବା ଟାଟା…

ଓଡ଼ିଶା: ଆଜିର ଫଟୋ ( ୧୨ ମେ, ୨୦୨୪ )

ବର୍ଷାରେ କଟକର ବିଭିର୍ନ ଅଂଚଳର ଅବସ୍ଥା     ୟୁସିପି ଇଂଜିନିୟରିଂ ସ୍କୁଲରୁ ଭିଭିପାଟ ଓ ଇଭିଏମ ମେସିନ ବ୍ରହ୍ମପୁର ନିକଟସ୍ଥ କେନ୍ଦ୍ରକୁ ପଠାଯାଉଛି     କଟକ ଯୋବ୍ରା ରିଙ୍ଗ ରୋଡ ଡିଭାଇଡର ମଧ୍ୟରେ ଲଗାଯାଇ ଥିବା ଗଛ ଗୁଡିକୁ…

ଓଡ଼ିଶା: ଆଜିର ଫଟୋ ( ୧୧ ମେ, ୨୦୨୪)

ବକୁଳ ଫାଉଣ୍ଡେଶନ ପକ୍ଷରୁ ଓଡ଼ିଶାର ପ୍ରଥମ ଓ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀଙ୍କ ଜୀବନୀ ପୁସ୍ତକ ‘ନନ୍ଦିନୀ ଶତପଥୀ: ଦ ଆଇରନ୍ ଲେଡି ଅଫ୍ ଓଡ଼ିଶା’ ଉନ୍ମୋଚିତ     କଟକ ଚାନ୍ଦିନୀ ଚୌକ ଅଷ୍ଟଶମ୍ଭୁ ମନ୍ଦିର ପ୍ରାଙ୍ଗଣରେ ଥିବା ଶନି ଦେବଙ୍କ…

ଓଡ଼ିଶା: ଆଜିର ଫଟୋ (୯ ମେ, ୨୦୨୪)

ରାଜଧାନୀ ଭୁବନେଶ୍ୱରର ବାଣୀବିହାର ଠାରୁ ଆଚାର୍ଯ୍ୟ ବିହାର ଯାଏ ପ୍ରବଳ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି ରାଜଧାନୀରେ ପ୍ରବଳ ଖରାରେ ଲୋକମାନେ ରାସ୍ତାରେ ଯାଉଛନ୍ତି ପୁରୀ ରଥଯାତ୍ରା ପାଇଁ ଶହୀଦନଗରରେ ଏକ ଟ୍ରକରେ ରଖାଯାଇଥିବା ରଥକାଠ କୁ ଭକ୍ତମାନେ ମୁଣ୍ଡିଆମାରୁଛନ୍ତି

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?