ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (୧୪ ଜୁନ, ୨୦୨୪)

ପହିଲି ରଜରେ ରାଜଧାନୀରେ ବର୍ଷା ପରସ୍ପରକୁ ପୋଡା ପିଠା ଖୁଆଇ ଦେଉଥିବା ଯୁବତୀ କଟକ ବଳଭଦ୍ରପୁର ଅଂଚଳ ରେ ଅନୁଷ୍ଠିତ ରଜ ଉତ୍ସବ ସେଲ୍ଫି ନେଉଥିବା ଯୁବତୀ ମାନେ  

ଓଡ଼ିଶା: ଆଜିର ଫଟୋ ( ୧୨ ଜୁନ, ୨୦୨୪)

ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଓ ତାଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଆଉ ୧୫ ମନ୍ତ୍ରୀ ଶପଥ ପାଠ କରୁଛନ୍ତି     ଭୁବନେଶ୍ୱର ରାଜ ଭବନ ଛକରେ ମେଢନାଚ

ଓଡ଼ିଶା: ଆଜିର ଫଟୋ ( ୧୧ ଜୁନ, ୨୦୨୪)

ଶ୍ରୀ ଲିଙ୍ଗରାଜ ଶିବ ବିବାହ ପାଇଁ ଶୋଭାଯାତ୍ରାରେ ଯାଉଛନ୍ତି       କଟକ ଚାନ୍ଦିନୀ ଚୌକ ଜଗନ୍ନାଥ ମନ୍ଦିର ଠାରେ ରଥ ଯାତ୍ରା ପାଇଁ ରଥ ଚକ ଗୁଡିକ ନିର୍ମାଣ ଚାଲିଛି     କଟକ ଗଡ ଗଡ଼େଶ୍ୱର ମନ୍ଦିର…

ଓଡ଼ିଶା: ଆଜିର ଫଟୋ ( ୯ ଜୁନ, ୨୦୨୪)

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୯୩ତମ ଜୟନ୍ତୀ ଅବସରରେ ପୂତିମୂର୍ତ୍ତିରେ ମାଲ୍ୟାର୍ପଣ।     କଟକ ଅନ୍ନପୂର୍ଣ୍ଣା ଥିଏଟରରେ ନିଖିଳ ଉତ୍କଳ କଳା ନିକେତନ ପକ୍ଷରୁ ଅନୁଷ୍ଠିତ ୭ମ ଷ୍ଟାର କଲଚରାଲ ଫେଷ୍ଟିଭାଲ ୨ୟ ସନ୍ଧ୍ୟାରେ ରାଉରକେଲା ନଟରାଜ…

ଓଡ଼ିଶା: ଆଜିର ଫଟୋ ( ୮ ଜୁନ, ୨୦୨୪)

ଭୁବନେଶ୍ୱର ଜନତା ମଇଦାନରେ ଶପଥ ଗ୍ରହଣ ସମାରୋହ ପାଇଁ ଚାଲିଛି ପ୍ରସ୍ତୁତି     ଭୁବନେଶ୍ୱରରେ ଗ୍ରୀଷ୍ମ ପ୍ରବାହ     କଟକ ଜେଏନ୍ ଇଣ୍ଡୋର୍ ଷ୍ଟାଡିଅମରେ ଓଡିଶା ଟାଏକୋଣ୍ଡୋ ପକ୍ଷରୁ ଆୟୋଜିତ ଟାଏକୋଣ୍ଡୋ ପ୍ରତିଯୋଗିତା

ଓଡ଼ିଶା: ଆଜିର ଫଟୋ (୭ ଜୁନ, ୨୦୨୪)

ବାଲିଯାତ୍ରା ପଡିଆରେ ଥିବା ମୁଖ୍ୟ ତୋରଣର ସୁରକ୍ଷା ନେଇ ସମୁଖରେ ଥିବା ଷ୍ଟିଲ ବ୍ୟାରିକେଡ଼ ଭାଙ୍ଗି ଯାଇଥିବା ସ୍ଵତ୍ତ୍ୱେ ମରାମତି ହୋଇ ପାରି ନାହିଁ ସିଡିଏ ସେକଟର ୧ ରିଙ୍ଗ ରୋଡ ପାର୍ଶ୍ୱରେ ନିର୍ମଣାଧିନ ପାର୍କ ସଂମୁଖ ରାସ୍ତାରେ ମୁକୁଳା ପଡିଥିବା…

ଓଡ଼ିଶା: ଆଜିର ଫଟୋ (୬ ଜୁନ, ୨୦୨୪)

ପୁରୀ ରଥ ଖଳାରେ ମହାରଣା ସେବକ ମାନେ ରଥର ମୁହାଣ୍ଟକୁ ବିନ୍ଧ କରୁଛନ୍ତି ପୁରୀ ବ୍ଲକ ଛକ ନିକଟରେ ଥିବା ଦେବୀ ମନ୍ଦିରରେ ସମୂହ ସାବିତ୍ରୀ ବ୍ରତ ପୂଜା କରୁଛନ୍ତି ମହିଳା ସାବିତ୍ରୀ ଅମାବାସ୍ୟା ଅବସରରେ ଅମାବାସ୍ୟା ନାରାୟଣ ନୀତି ସମ୍ପନ୍ନ…

ଓଡ଼ିଶା: ଆଜିର ଫଟୋ (୫ ଜୁନ, ୨୦୨୪)

ସାବିତ୍ରୀ ବ୍ରତ ଉପଲକ୍ଷେ ଭୁବନେଶ୍ୱର ୟୁନିଟ-୧ ହାଟରେ ଫଳ କିଣିବା ପାଇଁ ଲୋକଙ୍କ ଭିଡ     କଟକ ଚୌଧୁରୀ ବଜ଼ାର ଅଂଚଳରେ ଥିବା ଫଳ ଦୋକାନରେ ସାବିତ୍ରୀ ବ୍ରତ ପାଇଁ ଲୋକମାନେ ଫଳ କିଣୁଛନ୍ତି   ସାବିତ୍ରୀ ବ୍ରତ ଉପଲକ୍ଷେ…

ଓଡ଼ିଶା: ଆଜିର ଫଟୋ (୪ ଜୁନ, ୨୦୨୪)

ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଜିତିବା ପରେ ବିଜେପି ଶିବିରରେ ଲୋକମାନେ ଖୁସି ମନାଉଛନ୍ତି ଭୋଟ ଗଣତି କେନ୍ଦ୍ର ବାହାରେ ରେଜଲ୍ଟ ଜାଣିବା ପାଇଁ ଭିଡ ଜମାଇଥିବା ବିଭିନ୍ନ ଦଳର ସମର୍ଥକଙ୍କ ଗହଳି ଉପୁଜିଥିବା ଟ୍ରାଫିକ ସମସ୍ୟା ରାଜ୍ୟ…

ଓଡ଼ିଶା: ଆଜିର ଫଟୋ (୩ ଜୁନ, ୨୦୨୪)

ଭୁବନେଶ୍ୱର ସ୍ଥିତ ରବିନ୍ଦ୍ରମଣ୍ଡପରେ ନୃତ୍ୟଶିଖା ଫଉଣ୍ଡେସନର ବାର୍ଷିକ ଉତ୍ସବ ପାଳନ ଅବସରରେ ଓଡ଼ିଶୀ ନୃତ୍ୟ ପରିବେଷିତ ରଜ ପର୍ବ ପୂର୍ବରୁ ପ୍ଲାଷ୍ଟିକ୍ ଦଉଡିରେ ନିର୍ମିତ ଦୋଳି ସୋମବାର ବିଜେଡି କଲେଜ ରୋଡ୍ ନିକଟରେ ଜଣେ ବ୍ୟବସାୟୀ ବିକ୍ରୟ ପାଇଁ ରଖିଛନ୍ତି

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?