![](https://www.dharitri.com/wp-content/uploads/2024/06/823a8ca4-4960-4a0f-9d53-a84394e73e65.jpg)
ପୁରୀ ରଥ ଖଳାରେ ମହାରଣା ସେବକ ମାନେ ରଥର ମୁହାଣ୍ଟକୁ ବିନ୍ଧ କରୁଛନ୍ତି
ପୁରୀ ବ୍ଲକ ଛକ ନିକଟରେ ଥିବା ଦେବୀ ମନ୍ଦିରରେ ସମୂହ ସାବିତ୍ରୀ ବ୍ରତ ପୂଜା କରୁଛନ୍ତି ମହିଳା
ସାବିତ୍ରୀ ଅମାବାସ୍ୟା ଅବସରରେ ଅମାବାସ୍ୟା ନାରାୟଣ ନୀତି ସମ୍ପନ୍ନ ପାଇଁ ଶ୍ରୀ ମନ୍ଦିରରୁ ବାହାରି ସାଗର ବିଜେ କରୁଛନ୍ତି
![](https://www.dharitri.com/wp-content/uploads/2024/06/f16ab854-7204-4d4c-89b9-80582d42f0d0.jpg)
ଭୁବନେଶ୍ୱରସ୍ଥିତ ପଳାସପଲ୍ଲୀରେ ସାବିତ୍ରୀ ବ୍ରତ ଲାଗି ପୂଜାର୍ଚ୍ଚନା କରୁଛନ୍ତି କିନ୍ନର