
ଶ୍ରୀ ଲିଙ୍ଗରାଜ ଶିବ ବିବାହ ପାଇଁ ଶୋଭାଯାତ୍ରାରେ ଯାଉଛନ୍ତି
କଟକ ଚାନ୍ଦିନୀ ଚୌକ ଜଗନ୍ନାଥ ମନ୍ଦିର ଠାରେ ରଥ ଯାତ୍ରା ପାଇଁ ରଥ ଚକ ଗୁଡିକ ନିର୍ମାଣ ଚାଲିଛି
କଟକ ଗଡ ଗଡ଼େଶ୍ୱର ମନ୍ଦିର ନିକଟରୁ ପବିତ୍ର ଶୀତଳ ଷଷ୍ଠୀ ଅବସରରେ ବାହାରିଥିବା ରୋଷଣୀ ଶୋଭାଯାତ୍ରା

