ଓଡ଼ିଶା: ଆଜିର ଫଟୋ (୨୪ ଡିସେମ୍ବର , ୨୦୨୩ )
ପୁରୀ ଗୌରବିହାର ଆଶ୍ରମ ରେ ବ୍ୟଞ୍ଜନ ଦ୍ଵାଦଶୀ ଅନୁଷ୍ଠିତ ପୁରୀ ଗୌରବିହାର ଆଶ୍ରମରେ ବ୍ୟଞ୍ଜନ ଦ୍ଵାଦଶୀ ଅନୁଷ୍ଠିତ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଠାରେ ପଥ ଉତ୍ସବ ଅନୁଷ୍ଠିତ ହୋଇଛି
ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୩, ୨୦୨୩ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ କାର୍ଯ୍ୟକ୍ରମ ନୂତନ ଭାବେ ସଜେଇ ହେଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଖ୍ରୀଷ୍ଟମାସ ଉପଲକ୍ଷେ ଭୁବନେଶ୍ୱର ୟୁନିଟ୍ ୪ ସତ୍ୟ ନଗର ଚର୍ଚ୍ଚକୁ ଆଲୋକରେ ସଜାଯାଇଛି …
ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୦, ୨୦୨୩ )
କଟକ କଳା ବିକାଶ କେନ୍ଦ୍ର ଅଡିଟୋରିଅମରେ ଚନ୍ଦ୍ରିକା କଳା ନିକେତନ ବାର୍ଷିକ ଉତ୍ସବରେ ଅନୁଷ୍ଠାନର ଶିଶୁ କଳାକାରଙ୍କ ଓଡିଶୀ ନୃତ୍ୟ ପରିବେଷଣ ଭୁବନେଶ୍ୱର ଜିକେସିଏମରେ ଓଡ଼ିଶୀ ଆନ୍ତର୍ଜାତୀୟ ନୃତ୍ୟ ମହୋତ୍ସବର ଉଦଯାପନୀ ଦିବସ
ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୧୯, ୨୦୨୩ )
ଭୁବନେଶ୍ୱର ଜନତା ମୈଦାନରେ ତୋସାଳି କ୍ରାଫ୍ଟ ମେଳାରେ ବଲିଉଡ଼ ଗାୟକ ସୁରେଶ ୱାଡେକରଙ୍କ ସଂଗୀତ ପରିବେଷଣ ଜିକେସିଏମ ଓଡିଶୀ ଅନୁସନ୍ଧାନ କେନ୍ଦ୍ର ଅଡିଟୋରିୟମରେ ବିଶ୍ୱ ଓଡିଶୀ ଉତ୍ସବରେ ଆୟୋଜିତ ଓଡିଶୀ ନୃତ୍ୟ କମିଶନରେଟ ପୋଲିସ ପକ୍ଷରୁ ବସ୍ତିକୁ…
ଓଡ଼ିଶା: ଆଜିର ଫଟୋ (୧୬ ଡିସେମ୍ବର , ୨୦୨୩ )
ବିଯେବି କଲେଜର ଛାତ୍ରୀଛାତ୍ର ମାନଙ୍କଦ୍ୱାରା ସଡକ ସୁରକ୍ଷା ସଚେତନତା
ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୫, ୨୦୨୩)
ଭୁବନେଶ୍ୱରରେ ୧୮ତମ ତୋଷାଳୀ ନେଶନାଲ କ୍ରାଫ୍ଟସ ମେଳା ଉଦଘାଟିତ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ଫୁଟବଲ ଏରିନାରେ ଆୟୋଜିତ ଇଣ୍ଡିଆନ ଓମେନ୍ସ ଲିଗ ୨୦୨୩-୨୪ରେ ସ୍ପୋର୍ଟ୍ସ ଓଡ଼ିଶା ଏବଂ ଓଡ଼ିଶା ଫସି ମଧ୍ୟରେ ମ୍ୟାଚ ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର…
ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୧୪, ୨୦୨୩ )
ଭୁବନେଶ୍ୱର ଜିକେସିଏମରେ କାଲିଙ୍ଗୟାନା ଟୁରିଟ୍ରିକମ୍ ଅନୁଷ୍ଠାନର ୧୪ତମ ବାର୍ଷିକ ଦିବସ ପାଳନ ତୃତୀୟ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଉତ୍ସବ ଉଦଘାଟିତ ଜେଏନ ଇଣ୍ଡୋର ଷ୍ଟାଡିଅମରେ ଅନୁଷ୍ଠିତ ବିଡବ୍ଲୁଏଫ ଟୁର ସୁପର ୧୦୦ ଟୁର୍ନାମେଣ୍ଟ ୨ୟ ରାଉଣ୍ଡରେ…
ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୧୩, ୨୦୨୩ )
ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ପାଦମୃତ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଦିବସ ପାଳନ ଭୁବନେଶ୍ୱର ୟୁନିଟ-୩ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ କବ୍ ଆଣ୍ଡ ବୁଲବୁଲ କ୍ୟାମ୍ପରେ ପିଲାମାନେ ଅଂଶଗ୍ରହଣ କରିଛନ୍ତି ଭୁବନେଶ୍ୱର…
ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୧୨, ୨୦୨୩ )
ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଦେବ ଦୀପାବଳି ଅବସରରେ ଦୀପ ପ୍ରଜ୍ୱଳନ କରାଯାଇଛି ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଦେବଦାସି ନୃତ୍ୟ ଏକାଡେମୀ ପକ୍ଷରୁ ଆଯୋୖଜିତ କାର୍ଯ୍ୟକ୍ରମ ପ୍ରତ୍ୟାବର୍ତନରେ ପରିବେଷିତ ଗୀତିନାଟ୍ୟ ଭାରତ ଲୀଳା ଭୁବନେଶ୍ୱର ରବୀନ୍ଦ୍ର…
ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୧, ୨୦୨୩)
ଭୁବନେଶ୍ୱରରେ ରାଜ୍ୟସ୍ତରୀୟ କବ ବୁଲବୁଲ ଉତ୍ସବ ଭାରତ ସ୍କାଉଟସ ଆଣ୍ଡ ଗାଇଡ୍ସ ପକ୍ଷରୁ ଆୟୋଜିତ ଭୁବନେଶ୍ୱର ୟୁନିଟ-୨ ସର୍ଦ୍ଦାର ପଟେଲ କମ୍ପ୍ଲେକ୍ସ ପରିସରରେ ବାହାରତୀୟ ଭାଷା ଦିବସକୁ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଛନ୍ତି ‘ଆଗ୍ରି…
ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୯, ୨୦୨୩ )
କଟକ ମିଶନ ରୋଡସ୍ଥିତ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ପ୍ରାଙ୍ଗଣରେ ଅନୁଷ୍ଠିତ ଖ୍ରୀଷ୍ଟମାସ କାରୋଲେ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଶ୍ରୀ ଏକାଡେମୀ ପକ୍ଷରୁ ଶ୍ରୀନୃତ୍ୟତ୍ସବ ୨୦୨୩ରେ କଳାକାର ମାନେ ନୃତ୍ୟ ପରିବେଷଣ କରୁଛନ୍ତି ଭୁବନେଶ୍ୱର ୭ମ ବାଟାଲିୟନରେ…
ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୭, ୨୦୨୩ )
କଟକ ଯୋବ୍ରା ଆନିକଟ ମହାନଦୀ ଜଳରାଶି ମଧ୍ୟରେ ଥିବା ପଥରଖଣ୍ଡ ଉପରେ ବସିଥିବା କଇଁଛ କଟକ ଯୋବ୍ରା ଆନିକଟ ମହାନଦୀ ଜଳରାଶି ମଧ୍ୟରେ ଥିବା ପଥରଖଣ୍ଡ ଉପରେ ବସି ରହିଥିବା ବଗ କୋହଲା ଓ ମେଘୁଆ ପାଗରେ କଟକ ନେତାଜୀ ସେତୁ…
Archives


