ଓଡ଼ିଶା: ଆଜିର ଫଟୋ (୭ ଜାନୁଆରୀ , ୨୦୨୩ )
ରବିବାର ଭୁବନେଶ୍ୱରର ବରମୁଣ୍ଡା ଖେଳ ପଡିଆରେ ଶିଶିରସରସ ମେଳାରେ ବହୁତ ଗହଳି ଲାଗିରହିଛି ସର୍ବସାଧାରଣଙ୍କ ପାଇଁ ଖୋଲାହେଲା ଲୋକସେବାଭବନ ପୁଷ୍ପ ଉଦ୍ୟାନ ରବିବାର ଦିନ ଭୁବନେଶ୍ୱର ପଥଉତ୍ସବ ଶିଖରଚଣ୍ଡୀ ଛକ ଠାରୁ ଇନ୍ଫୋସିଟି ଛକ
ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୬, ୨୦୨୪ )
ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ପାଇଁ ପୁରୀ ଜଗନ୍ନାଥଙ୍କୁ ନିମନ୍ତ୍ରଣ ଦେଇ ଭୁବନେଶ୍ୱର ଫେରିବା ସମୟରେ ପାଣ୍ଡରା ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଵୃଦ୍ଧାଶ୍ରମରେ ଭକ୍ତଙ୍କ ଭବ୍ୟ ସମ୍ବର୍ଦ୍ଧନା ଡ୍ରାଇଭରଙ୍କ ଧର୍ମଘଟ ଡାକରା ଫଳରେ କଟକ ନେତାଜୀ ବସ ଟର୍ମିନାଲ…
ଓଡ଼ିଶା: ଆଜିର ଫଟୋ (ଜାନୁୟାରୀ ୪, ୨୦୨୪ )
କଟକ ସହରସ୍ଥିତ କଳା ବିକାଶ କେନ୍ଦ୍ର ଅଡିଟୋରିଅମରେ ଅନୁଷ୍ଠିତ ୧୫ତମ କଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଶିଶୁ ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ଓଡିଶୀ ନୃତ୍ୟ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଚାଲିଥିବା ଜିମ୍ନାଷ୍ଟିକ୍ସ ନାଶନାଲ ଚାମ୍ପିଅନଶିପର ଉଦଯାପନୀ ଦିବସ ଭୁବନେଶ୍ୱର ୟୁନିଟ-୯…
ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୩, ୨୦୨୪ )
ଭୁବନେଶ୍ୱର ଏଜି ଛକରେ କମିଶନରେଟ୍ ପୋଲିସ୍ ଦ୍ୱାରା ସଡକ ସୁରକ୍ଷା ସପ୍ତାହ ଅଭିଯାନ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ, ମନନ ନାଟ୍ୟ ସଂସ୍ଥାର ୪୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ ନାଟକ ଉତ୍ସବରେ ପରିବେଷିତ ନାଟକ ପସନ୍ଦ ପାଳ…
ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୨, ୨୦୨୪ )
କଟକ ଯୋବ୍ରା ତାଳଦଣ୍ଡା କେନାଲରେ ପାଣି ନଥିବାରୁ ଫୁଡ଼ କୋର୍ଟ ପାର୍ଶ୍ୱରେ ଥିବା ବୋଟ୍ ଗୁଡିକର ଚଳାଚଳ ସାମୟିକ ପାଇଁ ବନ୍ଦ ରହିଛି କଟକ କାଠଗଡ଼ା ସାହି ଶିଳ୍ପୀ ଲଷ୍ମୀଧର ରଣାଙ୍କ ଦ୍ୱାରା ନିର୍ମାଣ ହେବାକୁ ଥିବା ୩୦…
ଓଡ଼ିଶା: ଆଜିର ଫଟୋ (୧ ଜାନୁଆରୀ , ୨୦୨୪ )
ନବ ବର୍ଷରେ ପୂଜାର୍ଚ୍ଚନା ପାଇଁ କଟକ ଚଣ୍ଡୀ ମନ୍ଦିରରେ ଶ୍ରଦ୍ଧାଳୁ ଙ୍କ ଗହଳି କଟକରେ ବିଭିନ୍ନ କ୍ଲବରେ ଜିରୋ ନାଇଟ ପାଳନ
ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୩୧, ୨୦୨୩ )
୨୦୨୩ର ଶେଷ ସୂର୍ଯ୍ୟାସ୍ତ କଟକ ବାଲିଯାତ୍ରା ତଳ ପଡିଆରେ, ମାସ ଓ ବର୍ଷର ଶେଷ ରବିବାରରେ ଲୋକଙ୍କ ଭୋଜିଭାତର ଆସର ଦୁଇଟି ଶୁଆ ଏକ ଗଛ ଡାଳରେ ବସିଛନ୍ତି ନନ୍ଦନକାନନରେ ପର୍ଯ୍ୟଟକଙ୍କ…
ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୩୦, ୨୦୨୩ )
ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ଜିକେସିଏମ ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବର ଶେଷ ଦିନ ପୁରୀ ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ ଏସି ଟନେଲ ନିର୍ମାଣ କରାଯାଇଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଶ୍ରୀକୃଷ୍ଣ ନଗର…
ଓଡ଼ିଶା: ଆଜିର ଫଟୋ (୨୯ ଡିସେମ୍ବର , ୨୦୨୩ )
ଶୁକ୍ରବାର ଦିନ ରବୀନ୍ଦ୍ର ମଣ୍ଡପରେ ଜିକେସିଏମ ଓଡିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଶୁକ୍ରବାର ଦିନ ରାଜ୍ୟ ସଂଗ୍ରହାଳୟର ୯୦ ବର୍ଷ ପୂର୍ତ୍ତି ଉତ୍ସବ ହାଇଟେକ ମେଡିକାଲରେ ଏସି କମ୍ପ୍ରେସର ଫାଟି ଆହତ ମେଡିକାଲରେ ପୋଲିସ ମୃତୟନ
ଓଡ଼ିଶା: ଆଜିର ଫଟୋ (୨୮ ଡିସେମ୍ବର , ୨୦୨୩ )
ରବୀନ୍ଦ୍ର ମଣ୍ଡପରେ ଇଣ୍ଟେରନେସନାଲ ଓଡିଶୀ ନୃତ୍ୟ ମହୋତ୍ସବ ରେ ସାଇ ସମ୍ପୃତି କଳା କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ କଳାକାରଙ୍କ ଓଡିଶୀ ନୃତ୍ୟ ପରିବେଷଣ ଜିମ୍ନାଷ୍ଟିକ୍ ଛାତ୍ରୀଛାତ୍ର ଏବଂ ସେମାନଙ୍କ ପିତାମାତା ଗୁରୁବାର କଳିଙ୍ଗ ଷ୍ଟାଡିୟମର ସ୍ପୋର୍ଟସ୍ ଡିପି ଇନଫ୍ରଣ୍ଟ ବିରୋଧରେ ବିରୋଧ…
ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୨୭, ୨୦୨୩)
ଭୁବନେଶ୍ୱର ଖାରବେଳନଗରସ୍ଥିତ ଲଳିତ କଲା ଏକାଡେମୀରେ ଆୟୋଜିତ ଆନ୍ତର୍ଜାତୀୟ କଣ୍ଟେମ୍ପରାରି କଳା ପ୍ରଦର୍ଶନୀ ଇଣ୍ଡିଆନ ମେଟାଲସ ପବ୍ଲିକେସନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ଟେନିସ ତାରକା ଖେଳାଳି ଦେବାଶିଷ ସାହୁଙ୍କୁ ୩୧ତମ ଏକଲବ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି କଟକ ମହାନଗର…
ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୬, ୨୦୨୩ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଅନ୍ତର୍ଜାତିକ ଓଡିଶୀ ନୃତ୍ୟ ମହୋତ୍ସବରେ ଶିଳ୍ପୀ ଆଶୁତୋଷ ପରିଡା ଓ ଚିନ୍ମୟ ସାହୁ ଓଡିଶୀ ନୃତ୍ୟ ପରିବେଷଣ କରୁଛନ୍ତି ପୁରୀ ଜଗନ୍ନାଥ ମନ୍ଦିର ସେବାୟତମାନେ ଶ୍ରୀମନ୍ଦିର ହେରିଟେଜ୍ କରିଡର ପ୍ରକଳ୍ପର ଉଦଘାଟନ ପାଇଁ ଭଗବାନ…
Archives


