ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୬, ୨୦୨୪ )

ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ପାଇଁ ପୁରୀ ଜଗନ୍ନାଥଙ୍କୁ ନିମନ୍ତ୍ରଣ ଦେଇ ଭୁବନେଶ୍ୱର ଫେରିବା ସମୟରେ ପାଣ୍ଡରା ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଵୃଦ୍ଧାଶ୍ରମରେ ଭକ୍ତଙ୍କ ଭବ୍ୟ ସମ୍ବର୍ଦ୍ଧନା

 

 

ଡ୍ରାଇଭରଙ୍କ ଧର୍ମଘଟ ଡାକରା ଫଳରେ କଟକ ନେତାଜୀ ବସ ଟର୍ମିନାଲ ଖାଁ ଖାଁ ଅନୁଭୁତ, ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଷ୍ଟାଣ୍ଡ ପରିସରରେ ଅପେକ୍ଷାରତ ଯାତ୍ରୀମାନେ

 

 

ଖଲ୍ଲିକୋଟ କଲେଜ ଖେଳ ପଡିଆ ଠାରେ ୧୦ମ ବ୍ରହ୍ମପୁର ମହାନଗର ପୁସ୍ତକ ମେଳାର ଦ୍ଵିତୀୟ ଦିନରେ ପାଠିକା ପାଠକ ମାନେ ବହି କିଣୁଛନ୍ତି

 

 

ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ସପ୍ତମ ରାଜ୍ୟସ୍ତରୀୟ ଦକ୍ଷିଣ ଓଡିଶା ନାଟକ ମହୋତ୍ସବର ୪ର୍ଥ ରଜନୀରେ ପୁରୀ କଳିଙ୍ଗ କଳାକାରଙ୍କ ପକ୍ଷରୁ ନାଟକ ଅମୁହଁ।ଗଳି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୧ ଅଗଷ୍ଟ, ୨୦୨୬)

କୁଆଖାଇ ନଦୀର ବନ୍ୟାଜଳରେ ଜାଲପକାଇ ମାଛ ଧରୁଛନ୍ତି ଜଣେ ଯୁବକ   ସୁନୟନା ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ ୫ମ ପଦ୍ମାବତୀ ଉତ୍ସବ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri