ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (୨୬ ଜୁନ, ୨୦୨୪)

ନୟାପଲ୍ଲୀ ଓଭରବ୍ରିଜ ଉପରେ ଜମି ରହିଥିବା ବର୍ଷାପାଣି ମହାନଦୀ ତଟ କୁ ଯିବା ବାରଣନେଇ ବାଲିଯାତ୍ରା ତଳପଡିଆ ଗଡଗଡିଆ ଘାଟ ଠାରେ ବାରକେଡ଼ ଦିଆଯାଉଛି

ଓଡ଼ିଶା: ଆଜିର ଫଟୋ ( ୨୩ ଜୁନ, ୨୦୨୪)

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ରୋଟାରୀ କ୍ଲବ ଦ୍ୱାରା କଳିଙ୍ଗ ସମ୍ମାନ ଉତ୍ସବ       ରାଜଧାନୀରେ ବର୍ଷା       ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ୧୩ତମ ଓଡ଼ିଶୀ ନୃତ୍ୟ ସଂଗୀତ ସମ୍ମାନ ସମାରୋହରେ ପରିବେଶିତ ନୃତ୍ୟ

ଓଡ଼ିଶା: ଆଜିର ଫଟୋ ( ୨୨ ଜୁନ, ୨୦୨୪)

ପୁରୀ ଶ୍ରୀମନ୍ଦିରରେ ଦେବ ସ୍ନାନ ପୂର୍ଣ୍ଣିମା       ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ ଗୋଶାଣିନୁଆଗାଁ ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କୁ ପଇଡରେ ସ୍ନାନ କରାଯାଉଛି (ବ୍ରହ୍ମପୁର)     ଭୁବନେଶ୍ୱର ଇସ୍କନ ମନ୍ଦିରରେ ଦେବ ସ୍ନାନ ପୂର୍ଣ୍ଣିମା  …

ଓଡ଼ିଶା: ଆଜିର ଫଟୋ (୨୧ ଜୁନ, ୨୦୨୪)

ବିଶ୍ୱ ଯୋଗ ଦିବସରେ ଅଶୋକ ବରାଳ ଟିମ ପକ୍ଷରୁ ବିନ୍ଦୁସାଗରରେ ଯୋଗ ରାଜ୍ୟ ସଂଘରାଳୟରେ ଅନ୍ତର୍ଜାତୀକ ଯୋଗ ଦିବସ କଳିଙ୍ଗ ଷ୍ଟାଡ଼ିୟମରେ ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ଏବଂ ସ୍ପୋର୍ଟ୍ସ ମନ୍ତ୍ରୀ ସୂର୍ଯ୍ୟବଂଶୀ ଇଣ୍ଟେରଣସନଲ ଯୋଗ ଦିବସ ପାଳନ କରୁଛନ୍ତି

ଓଡ଼ିଶା: ଆଜିର ଫଟୋ (୨୦ ଜୁନ, ୨୦୨୪)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ନୃତ୍ୟାଭିନୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଅଣସର ରେ ପୁଜା ପାଉଥିବା ପଟି ଠାକୁରଙ୍କ ଚିତ୍ର ଆଙ୍କୁଛନ୍ତି ଚିତ୍ରକାର ସେବକ

ଓଡ଼ିଶା: ଆଜିର ଫଟୋ ( ୧୯ ଜୁନ, ୨୦୨୪)

କଟକ ଫିରିଙ୍ଗ ବଜାର ଅଂଚଳରେ ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ପହଣ୍ଡି ନୀତି ପାଇଁ ଟାହିଆ ପ୍ରସ୍ତୁତ କରୁଛନ୍ତି କାରିଗର     କଟକ ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିରଠାରେ ରଥ ଯାତ୍ରା ପାଇଁ ରଥ ଚକ ନିର୍ମାଣ ଚାଲିଛି

ଓଡ଼ିଶା: ଆଜିର ଫଟୋ ( ୧୮ ଜୁନ, ୨୦୨୪)

ରାଜଧାନୀର ବମିଖାଲ ରାସ୍ତାରେ ବର୍ଷା ଯୋଗୁ ପାଣି, ଲୋକେ ହଇରାଣ     ଓଡିଶା ବିଧାନସଭାରେ ଶପଥ ଗ୍ରହଣ ସମାରୋହ     ଗ୍ରୀଷ୍ମବକାଶ ପରେ ଖୋଲିଲା ସ୍କୁଲ, କଟକ     ଗୋକୁଳଧାମ ପରିସରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ସହ ମାତା…

ଓଡ଼ିଶା: ଆଜିର ଫଟୋ (୧୭ ଜୁନ, ୨୦୨୪)

ଭୁବନେଶ୍ୱରରେ ମୌସୁମୀ ବର୍ଷା 3-ଈଦ ଅବସର ରେ ପୁରୀ ର ଏକ ମସଜିଦ ରେ ମୁସଲିମ ଧର୍ମାଅବଲମ୍ବି ଭାଇମାନେ ପ୍ରାର୍ଥନା କରୁଛନ୍ତି। ରଥର ଚାରି ନାହାକା ଖଞ୍ଜାଯିବା ସହ ପାର୍ଶ୍ଵ ନିରାଡି ଲଗାଯାଇଛି ରାଜମହଲ ଛକରେ କଲେଜ ଛାତ୍ରୀମାନେ ସେଲ୍ଫି ନେଉଛନ୍ତି

ଓଡ଼ିଶା: ଆଜିର ଫଟୋ (୧୬ ଜୁନ, ୨୦୨୪)

ଭୁବନେଶ୍ୱରର ପାନ୍ଥନିବାସ ଠାରେ ରଜର ଶେଷ ଦିନ ମହାଆଡମ୍ବରରେ ପାଳନ କରାଯାଇଛି ଶେଷ ରଜ ଓ ରବିବାରରେ କୃଷକ ବଜ଼ାର ଆମିଷ ମାର୍କେଟରେ ଆମିଷ କିଣିବା ପାଇଁ ଲୋକଙ୍କ ଗହଳି

ଓଡ଼ିଶା: ଆଜିର ଫଟୋ ( ୧୫ ଜୁନ, ୨୦୨୪)

କଟକ ଚାଉଳିଆଗଞ୍ଜ ଖେଳ ପଡିଆରେ ଅନୁଷ୍ଠିତ ରଜ ମହୋତ୍ସବରେ ଯୁବତୀ ମାନେ ଦୋଳି ଓ ପୁଚି ଖେଳୁଛନ୍ତି     କଟକ ଡଗରପରା ହନୁମାନ ମନ୍ଦିର ସମ୍ମୁଖ ପିଣ୍ଡିରେ ଲୋକମାନେ ପଶା ଖେଳି ରଜ ପାଳନ କରୁଛନ୍ତି     କଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?