ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ ( ୮ ଜୁଲାଇ, ୨୦୨୪ )

ରାଜଧାନୀ ଭୁବନେଶ୍ୱରର ଡୁମୁଡୁମା ୧୬ ନ ଜାତୀୟ ରାଜପଥରେ ଗାତ ସିଡିଏ ସେକଟର ୬ ମାର୍କେଟ କଂପ୍ଲେକ୍ସ ମୁଖ୍ୟ ରାସ୍ତା ବୁଲା ଗୋରୁ ଙ୍କ ଆଶ୍ରୟ ସ୍ଥଳ ପାଲଟିଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦୟଗିରି ପରିଭ୍ରମଣ କରୁଛନ୍ତି ଭୁବନେଶ୍ୱର ରାଜଧାନୀର ଏଜି…

ଓଡ଼ିଶା: ଆଜିର ଫଟୋ ( ୭ ଜୁଲାଇ, ୨୦୨୪ )

ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି     ଶ୍ରୀଗୁଣ୍ଡିଚା ଘର ଅଭିମୁଖେ ତିନି ରଥ     ରାଜଧାନୀରେ ବର୍ଷା     କଟକର ବିଭିର୍ନ ସ୍ଥାନରେ ରଥଯାତ୍ରା     ଭୁବନେଶ୍ୱରରେ ଇସ୍କନ ରଥଯାତ୍ରା     ଭୁବନେଶ୍ୱରର ବିଭିର୍ନ…

ଓଡ଼ିଶା: ଆଜିର ଫଟୋ ( ୬ ଜୁଲାଇ, ୨୦୨୪ )

ସିଂହ ଦ୍ଵାରରେ ଲାଗିଲା ତିନି ରଥ       ଭୁବନେଶ୍ୱର ସୂଚନା ଭବନରେ କଳାକାର ଏଲ ଇଶ୍ୱର ରାଓଙ୍କ କଳାକୃତି ପ୍ରଦର୍ଶନ     ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ନାଟକ ସେପ୍ଟେମ୍ବର ୩୯ ଦିନର ଦୃଶ୍ୟ

ଓଡ଼ିଶା: ଆଜିର ଫଟୋ (୫ ଜୁଲାଇ, ୨୦୨୪)

ରାଜଧାନୀ ଭୁବନେଶ୍ୱର ଝାରପଡା ଓ଼ଭର ବ୍ରିଜ ପାଖରେ ପ୍ରବଳ ବର୍ଷାର ଦୃଶ୍ୟ ଆସନ୍ତା କାଲି ରାଷ୍ଟ୍ରପତି ଆସିବା ପୂର୍ବରୁ କାରକେଡ଼ ଅଭ୍ୟାସ ପ୍ରସ୍ତୁତି ଚାଲିଛି 2-Commissionerate police Carcade rehearsal for President visit Odisha tomorrow

ଓଡ଼ିଶା: ଆଜିର ଫଟୋ ( ୩ ଜୁଲାଇ, ୨୦୨୪ )

କଟକ ଖାନନଗର ଟ୍ରାଫିକ ଛକଠାରେ ଏକ ଯାତ୍ରୀବାହୀ ବସରେ ଅଗ୍ନି କାଣ୍ଡ ଘଟିଥିବାବେଳେ ନିଆଁକୁ ଆୟତ୍ତ କରୁଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ     ଭୁବନେଶ୍ୱର ଇପିଏଫ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ରୀୟ ଟ୍ରେଡ ୟୁନିଅନର ମିଳିତ ମଂଚ ପକ୍ଷରୁ ବିକ୍ଷୋଭ

ଓଡ଼ିଶା: ଆଜିର ଫଟୋ ( ୨ ଜୁଲାଇ, ୨୦୨୪ )

କଟକ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ ପାଇଁ ହୋଇଥିବା କାମର, ରକ୍ଷଣାବେକ୍ଷଣର ଅଭାବରୁ ସୌନ୍ଦର୍ଯ୍ୟ ନଷ୍ଟ     କଟକ ରାଣୀହାଟ ରାସ୍ତା ପାର୍ଶ୍ୱରେ ଛତା ମରାମତି କରୁଥିବା ବ୍ୟକ୍ତି     ବାଲିଯାତ୍ରା ତଳ ପଡିଆ ଗଡଗଡିଆ ଘାଟ ମହାନଦୀ ତଟ…

ଓଡ଼ିଶା: ଆଜିର ଫଟୋ (୩୦ ଜୁନ, ୨୦୨୪)

ଭୁବନେଶ୍ୱରର ରସୁଲଗଡ ଠାରୁ ବମିଖାଲ ଯିବା ରାସ୍ତାରେ ବର୍ଷା ପାଣି ଜମିରହିଛି ଭାରତ ଟି୨୦ ୱାର୍ଲଡ କପ ଜିତିବା ଖୁସିରେ ବନ୍ଦେମାତରଂ ପକ୍ଷରୁ ପିଏମଜିରେ ଖୁସି ମନାଉଛନ୍ତି

ଓଡ଼ିଶା: ଆଜିର ଫଟୋ ( ୨୮ ଜୁନ, ୨୦୨୪ )

ଧରିତ୍ରୀର ମୁଖ୍ୟ କାର୍ଯ୍ୟାଳୟରେ ଉଦଘାଟିତ ହୋଇଯାଇଛି ଧରିତ୍ରୀ ଲାଇଭର ଆଉ ଏକ ସହ ୟୁଟ୍ୟୁବ ଚ୍ୟାନେଲ, ‘ବାରମଜା’     ଜ୍ଵରରେ ପିଡ଼ିତ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଥିବା ସରପ୍ରସାଦରେ ପ୍ରସ୍ତୁତ ପଣା ଭକ୍ତଙ୍କ ନିମନ୍ତେ ପ୍ରସ୍ତୁତ କରୁଛନ୍ତି ଦଇତା ସେବକ  …

ଓଡ଼ିଶା: ଆଜିର ଫଟୋ (୨୭ ଜୁନ, ୨୦୨୪)

କଟକ ଦୋଳମୁଣ୍ଡାଇ ଚନ୍ଦନ ପଡିଆସ୍ଥିତ ରଥଖଳାରେ ଦୋଳମୁଣ୍ଡାଇ ରଥ କାର୍ଯ୍ୟ ଚାଲିଛି     କଟକ ତୁଳସୀପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍ଘାଟନୀ ସମାରୋହରେ ଯୋଗ ଦେଇଥିବା ଅତିଥି

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?