ଓଡ଼ିଶା: ଆଜିର ଫଟୋ ( ୨ ଜୁଲାଇ, ୨୦୨୪ )

କଟକ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ ପାଇଁ ହୋଇଥିବା କାମର, ରକ୍ଷଣାବେକ୍ଷଣର ଅଭାବରୁ ସୌନ୍ଦର୍ଯ୍ୟ ନଷ୍ଟ

 

 

କଟକ ରାଣୀହାଟ ରାସ୍ତା ପାର୍ଶ୍ୱରେ ଛତା ମରାମତି କରୁଥିବା ବ୍ୟକ୍ତି

 

 

ବାଲିଯାତ୍ରା ତଳ ପଡିଆ ଗଡଗଡିଆ ଘାଟ ମହାନଦୀ ତଟ ଜଳ ମଧ୍ୟକୁ ପ୍ରବେଶ ନ କରିବା ପାଇଁ ଷ୍ଟିଲର ବାରିକେଡ ବସା ଯାଉଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୩ ନଭେମ୍ବର, ୨୦୨୬ )

କଟକରେ ନାଗ ଚତୁର୍ଥୀ ଅବସରରେ ତେଲୁଗୁ ସମ୍ପ୍ରଦାୟର ମହିଳାମାନେ ଗଡ଼ଗଡ଼େଶ୍ୱର ମନ୍ଦିର ନିକଟସ୍ଥ ତ୍ରିନାଥ ମନ୍ଦିର ପରିସରରେ ମାଟି ହୁଙ୍କା ମୂଳେ ଅଣ୍ଡା ଓ କ୍ଷୀର ନୈବେଦ୍ୟ…

ଓଡ଼ିଶା: ଆଜିର ଫଟୋ ( ୧୨ ନଭେମ୍ବର, ୨୦୨୬ )

କଟକ ବାଲିଯାତ୍ରା ତଳ ପଡ଼ିଆରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ       ଭୁବନେଶ୍ୱର ୟୁନିଟ୍-୩ କ୍ୟାପିଟାଲ ସ୍କୁଲ ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ…

ଓଡ଼ିଶା: ଆଜିର ଫଟୋ ( ୧୧ ନଭେମ୍ବର, ୨୦୨୬ )

କଟକରେ ମା’ ଶ୍ୟାମାକାଳୀଙ୍କ ମେଢ଼ ଗୁଡ଼ିକ ବିସର୍ଜନ ପାଇଁ ଦେବୀଗଡା ଅଭିମୁଖେ ଯାଉଛନ୍ତି   ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଛାତ୍ରନେତା ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ…

ଓଡ଼ିଶା: ଆଜିର ଫଟୋ ( ୧୦ ନଭେମ୍ବର, ୨୦୨୬ )

କଟକ ବାଲିଯାତ୍ରା ତଳ ପଡ଼ିଆକୁ ଆସିଥିବା ଦୋଳିଗୁଡ଼ିକର ପ୍ରସ୍ତୁତି କାର୍ଯ୍ୟ ଚାଲିଛି       କମଳା ନେହରୁ ମହିଳା ମହାବିଦ୍ୟାଳୟରେ ନେହରୁ ଯୁବ ପ୍ରତିଷ୍ଠାନ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?