ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨, ୨୦୨୦)

କରୋନା ଭାଇରସ୍‌ ମହାମାରୀ ଯୋଗୁଁ ଦୀର୍ଘ ସମୟ ଧରି ବନ୍ଦ ହେବା ପରେ ବିଏମସି ‘ଆହାର ଆଉଟଲେଟ୍’ ଖୋଲିଲା କଟକସ୍ଥିତ ବାଲୁ ବଜାର ସ୍କୋୟାର ରେ ଟ୍ରାଫିକ୍ ସମସ୍ୟା ଦ୍ରୁତ ଗତିରେ ବଢିଚାଲିଛି ଜଣେ ଦୋକାନୀ ଆଗାମୀ ଲକ୍ଷ୍ମୀ ପୂଜା ପାଇଁ…

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧, ୨୦୨୦)

କାର୍ତ୍ତିକା ମାସ ଆରମ୍ଭରେ ଆକାଶ ଛୁଆଁ ପନିପରିବା ମୂଲ୍ୟ ଭୁବନେଶ୍ୱରର ଅଞ୍ଚଳରେ ବିକ୍ରେତା ମାନେ ବିକ୍ରୟ କରିବା ପାଇଁ ବସିଛନ୍ତି ମତ୍ସ୍ୟଜୀବୀମାନେ କଟକସ୍ଥିତ ରିଙ୍ଗରୋଡ ଅଞ୍ଚଳରେ ମହାନାଦୀରୁ ଜାଲରେ ମାଛ ଧରୁଛନ୍ତି ଖାରବେଳନଗର ରାସ୍ତାରେ ପିଲାଟି ତାର ଦୃଷ୍ଟିହୀନ ପିତାଙ୍କୁ ରାସ୍ତାରେ…

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୩୧, ୨୦୨୦)

କୁମାରପୂର୍ଣ୍ଣିମା ଅବସରରେ ଆଞ୍ଜୁଳି ଟେକୁଛନ୍ତି ବାଳିକା ଭୁବନେଶ୍ୱର ବିଭିନ୍ନ ପୂଜାମଣ୍ଡପରେ ଗଜଲକ୍ଷ୍ମୀ ପୂଜା ରାଜଧାନୀ ପ୍ରଦର୍ଶନୀ ପଡିଆ ପାର୍ଶ୍ୱରେ ଖେଳଣା ଦେଖୁଛନ୍ତି ଜଣେ ବାଳିକା କଟକ ଅଲିଶାବଜାର ଅଞ୍ଚଳରେ ଚାନ୍ଦ ବନ୍ଦାପନା ଭୁବନେଶ୍ୱରରେ ଚାନ୍ଦ ବନ୍ଦାପନା

ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୩୦, ୨୦୨୦ )

ଭୁବନେଶ୍ୱର ଭିଏସଏସ ନଗର ପୂଜାମଣ୍ଡପରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜା   କଟକର ବିଭିନ୍ନ ପୂଜାମଣ୍ଡପରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜା   ଭୁବନେଶ୍ୱର ଓଲ୍ଡଟାଉନ ଅଞ୍ଚଳରେ ଦେବୀ ଲକ୍ଷ୍ମୀଙ୍କ ପ୍ରତିମାକୁ ଜଣେ କଳାକାର ଶେଷ ସ୍ପର୍ଶ ଦେଉଛନ୍ତି   ଭୁବନେଶ୍ୱର ସଚ୍ଚିବାଳୟ ମାର୍ଗରେ…

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୯ , ୨୦୨୦)

ଶିଳ୍ପୀମାନେ ଶ୍ୟାମାକାଳୀ ପୂଜା ପାଇଁ ମାଟି ପ୍ରତିମା ତିଆରି କରିବାରେ ବ୍ୟସ୍ତ ନେତାଜୀ ସେତୁ ରାସ୍ତାରେ ଜମା ହୋଇଥିବା ବାଲି ବାରମ୍ବାର ଦୁର୍ଘଟଣା ଘଟାଉଛି ଜଣେ ବିକ୍ରେତା ରାସ୍ତା କଡରେ ବସି ବାଦାମ ବିକ୍ରି କରୁଛନ୍ତି ଭୁବନେଶ୍ୱରର ଖଣ୍ଡଗିରି ଗୁମ୍ଫାରେ ଜଣେ…

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୮, ୨୦୨୦)

ଭୁବନେଶ୍ୱର ୟୁନିଟ୍-୧ ବଜାରରେ ବିକ୍ରି ପାଇଁ ସୁସଜ୍ଜିତ ଲକ୍ଷ୍ମୀଙ୍କ ମୂର୍ତ୍ତି ରାଜଧାନୀ ଜନପଥରେ ସଡ଼କ କାର୍ଯ୍ୟ ଯୋଗୁଁ ଉଡୁଛି ଧୂଳି କଟକ ରିଙ୍ଗବନ୍ଧ ରାସ୍ତାରେ ବାଉଁଶ ପ୍ରସ୍ତୁତ ସାମଗ୍ରୀ କିଣୁଛନ୍ତି ଗ୍ରାହକ କଟକ ଚଣ୍ଡିଛକରେ ଟ୍ରଲିରେ ନଡା ଲଦି ତା’ ଉପରେ…

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୭, ୨୦୨୦)

କଟକର ବିଭିନ୍ନ ସ୍ଥାନରେ ମା’ ଦୁର୍ଗାଙ୍କ ପ୍ରତିମା ବିସର୍ଜନ କରାଯାଉଛି କଟକ ମହାନଦୀ ଗଡଗଡିଆ ଘାଟରେ ମହିଳାମାନେ ପାଳନ କରୁଛନ୍ତି ସିନ୍ଦୂରଖେଳ ବିଧି ଭୁବନେଶ୍ୱର କୁଆଖାଇ ନଦୀରେ ବେଆଇନ୍‍ ବାଲିଚାଲାଣ ଭୁବନେଶ୍ୱର କୁଆଖାଇ ନଦୀରେ ମାଛ ଧରୁଛନ୍ତି କେଉଟ

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୬, ୨୦୨୦)

ଶ୍ରୀମନ୍ଦିର ରେ ହେବାକୁ ଥିବା ନାଗାର୍ଜୁନ ଭେଷ ର ଅନୁକୂଳ ହେଉଛି ଭୁବନେଶ୍ୱର ରସୁଲଗଡ ଠାରେ ମା ଦୁର୍ଗାଙ୍କର ଦଶମୀ ପୂଜା ରସୁଲଗଡ ଗୋପିନାଥଦେବ ପୂଜା କମିଟି ର କ୍ଷେତ୍ରୀୟମାନେ ସାଜପୂଜାରେ ଖଣ୍ଡାଧରି ଶୋଭାଯାତ୍ରା ରେ ଯାଉଛନ୍ତି

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୫, ୨୦୨୦)

ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପରେ ଅନୁଷ୍ଠିତ ମହାନବମୀ ପୂଜା   ମା’ ଗଡଚଣ୍ଡୀଙ୍କ ମହିଷାମର୍ଦିନୀ ବେଶ   ମା’ ଝାଞ୍ଜିରୀମଙ୍ଗଳାଙ୍କ ମହିଷାମର୍ଦିନୀ ବେଶ   କଟକର ବିଭିନ୍ନ ପୂଜାମଣ୍ଡପରେ ଅନୁଷ୍ଠିତ ମହାନବମୀ ପୂଜା

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୪, ୨୦୨୦)

କଟକର ବିଭିନ୍ନ ପୂଜାମଣ୍ଡପରେ ମହାଷ୍ଟମୀ ପୂଜା ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପରେ ମହାଷ୍ଟମୀ ପୂଜା ପୂଜା ଲାଗି ରାଜଧାନୀ ଜନପଥରେ ଲୋକଙ୍କ ଗହଳି ଭୁବନେଶ୍ୱର ଶିଶୁପାଳଗଡରେ ଗଛରେ ବସିଛନ୍ତି ବଗ

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୩, ୨୦୨୦)

କଟକର ବିଭିନ୍ନ ପୂଜାମଣ୍ଡପରେ ଅନୁଷ୍ଠିତ ମହାସପ୍ତମୀ ପୂଜା   ମା’ ଗଡଚଣ୍ଡୀଙ୍କ ମହାସରସ୍ଵତୀ ବେଶ   ମା’ ଝାଞ୍ଜିରୀମଙ୍ଗଳାଙ୍କ ମହାକାଳୀ ବେଶ   ମା’ କଟକଚଣ୍ଡୀଙ୍କ ମହାକାଳୀ ବେଶ   ମହାଅଷ୍ଟମୀ ପୂଜା ଥିବାରୁ ଝାଞ୍ଜିରୀମଙ୍ଗଳାଙ୍କ ମନ୍ଦିର ବାହାରେ ଶ୍ରଦ୍ଧାଳୁଙ୍କ ଭିଡ…

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୨, ୨୦୨୦)

ଜଣେ ବିକ୍ରେତା ତାଙ୍କ ଦୋକାନରେ ଲେମ୍ବୁ ସଜାଡୁଛନ୍ତି ଭୁବନେଶ୍ୱରର ନୟାପଲ୍ଲୀ ଦୁର୍ଗା ପୂଜା ମଣ୍ଡପ ରେ ସପ୍ତମୀ ପୂଜା କଟକସ୍ଥିତ କାଠଗଡ଼ା ସାହି ମଣ୍ଡପ ରେ ଦେବୀ ଦୁର୍ଗାଙ୍କ ପ୍ରତିମାକୁ ରଙ୍ଗ ଦିଆଯାଉଛି କଟକର ଖାନନଗର ପୂଜା ମଣ୍ଡପ

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?