ଓଡ଼ିଶା: ଆଜିର ଫଟୋ ( ୪ ଅକ୍ଟୋବର, ୨୦୨୬)
ଭୁବନେଶ୍ୱର ହାତିଆସୁଣୀରେ ପୁରୀ କୋଷ୍ଟାଲ ମାରାଥନ୍ ପାଇଁ ପ୍ରୋମୋ ରନ୍ କଟକର ବିଭିନ୍ନ ଦେବୀପୀଠରେ ବିଭିନ୍ନ ବେଶ ତେଲୁଗୁ…
ଓଡ଼ିଶା: ଆଜିର ଫଟୋ ( ୩ ଅକ୍ଟୋବର, ୨୦୨୬)
ଶନିବାର ମେଫେୟାର ସାଙ୍କ୍ଚୁଆରୀରେ ୭ମ ଓଡ଼ିଶା ଟ୍ରାଭେଲ ବଜାର-୨୦୨୬ର ଉଦ୍ଘାଟନ କଟକ କ୍ଲବ୍ ଆନେକ୍ସ-୨ ସଭାଗୃହରେ ଅନୁଷ୍ଠିତ UMIKA ଉଦ୍ୟୋଗୀ ମେଳାରେ ଅଂଶଗ୍ରହଣ କରିଥିବା ମହିଳା…
କଟକ କାଠଯୋଡି ନଦୀତଟରେ ପଞ୍ଚୁକ ଅବସରରେ ପୂଜା କରୁଛନ୍ତି ମହିଳା
କଟକ ରିଙ୍ଗବନ୍ଧ ରାସ୍ତାରେ ବୋଇତ ବନ୍ଦାଣକୁ ନେଇ ରଙ୍ଗତୁଳୀରେ ରୂପରେଖ ଦେଉଛନ୍ତି ଯୁବକମାନେ
ପଞ୍ଚୁକ ଅବସରରେ କରୋନା କଟକଣା ଯୋଗୁଁ କଟକ ଶ୍ରୀ ଅମରେଶ୍ୱର ମନ୍ଦିର ହୋଇଛି ଭକ୍ତଶୂନ୍ୟ
କଟକ କାଠଯୋଡି ନଦୀତଟରେ ସୂର୍ଯ୍ୟୋଦୟର ଦୃଶ୍ୟ
କଟକ ଶଙ୍କରପୁରରେ ଘର ସମ୍ମୁଖରେ ମୁରୂଜ ପକାଉଛନ୍ତି ଯୁବତୀ
କଟକ ଦରଘାବଜାର ଥାନା ରାସ୍ତାରେ ବିଶ୍ରାମ ନେଉଛନ୍ତି ଗୋରୁପଲ
