ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୭, ୨୦୨୦)

କଟକ ମହାନଦୀ ରିଙ୍ଗବନ୍ଧ ରାସ୍ତାରେ ପାଣିସିଙ୍ଗେଡା ବିକୁଛନ୍ତି ଜଣେ ବ୍ୟବସାୟୀ

କଟକ ରାଣୀହାଟରେ ଧାନ କେଣ୍ଡା ଦେଖୁଛନ୍ତି ଗ୍ରାହକ

କଟକ ମହାନଦୀ ଜଳରାଶିରେ ଖାଦ୍ୟାନ୍ୱେଷଣ କରୁଛି ପାଣିକୁଆ

କଟକ ଆନିକଟ ନିକଟରେ ପାଇପ୍‌ରେ ବସିଛନ୍ତି ପାଣିକୁଆ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୨, ୨୦୨୦)

ଶ୍ରୀମନ୍ଦିରରୁ ତିନି ରଥକୁ ଆଜ୍ଞା ମାଳ ନିଆଯାଉଛି। ସୁପ୍ରିମକୋର୍ଟ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେବା ପରେ ମାଷ୍ଟରକ୍ୟାଣ୍ଟିନଠାରେ ଜନସାଧାରଣମାନେ ଖୁସି ମନାଉଛନ୍ତି। ରଥଯାତ୍ରା ପାଇଁ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୧, ୨୦୨୨ )

ଭୁବନେଶ୍ୱର ୟୁନିଟ-୧ ମାର୍କେଟରେ ବିକ୍ରୟ ପାଇଁ ଶ୍ରୀ ଗଣେଶଙ୍କ ପ୍ରତିମାକୁ ସଜାଇ ରଖାଯାଇଛି ଭୁବନେଶ୍ୱର ସ୍ଥିତ ରାଜ୍ୟ ସଂଗ୍ରହାଳୟ ପରିସରରେ ରୋଟାରି କ୍ଲବ ପକ୍ଷରୁ ଆୟୋଜିତ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୨, ୨୦୨୦)

ମାସ୍କରେ ତ୍ରିରଙ୍ଗା: କଟକ କଚେରୀ ରୋଡ଼ରେ ଚାଲିଛି ଏଭଳି ମାସ୍କ ବ୍ୟବସାୟ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ସ୍ୱାଧୀନତା ଦିବସ ଲାଗି ପରେଡ ଅଭ୍ୟାସ ଭୁବନେଶ୍ୱରରେ ବର୍ଷା...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୫ , ୨୦୨୦)

କଟକସ୍ଥିତ ରିଙ୍ଗବନ୍ଧ ର ବୋଷ ଗ୍ରାଉଣ୍ଡ ପାଶ୍ୱର୍ରେ ଜଣେ ବ୍ୟକ୍ତି ମାଛ ଧରିବା ଜାଲ ସିଲେଇ କରୁଛନ୍ତି ଶୁକ୍ରବାର ଠାରୁ ଭୁବନେଶ୍ୱର ର ପ୍ରଦର୍ଶନୀ ପଡିଆ...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୩, ୨୦୨୨)

ଭୁବନେଶ୍ୱର ସ୍ଥିତ ଓଏଫଡିଆରଏ ପରିସରରେ ଓଡ଼ିଶା ଅଗ୍ନିଶମ ବିଭାଗର କ୍ୱିକ ରେସ୍ପନ୍ସ ସେବାର ଶୁଭାରମ୍ଭ   ବିକଳ୍ପ ରୋଜଗାର ଯୋଗାଇବା ଦାବୀରେ ନମ୍ବରପ୍ଲେଟ ଚିତ୍ରକର ଏବଂ...

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୮, ୨୦୨୧ )

କଟକ ବାରବାଟୀ ଗଡ଼ ଖାଇରେ ଚାଲିଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୩, ୨୦୨୧ )

ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶିତ ହେବ ପରେ ଭୁବନେଶ୍ୱର ବିଜେଇମ ସ୍କୁଲରେ ଖୁସିର ଲହରୀ   ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶିତ ହେବ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୯, ୨୦୨୨)

ଭୁବନେଶ୍ୱର ମାଉସୀ ମା’ ଛକ ନିକଟରେ ପିତା ତରଡ଼ା ବିକୁଛନ୍ତି ବ୍ୟବସାୟୀ   ଭୁବନେଶ୍ୱର ରାଜମହଲ ରାସ୍ତା ପାର୍ଶ୍ଵରେ ବାଉଁଶ ସାମଗ୍ରୀ ପ୍ରସ୍ତୁତି ଚାଲିଛି  ...

Advertisement
Archives

Model This Week