ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୨, ୨୦୨୦)

ଧଉଳି ସ୍ତୁପ ନିକଟରେ ଜଣେ କୃଷକ ହଳ କରୁଛନ୍ତି

ବିଦେଶୀ ପକ୍ଷୀ ମାନେ ବିନ୍ଦୁସାଗର ହ୍ରଦରେ ଖାଦ୍ୟ ପାଇଁ ବସିଛନ୍ତି

ଭୁବନେଶ୍ୱରର ୟୁନିଟ୍-୪ ଚର୍ଚ୍ଚ ନିକଟରେ ଏକ ଛୋଟ ବାଳକ ଏକ ଦୋଳିରେ ବିଶ୍ରାମ କରୁଛନ୍ତି

ରାଜଧାନୀର ରାଜମହଲ ଛକ ରାସ୍ତା ଉପରେ ଏକ ଦମ୍ପତି  ସ୍କ୍ରାପ୍ ଭାରୀ ଟ୍ରଲି-ରିକ୍ସା ଟାଣି ଟାଣି ନେଉଛନ୍ତି

ଭୁବନେଶ୍ୱର ଉପକଣ୍ଠରେ ଜଣେ ଶିଳ୍ପୀ ବୁଦ୍ଧ ପ୍ରତିମୂର୍ତ୍ତି ତିଆରି କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୩ ଅଗଷ୍ଟ, ୨୦୨୬)

କଟକରେ ଲଘୁଚାପଜନିତ ଲଗାଣ ବର୍ଷା     ଶ୍ରାବଣ ମାସ ଅନ୍ତିମ ସୋମବାରରେ ବିଭିନ୍ନ ଶୈବପୀଠକୁ ଜଳଲାଗି ପାଇଁ କଟକ ଗଡ଼ଗଡ଼ିଆ ଘାଟରୁ ବାହାରିଥିବା କାଉଡ଼ିଆମାନେ  …

ଓଡ଼ିଶା: ଆଜିର ଫଟୋ ( ୨୨ ଅଗଷ୍ଟ, ୨୦୨୬)

ଶିପି କୁମ୍ଭାର ସାହି ଅଞ୍ଚଳରେ ଖୁଦୁରୁକୁଣୀ ମୂର୍ମୟୀ ପ୍ରତିମାଙ୍କୁ ରଙ୍ଗତୁଳିରେ ରୂପରେଖ ଦେଉଛନ୍ତି ଶିଳ୍ପୀ ଶନିବାର କଳିଙ୍ଗ ଷ୍ଟାଡିୟମରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲଭର ମିଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri