ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୬, ୨୦୨୦)

ବିହାର ସମ୍ପ୍ରଦାୟର ଜଣେ ମହିଳା ଛତ ପୂଜା ଉତ୍ସବ ସମୟରେ ଅନ୍ୟ ମହିଳାଙ୍କ କପାଳରେ ସିନ୍ଦୁର ଲଗାନ୍ତି ଲଗାଉଛନ୍ତି

ପଳାଶୁଣୀ  ଛକଠାରେ ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକମାନେ ରାସ୍ତା ପାର ହଉଛନ୍ତି

କାର୍ତ୍ତିକ ମାସ ତୃତୀୟ ସୋମବାର ରେ ବିଭିନ୍ନ ଶୈବପୀଠର ବାହାରେ ପୂଜା ପାଉଛନ୍ତି ଶିବ  ଦର୍ଶନ ପାଇଁ  ଭକ୍ତ ଙ୍କ ଭିଡ।

ବଡ଼ ଖେମଣ୍ଡି ସାହି ର ଦୈବୀ ଶକ୍ତି କାଳୀ ପୂଜା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୭, ୨୦୨୧)

କଟକ ରାଣୀହାଟ କେନାଲ ରାସ୍ତାରେ ବାଉଁଶ ତିଆରି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ମହିଳା ଭୁବନେଶ୍ୱର ରେଳଷ୍ଟେସନରେ ଯାତ୍ରୀ ମାନଙ୍କର ହେଉଛି ଥର୍ମାଲ ସ୍କ୍ରିନିଂ ଭୁବନେଶ୍ୱର ରାଜମହଲ...

ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୧୯, ୨୦୨୧)

ଦେବଦାସି ନୃତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ଉତ୍କଳ ମଣ୍ଡପରେ ଜଣେ କଳାକାର ବାଘ ନୃତ୍ୟ ପରିବେଷଣ କରୁଛନ୍ତି ‘ନୃତ୍ୟ ମଣ୍ଡଳ’ର କଳାକାରମାନେ ମହାନଦୀ ଉତ୍ସଵର ଚର୍ତୁର୍ଥ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୩, ୨୦୨୧)

ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ରେଳଷ୍ଟେସନରେ ଗାନ୍ଧୀଜୀଙ୍କ ବେଶରେ ଯୁବକ   ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦...

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧, ୨୦୨୧)

ବିନ୍ଦୁସାଗର ରୁ ଜଣେ ବ୍ୟକ୍ତି ଖେପାଜାଲ ପକାଇ ମାଛ ଧରୁଛି କଟକର ନୟାବଜ଼ାର ରୁ ଛତ୍ରବଜ଼ାର ଯିବା ରାସ୍ତାରେ ତାଳଦଣ୍ଡା କେନାଲ ରୋଡ ପାର୍ଶ୍ୱରେ ଥିବା...

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୧୦, ୨୦୨୧ )

ଆଗକୁ ମକର ସଂକ୍ରାନ୍ତି କଟକର ନୟାସଡ଼କ ଅଞ୍ଚଳରେ ଗୁଡ଼ି ବିକ୍ରି ହେଉଛି ଆସନ୍ତା ଜାନୁଆରୀ ୧୪ ରେ ମୁକ୍ତେଶ୍ଵର ମହୋତ୍ସବ ପାଇଁ ପ୍ରସ୍ତୁତି ଚାଲିଛି ଭୁବନେଶ୍ୱରର...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୧, ୨୦୨୧)

ଏଭଳି ହୋଇଛି ପାନୀୟ ଜଳ ବ୍ୟବସ୍ଥା   କଟକ ଦରଘାବଜ଼ାର ଜନଗହଳି ରାସ୍ତାରେ ବୁଲା ଗୋରୁ   ପବିତ୍ର ଇଦ୍‌-ଉଜ୍‌-ଜୁହା ଅବସରରେ ସମୂହ ନମାଜ ପାଠ  ...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୬ , ୨୦୨୦)

ଶ୍ରାବଣ ମାସ ପ୍ରଥମ ସୋମବାର ଲିଙ୍ଗରାଜ ମନ୍ଦିର ଶୂନଶାନ କଟକ ର ବାଦାମବାଡ଼ି ଠାରେ ପୋଲିସ ଯାନବାହାନ ଗୁଡିକୁ ଅଟକାଉଛନ୍ତି        ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୭ , ୨୦୨୦)

ବନ୍ୟା ଜଳରେ ଜଣେ ମତ୍ସ୍ୟଜୀବୀ ମାଛ ଧରୁଛନ୍ତି ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆ ନିକଟରେ ଏକ ଶିଶୁ ସାଇକେଲରେ ସାମଗ୍ରୀ ନେଇ ଯାଉଛନ୍ତି କଟକର ବିଡାନାସୀ ମହାନଦୀକୂଳରେ...

Advertisement


Archives

Model This Week