ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୬, ୨୦୨୦)

ବିହାର ସମ୍ପ୍ରଦାୟର ଜଣେ ମହିଳା ଛତ ପୂଜା ଉତ୍ସବ ସମୟରେ ଅନ୍ୟ ମହିଳାଙ୍କ କପାଳରେ ସିନ୍ଦୁର ଲଗାନ୍ତି ଲଗାଉଛନ୍ତି

ପଳାଶୁଣୀ  ଛକଠାରେ ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକମାନେ ରାସ୍ତା ପାର ହଉଛନ୍ତି

କାର୍ତ୍ତିକ ମାସ ତୃତୀୟ ସୋମବାର ରେ ବିଭିନ୍ନ ଶୈବପୀଠର ବାହାରେ ପୂଜା ପାଉଛନ୍ତି ଶିବ  ଦର୍ଶନ ପାଇଁ  ଭକ୍ତ ଙ୍କ ଭିଡ।

ବଡ଼ ଖେମଣ୍ଡି ସାହି ର ଦୈବୀ ଶକ୍ତି କାଳୀ ପୂଜା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ ୬, ୨୦୨୩ )

ରାଦିନ ଆସିଗଲା .ଅଶୋକନଗରରେ ଏକ ଗୋଦାମରେ ଟ୍ରକ ରୁ ଲୋକ ମାନେ ତରଭୁଜ କୁ ନେଇ ଗୋଦାମ କୁ ନେଉଛନ୍ତି  

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୧, ୨୦୨୨)

ଭୁବନେଶ୍ୱର ରାମମନ୍ଦିର ଛକ ଟ୍ରାଫିକ ନିକଟରେ  ମାସ୍କ ପିନ୍ଧିଥିବା କୁକୁର ବାଇକରେ ବସି ଯାଉଛନ୍ତି

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୨, ୨୦୨୨ )

ଭୁବନେଶ୍ୱରରେ ମୌସୁମୀଜନିତ ଲଗାଣ ବର୍ଷା   ଭୁବନେଶ୍ୱର ଲୋୟର ପିଏମଜିରେ ଓଡ଼ିଶା ପ୍ରଜା ସଂଘର୍ଷ ସମିତି ପକ୍ଷରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା କୀର୍ତ୍ତନ କଳାକାରଙ୍କ...

ଓଡ଼ିଶା: ଆଜିର ଫଟୋ (ମେ ୧୯, ୨୦୨୧)

ଭୁବନେଶ୍ୱରରେ ଲକଡାଉନ କୋହଳ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି କରୁଛନ୍ତି ଲୋକମାନେ   ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିସରରେ ଭ୍ୟାକସିନ ଲାଗି ଧାଡି   କଟକ...

ଓଡ଼ିଶା: ଆଜିର ଫଟୋ ( ମେ ୨୦, ୨୦୨୩ )

ଓଡ଼ିଆ ଖବରକାଗଜ ଧରିତ୍ରୀର ସୁବର୍ଣ୍ଣ ଜୟନ୍ତୀ ଲୋଗୋ ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଉନ୍ମୋଚିତ ହୋଇଛି     ଟ୍ରାଫିକ ଉପରେ ନଜର ରଖିବା ପାଇଁ କମିଶନରେଟ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୫, ୨୦୨୧)

ଭୁବନେଶ୍ୱରର ଅଶୋକନଗର ଠାରେ ବିଜୟାଦଶମି ଉପଲକ୍ଷେ ସିନ୍ଧୁରଖେଳ ଅନୁଷ୍ଠିତ ହୋଇଯାଇଛି ବାଲୁକା ଶିଳ୍ପୀ ସୁବଳ ମହାରଣା ଭୁବନେଶ୍ୱରର ୟୁନିଟ୍-୧ ଏସବିଆଇ କାର୍ଯ୍ୟାଳୟରେ ବିଜୟାଦଶମି ଉପଲକ୍ଷେ ଦେବୀ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୮, ୨୦୨୦)

ଶଟ୍‌ଡାଉନ୍‌ ଖୋଲିବା ପରେ ରାଜଧାନୀ କଟକ ରୋଡରେ ଯାନବାହନ ଭିଡ଼। ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ନେଇଯିବା ପୂର୍ବରୁ ବାଦାମବାଡ଼ି ବସ ଷ୍ଟାଣ୍ଡରେ ଓଆର୍‌ଟିସି ବସ୍‌ଗୁଡିକୁ ବିଶୋଧନ କରାଯାଉଛି।...

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୪, ୨୦୨୨)

ଭୁବନେଶ୍ୱରର ହଂସପାଳ ଛକ ନିକଟରେ ପୁରୀ କେନାଲରେ ଦେଖାଯାଇଥିବା କୁମ୍ଭୀର ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଏକ କ୍ଷେତରୁ ଫୁଲକୋବି ଅମଳ କରାଯାଉଛି ଭୁବନେଶ୍ୱର ୟୁନିଟ୍-୧...

Advertisement
Archives

Model This Week